ଭାରତୀୟ ରେଲୱେ ତରଫରୁ ଜାରି କରାଗଲା ୩୦୦୦ରୁ ଅଧିକ ପଦବୀ ପାଇଁ ବିଜ୍ଞପ୍ତି : ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ
ଭୁବନେଶ୍ୱର : ସରକାରୀ ଚାକିରି କରିବାକୁ ଚାହୁଁଥିବା ପିଲାଙ୍କ ପାଇଁ ଖୁସି ଖବର । ଭାରତୀୟ ରେଳବାଇରେ ବାହାରିଛି ବମ୍ପର ନିୟୁକ୍ତି । ରେଲୱେରେ ୩ହଜାରରୁ ଅଧରକ ପଦବୀ ଖାଲି ପଡିଛି । ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା…