ଡାଇବେଟିସ୍ କଣ୍ଟ୍ରୋଲ କରିବାକୁ ଚାହୁଁଥିଲେ ଖାଆନ୍ତୁ ଏହି ଗଛର ପତ୍ର : ଦେଇଥାଏ ଚମତ୍କାରୀ ଲାଭ
ଭୃସଙ୍ଗ ପତ୍ର ସ୍ୱାସ୍ଥ୍ୟକୁ ଆଶ୍ଚର୍ଯ୍ୟଜନକ ଫାଇଦା ଦିଏ । ସମସ୍ତ ପୋଷକ ତତ୍ତ୍ୱ ବ୍ୟତୀତ ଭୃସଙ୍ଗ ପତ୍ରରେ ଔଷଧୀୟ ଗୁଣ ବହୁତ ମାତ୍ରାରେ ଭରି ରହିଥାଏ । ପ୍ରତିଦିନ ୫ରୁ ୬ ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ଆପଣଙ୍କ…