ସାଫ୍ ଚାମ୍ପିଅନସିପ୍ ଜିତିବା ପରେ ସୁନିଲ ଛେତ୍ରୀଙ୍କ ପଛରେ ଲାଇନ୍ ଲଗାଇଲେ ବଡ଼ବଡ଼ ବ୍ରାଣ୍ଡ, ଅନ୍ୟ ଖେଳାଳିଙ୍କୁ ମଧ୍ୟ ମିଳିଲା ବଡ଼ ଅଫର

ନୁଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳ ଗତ କିଛି ବର୍ଷ ହେବ ଭଲ ପ୍ରଦର୍ଶନ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି । ନିକଟରେ ଭାରତୀୟ ଟିମ୍ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ଏବଂ ନବମ ଥର ପାଇଁ ସାଫ୍ କପ୍ ଜିତିବା ପରେ ବଡ଼ ବଡ଼…

Video: ଭବିଷ୍ୟତ କାର୍ଯ୍ୟକାଳ ପାଇଁ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ଏହି ବଡ଼ କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଜି -୨୦ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେଇଥିଲେ। ସେ କହିଛନ୍ତି ଯେ ସୌଭାଗ୍ୟବଶତଃ ଏହି ବୈଠକ ଏକ ଦେଶରେ ଅନୁଷ୍ଠିତ ହେଉଛି ଯେଉଁଥିରେ…

ଲକ୍ଷେ ଟଙ୍କା ଲାଞ୍ଚ ଭିଜିଲାନ୍ସ ହାତରେ IIC; ଜବତ ବାଲି ଗାଡ଼ି ଛାଡିବାକୁ ନେଉଥିଲେ ଲାଞ୍ଚ

ବୌଦ୍ଧ: ପୁଣି ପୋଲିସ ହାତରେ ଧରାପଡିଲା ପୋଲିସର ଚୋରି। ଗୁରୁବାର ଜବତ ବାଲି ଗାଡ଼ି ଛାଡିବାକୁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ହରଭଙ୍ଗା ଥାନା IIC ଙ୍କୁ ଧରିଛି ଭିଜିଲାନ୍ସ। ରଭଙ୍ଗା ଥାନା IIC ପୁଷ୍ପଲତା ରାଉତରାୟ…

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷା ହେବା ନେଇ ସ୍ୱତନ୍ତ୍ର ରିଲିଫ୍‍ କମିଶନରଙ୍କ କାର୍ଯ୍ୟାଳୟରୁ ଜାରି ହେଲା ସତର୍କ ସୂଚନ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ବର୍ଷା ହେଉଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ସୋମବାର ଆଡ଼କୁ ଆଉ ଏକ…

ରାତିରେ ଭଲ ନିଦ ପାଇଁ ଖାଆନ୍ତୁ ଏସବୁ ଖାଦ୍ୟ, ଭଲ ନିଦ ସହ ହୃଦଘାତରୁ ମିଳିବ ମୁକ୍ତି

ଦିନରେ ଭଲରେ କାମ କରିବା ପାଇଁ ରାତିରେ ସାତରୁ ଆଠ ଘଣ୍ଟା ଶୋଇବା ନିହାତି ଜରୁରୀ । ରାତିର ଭଲ ନିଦ ମଣିଷକୁ ସତେଜ ରଖିଥାଏ । ତେବେ ଏକ ଅଧ୍ୟୟନରୁ ଜଣାପଡିଛି ଯେ କେବଳ ଫିନ୍‌ଲ୍ୟାଣ୍ଡର ଲୋକମାନେ ସଠିକ୍ ଭାବରେ ଆଠ ଘଣ୍ଟା…

ଆରମ୍ଭ ହେଲା ଜି-୨୦ର ସାଇନ୍ସ ସମ୍ମିଳନୀ, ଅଂଶ ଗ୍ରହଣ କରିବେ ବିଶ୍ୱର ୨୦ ଦେଶର ୧୦୦ରୁ ଅଧିକ ପ୍ରତିନିଧୀ

ନୂଆଦିଲ୍ଲୀ: ଜି-୨୦ର ସାଇନ୍ସ-୨୦(ଏସ-୨୦) ସମ୍ମିଳନୀ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି, ଏହା କୋଏମବାଟୁରର ଭେଲିଆଙ୍ଗିରିର ଇଶା ଯୋଗ କେନ୍ଦ୍ର ଠାରେ ଶନିବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ର୍କ୍ୟାକ୍ରମରେ ଜି-୨୦ ଦେଶର…

କିଏ ବେଶୀ ଉପକାରୀ ?, ଗୁଣ ଜାଣି ଆରମ୍ଭ କରିବେ ସେବନ

ଭୁବନେଶ୍ୱର : ଅଧିକାଂଶ ଲୋକେ ପାଚିଲା ଅମୃତଭଣ୍ଡା କିମ୍ବା କଞ୍ଚା ଅମୃତଭଣ୍ଡାକୁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ଭାବେ ପ୍ରସ୍ତୁତ କରି ଖାଇଥାଆନ୍ତି। ମାତ୍ର ସିଧାସଳଖ କଞ୍ଚା ଅମୃତଭଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ…

ଶବ ନେଇ ପ୍ରଦର୍ଶନ କରିଲେ ମିଳିବ ଦଣ୍ଡ ….. ଏହି ରାଜ୍ୟରେ ପାସ ହେଲା ବିଲ

ନୂଆଦିଲ୍ଲୀ : ରାଜସ୍ଥାନର ଅଶୋକ ଗହଲୋତର ସରକାର ବିଧାନସଭାରେ ଏକ ନୂତନ ବିଲ ପାସ କରିଲେ । ଏହି ବିଲରେ ଲେଖା ଯଅଇଛି ଯେ, ଯଦି କୌଣସି ବ୍ୟକ୍ତି କାହାର ଶବକୁ ରଖି ବିରୋଧ ପଦର୍ଶନ କରନ୍ତି, ତେବେ ଏପରି କରିବା ଦ୍ୱାରା…

ବ୍ରେଡ ଖାଇବାର ସଠିକ ସମୟ : ଏହାକୁ ରାତିରେ ଖାଇବା ଉଚିତ୍‌ କି ?

ଭୁବନେଶ୍ୱର : କେତେକ ଲୋକଙ୍କର ସକାଳ ଜଳଖିଆରେ ବ୍ରେଡ ଜରୁରୀ ଅଟେ । କିଛି ଲୋକ ଏଥିରେ ବଟର କିମ୍ବା ଜାମ ଲଗାଇ ଖାଇଥାନ୍ତି । ଅନ୍ୟ କେତେକ ଲୋକ ବ୍ରେଡକୁ ଚାହା ସହ ମିଶାଇ ଖାଇବା ପସନ୍ଦ କରିଥାନ୍ତି । ବ୍ରେଡକୁ ଲୋକେ…

ମଣିପୁରରେ ମହିଳାଙ୍କୁ ନିଃବସ୍ତ୍ର କରି ବୁଲାଇବା ଘଟଣାରେ କ୍ରୋଧ ପ୍ରକାଶ କରିଲେ ପ୍ରିୟଙ୍କା ଚୋପ୍ରା : ତୁରନ୍ତ ନ୍ୟାୟ ଦାବି କରିଲେ ଅଭିନେତ୍ରୀ

ମଣିପୁର : ମଣିପୁରରେ ମହିଳାଙ୍କୁ ନିଃବସ୍ତ୍ର କରି ବୁଲାଇବାର ଘଟଣା ସାରା ଦେଶକୁ କମ୍ପିତ କରି ଦେଇଛି । ଏହି ହୃଦୟଥରା ଘଟଣାର ଭିଡିଓ ବୁଧବାରକୁ ଭାଇରାଲ ହୋଇଥିଲା । ସେବେଠାରୁ ଲୋକେ ସୋଶିଆଲ ମିଡିଆରେ ଏଥି ପ୍ରତି ଥିବା…