ଇନଷ୍ଟାଗ୍ରାମରେ ଲାଇକ ଓ ଭ୍ୟୁଜ ବଢାଇବ ଏହି ଆପ : ଏହାକୁ ଇନଷ୍ଟଲ କରିବା କ’ଣ ଠିକ ?
ନୂଆଦିଲ୍ଲୀ : ଆପଣ ଚାହାନ୍ତି କି ଆପଣଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଲୋକପ୍ରିୟ ହେଉ । ଗୁଗଲ ଏବଂ ପ୍ଲେ ଷ୍ଟୋରରେ ଏଭଳି ଅନେକ ଆପ ଅଛି ଯାହା ଦ୍ୱାରା ଆପଣଙ୍କ ଆକାଉଣ୍ଟ ଲୋକପ୍ରିୟ ହୋଇଯିବ । ଇଷ୍ଟାଗ୍ରାମରେ ଲାଇକ ଏବଂ ଭ୍ୟୁ…