ଫୋନକୁ ଅଲଗା ଚାର୍ଜରରେ ଚାର୍ଜ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ ନଚେତ ଦେଖାଯିବ ଅନେକ ସମସ୍ୟା

ନୂଆଦିଲ୍ଲୀ : ଡିଜିଟାଲ ଯୁଗରେ ଫୋନ ସମସ୍ତଙ୍କ ଜୀବନରେ ନିହାତି ଦରକାର । ଏହି ଫୋନ ମାଧ୍ୟମରେ ହିଁ ଲୋକେ ଘରେ ବସି ଅନେକ କାମ କରନ୍ତି । ଏଥି ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଫୋନକୁ ଚାର୍ଜ କରିବା ।…

୨୪ ତାରିଖ ଯାଏଁ ବର୍ଷିବ : ମତ୍ସଜୀବୀଙ୍କୁ ସମଦ୍ର ଯିବା ମନା

ଭୁବନେଶ୍ୱର : ଆଜି ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମର କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତତ୍‌ସଂଲଗ୍ନ ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସକ୍ରିୟ ଘୂର୍ଣ୍ଣିବଳୟ ରହିଛି । ବାୟୁମଣ୍ଡଳରେ ୭.୬ କି.ମି…

ସାମ୍ବାଦିକ ହେବାର ଅର୍ଥ ନୁହେଁ ଆଇନକୁ ନିଜ ହାତକୁ ନେବ; ଜାଣନ୍ତୁ କାହିଁକି ଏପରି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସାମ୍ବାଦିକ ହେବାର ଅର୍ଥ ନୁହେଁ ଯେ, ଆଇନକୁ ହାତକୁ ନେବା । ଜଣେ ସାମ୍ବାଦିକଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ନବଜାତ ଶିଶୁ ଚାଲାଣ ଖବରକୁ…

ମଣିପୁର: ଦୁଇ ମହିଳାଙ୍କୁ ଉଲଘ୍ନ କରି ରାସ୍ତାରେ ବୁଲାଇଲେ, ଗଣ ଦୁସ୍କର୍ମ ଅଭିଯୋଗ

ନୁଆଦିଲ୍ଲୀ: ହିଂସାଗ୍ରସ୍ଥ ମଣିପୁରରେ ଦୁଇ ମହିଳାଙ୍କ ନିବସ୍ତ୍ର କରି ରାସ୍ତରେ ବୁଲାଇବାର ଅତି ହୃଦୟ ବିଦାରକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଦୁଇ ଜଣ ମହିଳାଙ୍କୁ ନଗ୍ନ ଅବସ୍ଥାରେ ଅନେକ ପୁରୁଷଙ୍କ…

ପୁଣି ଟମାଟୋ ଦର କମାଇଲେ କେନ୍ଦ୍ର ସରକାର: ଆସନ୍ତାକାଲି ଠାରୁ ଏନସିସିଏଫ ଏବଂ ନାଫେଡ୍‌ ଜରିଆରେ କିଲୋପ୍ରତି ୭୦ ଟଙ୍କାରେ ବିକ୍ରି କରାଯିବ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍‌ ୨୦ ଜୁଲାଇ, ୨୦୨୩ ଠାରୁ କିଲୋପ୍ରତି ୭୦ ଟଙ୍କାର ଖୁଚୁରା ଦରରେ ଟମାଟୋ ବିକ୍ରି କରିବା ଲାଗି ଭାରତ ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ଏନସିସିଏଫ ଏବଂ ନାଫେଡକୁ…

ଭାରତକୁ ଆସୁଥିବା ଆନ୍ତର୍ଜାତିକ ଯାତ୍ରୀଙ୍କ ପାଇଁ ମାର୍ଗଦର୍ଶିକା କୋହଳ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ବିଶ୍ୱରେ ବର୍ତ୍ତମାନର କୋଭିଡ ସ୍ଥିତି ଏବଂ ଟିକାଦାନ କ୍ଷେତ୍ରରେ ହାସଲ ହୋଇଥିବା ଉପଲବ୍ଧିକୁ ବିଚାରକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆନ୍ତର୍ଜାତିକ ଯାତ୍ରୀଙ୍କ ପାଇଁ ଥିବା…

ଶ୍ରୀଲଙ୍କାରେ ଚାଲିଥିବା ଏମର୍ଜିଂ ଏସିଆ କପ୍‌ରେ ପାକିସ୍ତାନକୁ ୮ ୱିକେଟ୍‌ରେ ହରାଇଲା ଭାରତ

ନୂଆଦିଲ୍ଲୀ: ଭାରତର ବୋଲିଂ ଏବଂ ବ୍ୟାଟିଂ ଆଗରେ ଧରାଶାଇ ହୋଇଛି ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ। ଶ୍ରୀଲଙ୍କାର କଲମ୍ବୋରେ ଚାଲିଥିବା ଏମର୍ଜିଂ ଏସିଆ କପ୍‌ରେ ପାକିସ୍ତାନ ଦଳକୁ ଆଠ ୱିକେଟ୍‌ରେ ପରାସ୍ତ କରିଛି।…

ଇଲେକ୍ଟ୍ରି ଗାଡ଼ି ପାଇଁ ବ୍ରିଟେନ୍‌ରେ ବିଶାଳ ବ୍ୟାଟେରି କାରଖାନା ବସାଇବ ଟାଟା ଗ୍ରୁପ୍‌, ନିବେଶ କରିବ ହଜାର ହଜାର କୋଟି ଟଙ୍କା

ନୁଆଦିଲ୍ଲୀ: ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି କ୍ରମେ ଟାଟା ଗ୍ରୁପ୍ ଇଲଂଣ୍ଡରେ ଇଲେକ୍ଟ୍ରି ଗାଡ଼ି ପାଇଁ ଗିଗା କାରଖାନା ବସାଇବାକୁ ଘୋଷଣା କରିଛି । ବ୍ରିଟେନ୍‌ରେ ୟୁରୋପର ସର୍ବବୃହତ ବ୍ୟାଟେରୀ କାରଖାନା ବସାଇବାକୁ ଘୋଷଣା…

୪୩ ବର୍ଷ ବୟସରେ ଜୀବନ ହରାଇଲେ ଚାରିଥର ମିଷ୍ଟର ଇଣ୍ଡିଆ ବିଜେତା ଆଶୀଷ ସାଖରକର

ନୂଆଦିଲ୍ଲୀ: ଚାରିଥର ମିଷ୍ଟର ଇଣ୍ଡିଆ ଏବଂ ମିଷ୍ଟର ୟୁନିଭର୍ସ ରୌପ୍ୟ ବିଜେତା ପ୍ରମୁଖ ବଡୀ-ବିଲ୍ଡର ଆଶୀଷ ସାଖରକର ଲମ୍ବା ସମୟ ରୋଗରେ ପଡ଼ିବା ପରେ ଗତକାଲି ରାତିରେ ପ୍ରାଣ ହରାଇଛନ୍ତି । ଘଟଣା ବିଷୟରେ ସୂଚନା ଦେଇ…

ପ୍ରଥମ ଥର ୬୭,୦୦୦ ପଏଣ୍ଟ ପାର୍ କଲା ସେନସେକ୍ସ, ଗୋଟିଏ ଦିନରେ ୧.୬ ଲକ୍ଷ କୋଟି ଲାଭ କଲେ ନିବେଶକ

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ଲଗାତାର ଚତୁର୍ଥ ଦିନ ପାଇଁ ବୁଧବାର(୧୯ ତାରିଖ)ରେ ନୂଆ ରେକର୍ଡ କରିବା ଜାରି ରଖିଛି । ବିଏସ୍‌ଇ ସେନସେକ୍ସ ପ୍ରଥମ ଥର ପାଇଁ ୬୭,୦୦୦ ପଏଣ୍ଟ ପାର୍ କରି ଶିଖରରେ ପହଞ୍ଚିଛି । ନିଫ୍ଟି…