ଉଚ୍ଚ ରକ୍ତଚାପ ଠାରୁ ଆରମ୍ଭ କରି ହଜମ ପ୍ରକ୍ରିୟା ପର୍ଯ୍ୟନ୍ତ ତୁଳସୀ ପତ୍ର ସମସ୍ତ ରୋଗ କରେ ଦୂର : ଜାଣିନିଅନ୍ତୁ ଏହାର ଫାଇଦା
ନୂଆଦିଲ୍ଲୀ : ତୁଳସୀ ପତ୍ରର ବ୍ୟବହାର ଆମ ସ୍ୱାସ୍ଥ୍ୟ ପାଇଁ କୌଣସି ବରଦାନ ଠାରୁ କମ ନୁହେଁ । ଏହାର ବ୍ୟବହାର ଭୋଜନ ଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ କରାଯାଏ । ଏହି ପତ୍ରରେ ଜିଙ୍କ, ଆଇରନ, କ୍ୟାଲସିୟମ, ଭିଟାମିନ ଏ ଓ…