ରାଶିଫଳ(ସୋମବାର,୧୦ ଜୁଲାଇ,୨୦୨୩)

ମେଷ - ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ଏବଂ ଆଶାଜନକ ସୁଫଳ ନିଶ୍ଚିତ ପାଇବେ। ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ଅତି ଭଲ ସମ୍ପର୍କ ରହିଥିବା ନିଜ ଲୋକଙ୍କ…

ବୋଲବମରେ ଚାଲିଗଲା କାଉଡ଼ିଆଙ୍କ ଜୀବନ : ଝାଡ଼େଶ୍ୱର ମନ୍ଦିର ପରିସରରେ ଶୋଇଥିଲେ ଶ୍ରଦ୍ଧାଳୁ

ଦେବଗଡ଼ : ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ପ୍ରତ୍ୟେକ ସ୍ଥାନର ଶୈବପୀଠ ମାନଙ୍କରେ ଭକ୍ତଙ୍କର ଭିଡ଼ ଲାଗିଛି । ଏଭଳି ଘଟଣା ଘଟିଛ ଦେବଗଡ଼ର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଝାଡ଼େଶ୍ୱର ମନ୍ଦିରରେ । ସେଠାରେ ଜଣେ…

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ : କେତେ ରହିଛି ଆଜିର ଦାମ

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଆଜି ସୁନାର ଦରରେ ସାମାନ୍ୟ ପରିବର୍ତ୍ତନ ଆସିଛି । ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଓଡ଼ିଶା ସମେତ ଦେଶର ପ୍ରମୁଖ ସ୍ଥାନ ମାନଙ୍କରେ କେତେ ରହିଛି ଆଜିର ଦର । ଭାରତୀୟ ବଜାରରେ ୨୨…

କିିଛି ଜିଲ୍ଲାରେ ଆରମ୍ଭ ହୋଇଛି ବର୍ଷା : ୧୧ ଠାରୁ ନିର୍ଦ୍ଧୁମ ବର୍ଷିବ

ଭୁବନେଶ୍ୱର :  ରାଜ୍ୟର କେତେକାଂଶ ଆରମ୍ଭ ହୋଇଛି ବର୍ଷା । ଗତକାଲି ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଆଦି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇଛି । ଆଜି ମଧ୍ୟ…

୩ଦିନ ପରେ ପୁଣି ଆରମ୍ଭ ହେଲା ବାବା ଅମରନାଥଙ୍କ ଯାତ୍ରା, ଖରାପ ପାଣିପାଗ ପାଇଁ ଅଟକିଥିଲା

ନୂଆଦିଲ୍ଲୀ : ଜାମ୍ମୁ- କାଶ୍ମୀରର ଖରାପ ପାଣିପାଗ ପାଇଁ ୩ ଦିନ ପର୍ଯ୍ୟନ୍ତ ଅଟକିଥିଲା ଅମରନାଥ ଯାତ୍ରା । ଯାତ୍ରୀମାନେ ରହିବା ପାଇଁ ପଞ୍ଜତରଣୀ ଏବଂ ଶେଷନାଗ ଆଧାର ଶିବିରର ବ୍ୟବସ୍ଥା କରାଯାଇଥିଲା । ୩ ଦିନ ପରେ ରବିବାର…

ଟ୍ରେଣ୍ଡରେ ଚାଲିଛି ଥ୍ରେଡ୍‌ସ : ୩ ଦିନରେ ୫ କୋଟି ଲୋକ କଲେଣି ଆପ ଡାଉନଲୋଡ

ନୂଆଦିଲ୍ଲୀ : ଇନଷ୍ଟାଗ୍ରାମ ଓ ଫେସବୁକ ମାଲିକ ମାର୍କ ଜୁକରବର୍ଗ ଜୁଲାଇ ୫ରୁ ଏକ ନୂଆ ମାଇକ୍ରୋବ୍ଲଗିଂ ଆପ ତ୍ରେଡସ୍ ଆରମ୍ଭ କରିଛନ୍ତି । ଏହି ଆପକୁ ଇନଷ୍ଟାଗ୍ରାମ ଟିମ ବିକାଶ କରିଛନ୍ତି । ଆପଟି ଆରମ୍ଭ ହେବାର ଗୋଟିଏ…

ସକାଳ ସମୟରେ ଦେଖାଯାଇଥିବା ଏହି ଲକ୍ଷଣ ଡାଇବେଟିସର ସଙ୍କେତ : କରନ୍ତୁ ନାହିଁ ଏହାକୁ ଅଣଦେଖା

ନୂଆଦିଲ୍ଲୀ : ଗତ କିଛି ବର୍ଷ ହେବ ଡାଇବେଟିସ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଡାଇବେଟିସର ରୋଗ ଏକ ପ୍ରକାରର ମେଟାବଲିକ ଡିସାର୍ଡର ଅଟେ ଯାହା ଦ୍ୱାରା ଶରୀର ପର୍ଯ୍ୟାପ୍ତ ଇନସୁଲିନ ବ୍ୟବହାର କରେ ନାହିଁ ବା…

ରୋଗକୁ ନିୟନ୍ତ୍ରଣ ରଖେ କଳା ଟମାଟୋ : ନିୟମିତ ଖାଇଲେ ମିଳିବ ଅନେକ ଫାଇଦା

ଭୁବନେଶ୍ୱର : ଆମେ ସାଧାରଣତଃ ନାଲି ଏବଂ ସବୁଜ ଟମାଟୋ ବ୍ୟବହାର କରୁ । କିନ୍ତୁ କେବେ କଳା ରଙ୍ଗର ଟମାଟୋ ବ୍ୟବହାର କରିଛନ୍ତି ? ହଁ, କଳା ରଙ୍ଗର ଟମାଟୋ ମଧ୍ୟ ଅଛି । ରୋଷେଇରେ ସ୍ୱାଦ ବଢ଼ାଇବା ହେଉ ଅବା ମୁହଁରେ…

ରିସର୍ଚ୍ଚରୁ ହେଲା ଖୁଲାସା : ପକ୍ଷୀଙ୍କ ପାଇଁ ବିପଦ ସାଜୁଛି ଜଳବାୟୁ ପରିବର୍ତ୍ତନ

ଭୁବନେଶ୍ୱର : ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନର ସମସ୍ୟା ବିଷୟରେ ଗଭୀର ଚର୍ଚ୍ଚା ହେଉଛି । ଏହାର ସଂଶୋଧନ ପାଇଁ ଚେଷ୍ଟା କରାଯାଉଛି । କିନ୍ତୁ ଜଳବାୟୁର ପରିବର୍ତ୍ତନ ଏବଂ ଗ୍ଲୋବାଲ ଓ୍ଵାର୍ମିଂର ଖରାପ ପ୍ରଭାବ ଯୋଗୁଁ…

ବାହାନଗା ରେଳ ଦୁର୍ଘଟଣାର ସହାୟତା ରାଶିକୁ ନେଇ ମୃତକଙ୍କ ପରିବାରରେ କଳହ : ଥାନାରେ ପହଞ୍ଚିଲା ମାମଲା

ଭଦ୍ରକ : ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମିଳିଥିବା ସହାୟତା ରାଶିକୁ ନେଇ ଶଶୁର ଓ ମୃତକଙ୍କ ପତ୍ନୀ ମଧ୍ୟରେ କଳହ ଲାଗିଥିବା ଘଟଣା ସାମ୍ନାକୁ ଆସିଛି । ଏନେଇ ମୃତକଙ୍କ ପତ୍ନୀ ଥାନାରେ…