Astrology ରାଶିଫଳ(ରବିବାର,୨୫ ଜୁନ,୨୦୨୩) Odisha Bhaskar Bureau Jun 25, 2023 ମେଷ - ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲ କରିବେ । ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରି ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ…
Featured ଗର୍ଭବତୀ ମହିଳାମାନେ ଆମ୍ବ ଖାଇବା ଉଚିତ୍, ଆସନ୍ତୁ ଜାଣିବା କିପରି କରିବେ ଏହାକୁ ସେବନ ? Odisha Bhaskar Bureau Jun 24, 2023 ଭୁବନେଶ୍ୱର : ଗର୍ଭାବସ୍ଥାରେ ମହିଳାମାନେ ସେମାନଙ୍କର ଖାଦ୍ୟ ସହିତ ଜଡିତ ସମସ୍ତ ଜିନିଷର ବିଶେଷ ଯତ୍ନ ନେବା ଆବଶ୍ୟକ | ସେମାନେ ଯେକୌଣସି ଜିନିଷକୁ ଛୁଇଁବା ଉଚିତ୍ ନୁହେଁ ଯାହା ସେମାନଙ୍କର ଗର୍ଭଧାରଣକୁ ବିପଦରେ…
Featured ପ୍ରତ୍ୟେକ ବର୍ଷ କେତେ ସୁନା ହୋଇଥାଏ ଖନନ! ଭାରତର କେଉଁଠି ରହିଛି ସୁନାର ଖଣି ? Odisha Bhaskar Bureau Jun 24, 2023 ନୂଆଦିଲ୍ଲୀ : ସୁନାକୁ ନେଇ ସମସ୍ତଙ୍କ ମନରେ ଖୁବ ଉତ୍ସୁକତା ଭରି ରହିଥାଏ । ଏହା ବିଷୟରେ ଅଦିକ ଜାଣିବା ପାଇଁ ସବୁବେଳେ ଆଗ୍ରହ ରହିଥାଏ । ତେବେ ଆପଣ ବ୍ୟବହାର କରୁଥିବା ଏହି ସୁନା କେଉଁଠି ଖନନ ହୁଏ ଆପଣ ଜାଣିଛନ୍ତି କି?…
Featured କେବଳ ପିଜୁଳି ନୁହେଁ, ଏହାର ପତ୍ର ମଧ୍ୟ ବହୁତ ଉପଯୋଗୀ, ଜାଣିନିଅନ୍ତୁ କିପରି କରିବେ ସେବନ Odisha Bhaskar Bureau Jun 24, 2023 ଭୁବନେଶ୍ୱର : ପିଜୁଳି ଏପରି ଏକ ଫଳ ଯାହାକୁ ସବୁ ବୟସର ଲୋକେ ପସନ୍ଦ କରନ୍ତି | ଏହାର ନାଲି ଏବଂ ଧଳା ଡାଲି ବହୁତ ସ୍ୱାଦିଷ୍ଟ | ସାଧାରଣତଃ ଏହି ଫଳ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ପାଇଁ ଖାଆନ୍ତି , କିନ୍ତୁ ଆପଣ…
Breaking News ଆରମ୍ଭ ହେବ ବାହୁଡା ଯାତ୍ରା ପ୍ରସ୍ତୁତି, ରବିବାରରେ ହେବ ୩ ରଥର ଦକ୍ଷିଣମୋଡ Odisha Bhaskar Bureau Jun 24, 2023 ପୁରୀ : ଗୁଣ୍ଡିଚା ମନ୍ଦିରରେ ଶେଷ ହୋଇଆସୁଛି ମହାପ୍ରଭୁଙ୍କ ଲୀଳାଖେଳ । ପୂଜାପଣ୍ଡା ସାମନ୍ତଙ୍କ ଆଜ୍ଞାମାଳ ଆସିବା ପରେ ଟଣା ଯିବ ରଥ । ରବିବାରରେ ୩ରଥର ହେବ ଦକ୍ଷିଣ ମୋଡ । ବର୍ତ୍ତମାନ ଚାଲିଛି ୩ରଥର ଯାଞ୍ଚ । ଏହା ପରେ…
Breaking News ୨୪ ଘଣ୍ଟାରେ ଲଘୁଚାପ! ଭିଜିବ ସାରା ଓଡ଼ିଶା Odisha Bhaskar Bureau Jun 24, 2023 ଭୁବନେଶ୍ୱର : ଆଜି ସାରା ରାଜ୍ୟକୁ ଛୁଇଁଛି ମୌସୁମୀ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଶେଷଜ୍ଞଙ୍କ ପକ୍ଷରୁ ସୂଚନା ମିଳିଛି ।…
Breaking News ୩୪ ଜିଲ। ଆହ।ର ସମିତି ଓ ସିଟି ଆହ।ର ସମିତିକୁ ୧୧ କୋଟି ୧୭ ଲକ୍ଷ ଟଙ୍କ। ପ୍ରଦ।ନ Odisha Bhaskar Bureau Jun 24, 2023 ଭୁବନେଶ୍ୱର: ର।ଜ୍ୟର ସମସ୍ତ ପୌର।ଞ୍ଚଳରେ ଥିବ। ୩୪ ଜିଲ। ଆହ।ର ସମିତି ଓ ସିଟି ଆହ।ର ସମିତିକୁ ଗୃହ, ନଗର ଉନ୍ନୟନ ବିଭ।ଗ ୧୧ କୋଟି ୧୭ ଲକ୍ଷ ଟଙ୍କ। ପ୍ରଦ।ନ କର।ଯ।ଇଛି ଔ ୨୦୨୩ - ୨୪ ଆର୍ଥିକ ବର୍ଷର ଦ୍ୱିତୀୟ…
Featured ୫ବର୍ଷରେ ଅନେକ ଗୁଣ ବଢି଼ପାରେ ଇଣ୍ଟରନେଟ ବ୍ୟବହାର, ୨୦୨୮ ବେଳକୁ ଆଉ ରହିବେ ନାହିଁ 4G ବ୍ୟବହାରକାରୀ Odisha Bhaskar Bureau Jun 24, 2023 ନୂଆଦିଲ୍ଲୀ : ଭାରତ ଇଣ୍ଟରନେଟର ଦୁନିଆଁରେ ସବୁଠାରୁ କ୍ଷିପ୍ର ବେଗରେ ଗତି କରୁଛି । ଆମ ଦେଶ 4G ରୁ 5Gକୁ ପରିବର୍ତ୍ତନ ହେଉଛି । ଧିରେ ଧିରେ 5G ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ବଢୁଛି । ଜିଓ ଆସିବା ପରଠାରୁ…
Breaking News ଗିରଫ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ, ଆୟଠାରୁ ୫୦୦% ସଂପତ୍ତି ଠାବ Odisha Bhaskar Bureau Jun 24, 2023 ଭୁବନେଶ୍ୱର: ଗିରଫ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶନିବାର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଚଢ଼ାଉ ସମୟରେ ପ୍ରଶାନ୍ତ ରାଉତଙ୍କଠାରୁ ୫ କୋଟିରୁ…
Breaking News ବିଶ୍ୱାସଘାତକତା କରିଛନ୍ତି ୱାଗନର୍ ମୁଖ୍ୟ, ଗିରଫ କରିବାକୁ ଆଦେଶ ଦେଲେ ପୁଟିନ୍ Odisha Bhaskar Bureau Jun 24, 2023 ନୂଆଦିଲ୍ଲୀ: ଦିନେ ଭ୍ଲାଦିମିର ପୁଟିନ୍ଙ୍କ କଥାରେ ଜୀବଜନ ଦେବାକୁ ପ୍ରସ୍ତୁତ ଥିବା ଋଷର ଘରୋଇ ସେନା ସଂଗଠନ ୱାଗନର୍ ପୁଟିନ୍ଙ୍କୁ ବଡ଼ ଧୋକା ଦେଇଛନ୍ତି। ୟଭେଗେନି ପ୍ରିଗୋଜିନ୍ଙ୍କ ନେତୃତ୍ୱରେ ଘରୋଇ ସେନା ଋଷର ସେନା…