ଦେବାଶିଷ ମହାନ୍ତିଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଏନ୍ସିଏ କ୍ୟାମ୍ପରେ ବୋଲିଂ ପ୍ରଶିକ୍ଷକ ଭାବେ ମିଳିଲା ନିଯୁକ୍ତି
କଟକ: ପୂର୍ବତନ ଓଡ଼ିଆ ଆନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ବଡ଼ ଦାୟିତ୍ୱ ଦେଇଛି ବିସିସିଆଇ। ବାଙ୍ଗଲୋରରେ ଥିବା ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍ସିଏ)ର ବୋଲିଂ ପ୍ରଶିକ୍ଷକ ଭାବେ ତାଙ୍କୁ ନିଯୁକ୍ତି…