Breaking News ଅଜଣା ଜନ୍ତୁ ଆକ୍ରମଣରେ ୪୦ଟି ମେଣ୍ଢା ମୃତ! କୋକୁଆ ଭୟରେ ଗ୍ରାମବାସୀ Odisha Bhaskar Bureau Jul 15, 2023 ଓଡ଼ିଶା ଭାସ୍କର: ଢେଙ୍କାନାଳ ସଦର ବ୍ଳକ ଚାଉଳିଆ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ମେଣ୍ଢା ରକ୍ତ ଶୋଷି ନେଲା ଅଜଣା ଜନ୍ତୁ। ଶୁକ୍ରବାର ରାତିରେ ଆରଦା ଗ୍ରାମରେ ସାଧୁ ଚରଣ ରାଉତଙ୍କର ୪୦ଟି ମେଣ୍ଢା ଅଚାନକ ପ୍ରାଣ ହରାଇଥିଲେ।…
Breaking News ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟର ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲାଗି ରହିଛି ବର୍ଷା, ଟ୍ୱିନ ସିଟିରେ ଉପୁଜିପାରେ ସହରୀ ବନ୍ୟା… Odisha Bhaskar Bureau Jul 15, 2023 ଭୁବନେଶ୍ୱର: ମୌସୁମୀ ନିମ୍ନ ଚାପ ରେଖାର ପୂର୍ବ ଭାଗ ତାର ସାଧାରଣ ଅବସ୍ଥାନର ଦକ୍ଷିଣରେ ରହିଥିବା ବେଳେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ମୌସୁମୀ ସକ୍ରିୟତା ବୃଦ୍ଧି ହେତୁ ରାଜ୍ୟର ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ…
Breaking News ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚନ୍ଦନ କାଠରେ ତିଆରି ସିତାରା ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ, ଦେଖନ୍ତୁ ଅନ୍ୟ କାହାକୁ କ’ଣ ଦେଲେ ଉପହାର Odisha Bhaskar Bureau Jul 15, 2023 ନୂଆଦିଲ୍ଲୀ: ଦୁଇ ଦିନିଆ ଫ୍ରାନ୍ସ ଗସ୍ତକୁ ପ୍ରଧାନମନ୍ତ୍ରୀ ଭାରତୀୟ ସଂସ୍କୃତିର ସ୍ପର୍ଷ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଏବଂ ତାଙ୍କର ପତ୍ନୀ ବ୍ରିଗିଟ୍ ମାକ୍ରୋନ୍,…
Breaking News ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦ ଦର ତାଲିକା; ଗଠନ ହେଲା ସବ୍ କମିଟି Odisha Bhaskar Bureau Jul 15, 2023 ପୁରୀ ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳା ରକ୍ଷାକୁ ଦୃଷ୍ଟିରେ ରଖି ଏଣିକି ମହାପ୍ରସାଦ ଦର ତାଲିକା ଲାଗିବା ନେଇ ସବ୍ କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଦଇତାପତି ନିଯୋଗର ଏକ…
Breaking News ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ସ୍ତରରେ ବ୍ୟାପକ ଅଦଳବଦଳ Odisha Bhaskar Bureau Jul 15, 2023 ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ ମଦ ନିଗମ ପରିଚାଳନା ନିର୍ଦ୍ଦେଶକ ପ୍ରସନ୍ନ କୁମାର ଷଡ଼ଙ୍ଗୀଙ୍କୁ ରାଜଧାନୀ…
Featured ବୃଦ୍ଧି ହେବ ବ୍ୟାଙ୍କ କର୍ମଚାରୀଙ୍କ ଦରମା! ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ Odisha Bhaskar Bureau Jul 15, 2023 ନୂଆଦିଲ୍ଲୀ: ଦେଶର ବିଭିନ୍ନ ସରକାରୀ ବ୍ୟାଙ୍କରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଖୁବ୍ ଶୀଘ୍ର ଭଲ ଖବର ପାଇବାକୁ ଯାଉଛନ୍ତି । ଖୁବ୍ଶୀଘ୍ର କର୍ମଚାରୀଙ୍କ ଦରମା ବୃଦ୍ଧି ହେବାର ଯୋଜନା ରହିଛି । ଏଥିପାଇଁ ଅର୍ଥ…
Breaking News Asian Games 2023: ଧୋନୀଙ୍କ ଶିଷ୍ୟ ଋତୁରାଜ ଗାଏକ୍ୱାଡଙ୍କୁ ମିଳିଲା ଅଧିନାୟକ ଦାୟିତ୍ୱ, ଯଶସ୍ୱୀ ଜୈସ୍ୱାଲ ମଧ୍ୟ ଦଳରେ ସାମିଲ Odisha Bhaskar Bureau Jul 15, 2023 ନୂଆଦିଲ୍ଲୀ: ଚୀନ୍ର ଆୟୋଜିତ ହେବାକୁଥିବା ଏସିଅନ୍ ଗେମ୍ସ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ବିସିସିଆଇ ଶୁକ୍ରବାର ମହିଳା ଏବଂ ପୁରୁଷ ଟିମ୍ର ଘୋଷଣା କରିଛି । ମହିଳା ଟିମ୍ରେ କିଛି ବଡ଼ ପରିବର୍ତ୍ତନ ଦେଖିବାକୁ…
Featured IND vs WI 1st Test: ପ୍ରଥମ ଟେଷ୍ଟରେ ଭାରତ ୱେଷ୍ଟଇଣ୍ଡିଜକୁ ପାଳି ଏବଂ ୧୪୧ ରନରେ ପରାସ୍ତ କଲା ଭାରତ, ଅଶ୍ୱିନଙ୍କୁ ୧୨ ୱିକେଟ୍ Odisha Bhaskar Bureau Jul 15, 2023 ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଇନିଂସ ଏବଂ ୧୪୧ ରନରେ ଜିତି ଭାରତ ଏହି ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ଡୋମିନିକାର ୱିଣ୍ଡସର୍ ପାର୍କରେ ଖେଳାଯାଇଥିବା…
Breaking News କେବେ ପ୍ରକାଶ ପାଇବ CUET UG ରେଜଲ୍ଟ, ତାରିଖ ଘୋଷଣା କଲେ UGC ମୁଖ୍ୟ Odisha Bhaskar Bureau Jul 14, 2023 ନୂଆଦିଲ୍ଲୀ : CUET UG ୨୦୨୩ ପରୀକ୍ଷା ଫଳାଫଳ ଖୁବ ଶୀଘ୍ର ଘୋଷଣା କରିବ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି । ୟୁଜିସିର ଅଧ୍ୟକ୍ଷ ପ୍ରଫେସର ଜଗଦିଶ କୁମାରଙ୍କ କହିବା ଅନୁସାରେ ଜୁଲାଇ୧୭, ୨୦୨୩ରେ ଏହା ପ୍ରକାଶ ପାଇବ । ୧୪.୯…
Featured ଡାଇବେଟିସ ଠାରୁ ଦୃଷ୍ଟି ଶକ୍ତି ପର୍ଯ୍ୟନ୍ତ ଦୂରେଇ ଯିବ ରୋଗ : ଗାଜର ଖାଇବାର ୫ଟି ଫାଇଦା Odisha Bhaskar Bureau Jul 14, 2023 ଭୁବନେଶ୍ୱର : ପ୍ରକୃତରେ ଗାଜର ଗଛର ମୂଳ ଅଂଶ ଅଟେ । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଯଦି ଆପଣ ଗାଜରର ଏକ ଗ୍ଲାସ ଜୁସ୍ ପିଅନ୍ତି, ତେବେ ଏହା ଆପଣଙ୍କ ସଂପୂର୍ଣ୍ଣ ଭୋଜନ ଅଟେ । ଗାଜର ଲାଲ, ନାରଙ୍ଗୀ ଏବଂ…