ଗୁରୁ ଗୌତମଙ୍କ ଦୁଇଟି ରୂପ: ସାଂସଦ ଭାବରେ ଅଧିକ ରୋଜଗାର କରୁଥିଲେ ନା ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ଭାବେ ଅଧିକ ଟଙ୍କା ପାଇବେ…

ଓଡିଶା ଭାସ୍କର: ଭାରତୀୟ କ୍ରିକେଟ ପରିଷଦ ବା ବିସିସିଆଇର ସଚିବ ଜୟଶାହ ଟିମ୍ ଇଣ୍ଡିଆର ହେଡ କୋଚ ଭାବରେ ଗୌତମ ଗମ୍ଭୀରଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ଭାରତର ପୂର୍ବତନ ବ୍ୟାଟର ବା ଦିଲ୍ଲୀର ଏହି ପୂର୍ବତନ ସାଂସଦ…

ଜେସନ ଶାହ କହିଲେ, ‘ସେକ୍ସ ପାଇଁ ପାଗଳ ଥିଲି’, ସେ ଜଣକୁ ଡେଟ କରୁଛନ୍ତି, ବିବାହ ପୂର୍ବରୁ ଆଉ ସେକ୍ସ କରିବି ନାହିଁ…

ଓଡିଶା ଭାସ୍କର: ଅଭିନେତା ଜେସନ ଶାହ ଯିଏ କି ନିକଟରେ ସଞ୍ଜୟ ଲୀଲା ବଂଶାଲୀଙ୍କ ହୀରାମଣ୍ଡିରେ ନଜର ଆସିଥିଲେ, ସେ ଏବେ ଏକ ବଡ ବୟାନ ଦେଇଛନ୍ତି । ଖୁଲ୍ଲମଖୁଲ୍ଲା ଭାବରେ ଏହି ଅଭିନେତା ଜଣକ ସେକ୍ସ ପ୍ରତି ଥିବା ତାଙ୍କର…

HELLO…..ମୁଁ ଇନ୍ଦିରାଗାନ୍ଧୀ କହୁଛି, ମତେ ୬୦ ଲକ୍ଷ ଦରକାର…..

ଓଡିଶା ଭାସ୍କର: ‘ହାଲୋ! ମୁଁ ଇନ୍ଦିରାଗାନ୍ଧୀ କହୁଛି...ମତେ ୬୦ ଲକ୍ଷ ଟଙ୍କା ଦରକାର’- ୨୪ ମଇ ୧୯୭୧ ମସିହାରେ ସକାଳୁଆ ସମୟରେ ପାର୍ଲିଆମେଣ୍ଟ ବ୍ରାଞ୍ଜ ସ୍ଥିତ ଷ୍ଟେଟ ବ୍ୟାଙ୍କ ( SBI )ରେ ଅଧିକ ଭିଡ ଥାଏ । ସୋମବାର…

ସୁନିତା ୱିଲିୟମ୍ସଙ୍କ ଭଳି କେମିତି ହୋଇ ପାରିବେ ମହାକାଶଚାରୀ, ଜାଣନ୍ତୁ ଏଥିପାଇଁ କେଉଁଠି ନେବେ ଆଡମିଶନ…

ଓଡିଶା ଭାସ୍କର: ବର୍ତ୍ତମାନ ସମୟରେ ଭାରତୀୟ ବଂଶୋଦ୍ଭବ ସୁନିତା ୱିଲିୟମ୍ସଙ୍କ ନାଁ କାହାକୁ ବା ଅଜଣା । ଯୁବପିଢି ତାଙ୍କଠୁ ପ୍ରେରଣା ପାଇ ମହାକାଶଚାରୀ ହେବାର ସ୍ୱପ୍ନ ଦେଖନ୍ତି । ଏହା ପ୍ରଥମ ଥର ନୁହେଁ ଯେ ସୁନିତା…

ଆଖି ତଳେ କଳାଦାଗ ପଡୁଛି କି ? ଆପଣାନ୍ତୁ ଏହି ଉପାୟ ଶୀଘ୍ର ହେବ ସମାଧାନ

ଓଡିଶା ଭାସ୍କର: ଆପଣମାନଙ୍କର ସୁନ୍ଦର ଚେହେରାରେ ଆଖି ତଳେ ଥିବା କଳାଦାଗ ବା ଡାର୍କ ସର୍କଲଗୁଡିକ ଆପଣଙ୍କୁ ଅନେକ ବ୍ୟଥିତ କରିଥାଏ । ଏହା ଦ୍ୱାରା ଆପଣଙ୍କୁ ଅନକମ୍ପଫର୍ଟ ଅନୁଭବ କରିନ୍ତି । କିନ୍ତୁ ଏହାର ସମାଧାନ ପାଇଁ…

(Video): ୧୨,୫୦୦ ଫୁଟ ବରଫ ପାହାଡ ଉପରେ ବିବାହ, -୨୫ ଡିଗ୍ରୀ ତାପମାତ୍ରାରେ ପଣ୍ଡିତ ଥରିଲେ, ବିବାହରେ ଝିଅଙ୍କ ଖୁଲ୍ଲମଖୁଲ୍ଲା ଡ୍ୟାନ୍ସ

ଓଡିଶା ଭାସ୍କର: ସାଧାରଣତଃ ଗରମ ଦିନରେ ଲୋକେ ଥଣ୍ଡା ଜାଗାକୁ ଯାଇ ମଜା ନେବାକୁ ଚାହିଁ ଥାଆନ୍ତି । ବରଫରେ ସେମାନେ ଖେଳିବାକୁ ପସନ୍ଦ ମଧ୍ୟ କରନ୍ତି । ମାତ୍ର କେବେ ଆପଣ ବରଫ ପାହାଡରେ ବାହାଘର ଦେଖିଛନ୍ତି! ଏମିତି ଏକ…

ଆଜି ପବିତ୍ର ହେରା ପଞ୍ଚମୀ: ଜନ୍ମବେଦିରେ ମହାପ୍ରଭୁଙ୍କ ଦର୍ଶନ ପରେ ମା ଲକ୍ଷ୍ମୀ ଭାଙ୍ଗିବେ ନନ୍ଦିଘୋଷ ରଥ

ପୁରୀ: ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଆଜି ହେରା ପଞ୍ଚମୀ ଅନୁଷ୍ଠିତ ହେବ । ଅନେକ ଦିନ ଧରି ମହାପ୍ରଭୁଙ୍କ ସହ ମାତା ଲକ୍ଷ୍ମୀ ଭେଟ ନ ହେଇଥିବାରୁ ମାତା ଲକ୍ଷ୍ମୀ ବ୍ୟସ୍ତ ବିବ୍ରତ ହୋଇ ରୁଷିଛନ୍ତି । ମହାପ୍ରଭୁ ବଡଭାଇ…

Sarfira Review: ଦିଲ ଓ ଦିମାଗକୁ ଛୁଉଁଛି ‘ସରଫିରା’, ଅକ୍ଷୟ କୁମାରଙ୍କ ‘ସରଫିରା’ କରୁଛି କମାଲ…

ଓଡିଶା ଭାସ୍କର: ଯଦି କୌଣସି ସିନେମା ଦେଖି ଆପଣଙ୍କ ଆଖିରେ ଲୁହ ଆସୁଛି ତ ଏହାର ଅର୍ଥ ସିନେମାଟି ଆପଣଙ୍କ ହୃଦୟକୁ ଛୁଇଁ ପାରିଛି । ଆଉ ଯଦି ବାରମ୍ବାର ଆଖିରୁ ଲୋତକ ଝରୁଛି, ତେବେ ସିନେମାଟି ଆପଣଙ୍କ ମନରୁ ଯାଉନି ।…

୮.୧ ବିଲିୟନ ଲୋକ ଏବେ ବିଶ୍ୱରେ ଅଛନ୍ତି, ୨୦୨୨ ରେ ଥିଲେ ୭୯୫ କୋଟି, ଭାରତ ଅଛି ସର୍ବାଗ୍ରେ

ଓଡିଶା ଭାସ୍କର: ବିଶ୍ୱରେ ପ୍ରାୟ ୮.୧ ବିଲିୟନ ଲୋକେ ଏବେ ବସବାସ କରୁଛନ୍ତି । ଯାହା ୨୦୨୨ ମସିହା ତୁଳନାରେ ବଢିଛି । ଏହି ତାଲିକାରେ ଭାରତ ଜନସଂଖ୍ୟାରେ ପ୍ରଥମେ ଆସୁଛି । ଏହା ପଛକୁ ରହିଛି ଚୀନ, ଆମେରିକା ଓ…