Featured (video): ସାପ – ଯୁବକ ଲଢେଇ, ଦେଖନ୍ତୁ କିଏ ଜିତୁଛି ବାଜି….. Odisha Bhaskar Bureau Jul 9, 2024 ଓଡିଶା ଭାସ୍କର: ସାପକୁ ଦେଖି ଅନେକ ଲୋକ ଡରନ୍ତି । ଏହା ଲମ୍ବା ହୋଇଥାଉ ବା ନ ହୋଇଥାଉ, ବିଷାକ୍ତ ସାପ ହେଉ ବା ନ ହେଉ ଯେକେହି ଏହାକୁ ଦେଖିଲେ ଭୟ କରନ୍ତି । ମାତ୍ର ଏହାର ବ୍ୟତିକ୍ରମ ମଧ୍ୟ ଦେଖାଯାଏ କେତେକ ଲୋକଙ୍କଠାରେ…
Breaking News ହାଥରସ ହାଦସା: SIT ରିପୋର୍ଟ ପରେ ବଡ ଆକ୍ସନ, SDM ସମେତ ୬ ଅଧିକାରୀ ନିଲମ୍ବିତ Odisha Bhaskar Bureau Jul 9, 2024 ଓଡିଶା ଭାସ୍କର: ହାଥରସ ଘଟଣାରେ SIT ରିପୋର୍ଟ ପରେ SDM ସମେତ ୬ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ନିଜ ରିପୋର୍ଟରେ କହିଛନ୍ତି ଯେ, ସତସଙ୍ଗ ସଭାରେ ଅନୁମତି ବିନା ଅଧିକ ଲୋକ ଉପସ୍ଥିତ ଥିଲେ । ସମସ୍ତ ପ୍ରକାର…
Breaking News ପ୍ୟାରିସରେ ଉଡିବ ତ୍ରିରଙ୍ଗା, ସିନ୍ଧୁ – ଶରତ ଉଦଘାଟନୀ ସମାରୋହରେ ଧରିବେ ଭାରତର ଧ୍ୱଜା Odisha Bhaskar Bureau Jul 9, 2024 ଓଡିଶା ଭାସ୍କର: ଭାରତର ଶୀର୍ଷ ମହିଳା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ପ୍ୟାରିସ ଅଲମ୍ପିକ୍ସରେ ମହିଳା ଧ୍ୱଜାବାହକ ରହିବେ । ସେପଟେ ପ୍ୟାରିସ ଅଲମ୍ପିକ୍ସରେ, ଲଣ୍ଡନ ଅଲମ୍ପିକ୍ସରେ କାଂସ୍ୟ ଜିତିଥିବା ବନ୍ଧୁକଚାଳକ…
Featured (video): ରଣବୀର ଖାଇଲେ ଅମ୍ବାନୀ ଘର ପାନ, ହଳଦିଆ ରଙ୍ଗରେ ହଜିଲେ, ଝୁମିଲେ… Odisha Bhaskar Bureau Jul 9, 2024 ନୂଆଦିଲ୍ଲୀ: ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚେଣ୍ଟଙ୍କ ହଳଦୀ ଉତ୍ସବରେ ଅଭିନେତା ରଣବୀର ସିଂ ସାମିଲ ହୋଇଛନ୍ତି । ଏହି ଉତ୍ସବରେ ସେ ହଳଦିଆ ରଙ୍ଗ ଡ୍ରେସରେ ହଲ୍ଲାବୋଲ କରିଛନ୍ତି । ଫ୍ୟାନ୍ସ ତାଙ୍କୁ ଦେଖି ବେଶ୍ ଖୁସି…
Breaking News ଖୋଲିବ ରତ୍ନଭଣ୍ଡାର! ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ, ହୋଇପାରେ ବଡ ନିଷ୍ପତ୍ତି Odisha Bhaskar Bureau Jul 9, 2024 ଓଡିଶା ଭାସ୍କର: ରତ୍ନଭଣ୍ଡାର ଖୋଲିବାକୁ ନେଇ ଆଜି ହୋଇପାରେ ବଡ ନିଷ୍ପତ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ରତ୍ନଭଣ୍ଡାର ତଦାରଖ କମିଟିର ଏହା ହେଉଛି ୨ ୟ ବୈଠକ । ରତ୍ନଭଣ୍ଡାର…
Featured ୧୪ ବର୍ଷ ଶୋଇ ନ ଥିଲେ ଲକ୍ଷ୍ମଣ, ସାଧାରଣ ଲୋକଟିଏ କେତେ ଦିନ ଅନିଦ୍ରା ରହିପାରିବ! Odisha Bhaskar Bureau Jul 9, 2024 ଓଡିଶା ଭାସ୍କର: ପୌରାଣିକ କଥାବସ୍ତୁ ଅନୁଯାୟୀ, ଭଗବାନ ରାମ ଓ ମାତା ସୀତାଙ୍କ ସହ ଲକ୍ଷ୍ମଣ ୧୪ ବର୍ଷ ପର୍ଯ୍ୟନ୍ତ ବନବାସ ଯାଇଥିଲେ । ସେହି ବନବାସ ସମୟରେ ସେ ୧୪ ବର୍ଷ ଯାଏଁ ଶୋଇ ନଥିଲେ ମାନେ ସେ ଅନିଦ୍ରା ଥିଲେ । ସେ…
Breaking News ହାଥରସ ଦଳାଚକଟା: SITର ରିପୋର୍ଟ ଦାଖଲ Odisha Bhaskar Bureau Jul 9, 2024 Hathers Dachchakta: SIT's report submitted
Breaking News ବର୍ଷାରେ ଡହଳବିକଳ ହେଉଛି ମୁମ୍ବାଇ, ରେଡ ଆଲର୍ଟ ଜାରି… Odisha Bhaskar Bureau Jul 9, 2024 ମୁମ୍ବାଇ: ମୁମ୍ବାଇ ସହରର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଫଳରେ ଭାରତୀୟ ପାଣିପାଗ ବିଭାଗ ସୋମବାର ଲଗାତାର ବର୍ଷା କାରଣରୁ ମୁମ୍ବାଇରେ ଆଜି ହାଇ ଆଲର୍ଟ ଜାରି କରିଛି । ରାଜ୍ୟସରକାର ମୁମ୍ବାଇ, ରତ୍ନଗିରି ତଥା…
Breaking News ଏକ୍ସପ୍ରେସ ଟ୍ରେନ ଧକ୍କାରେ ୨ ଯୁବକ ମୃତ, ସୋରରେ ଘଟିଛି ଅଭାବନୀୟ ଘଟଣା Odisha Bhaskar Bureau Jul 9, 2024 ଓଡିଶା ଭାସ୍କର: ବାଲେଶ୍ୱର ସୋରରେ ଘଟିଛି ଏକ ଅଭାବନୀୟ ଘଟଣା । ବାହାନଗା ଦଣ୍ଡହରିପୁର ରେଳଫାଟକରେ ୨ ଜଣ ଯୁବକଙ୍କ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଛି । ରେଳଧାରଣାରେ ସେମାନଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡି…
Featured ଫୋନକୁ ଦିଅନ୍ତୁ ଲମ୍ବା ଜୀବନ, ଚାର୍ଜ ସମୟରେ ଆପଣାନ୍ତୁ ୮୦-୨୦ ଫର୍ମୁଲା….. Odisha Bhaskar Bureau Jul 9, 2024 ଓଡିଶା ଭାସ୍କର: ଅଧୁନା କୌଣସି ବି ମଣିଷ ବିନା ସ୍ମାର୍ଟଫୋନରେ ଅଧା ଘଣ୍ଟା ବି ବଞ୍ଚିବା ମୁସ୍କିଲ । ମଣିଷର ବଡ ବଡ କାମସବୁ ସ୍ମାର୍ଟଫୋନ ସାହାଯ୍ୟରେ ଅତି ସହଜରେ ହୋଇଯାଏ । ଏହା କହିବା ଆବଶ୍ୟକ ଯେ, ଫୋନକୁ ଦେଖି ହିଁ…