ଅକ୍ଷୟ କୁମାର ବିଶୋୟୀ ଏମ୍‍ସ ଭୁବନେଶ୍ୱରର ନୂଆ ଅଧ୍ୟକ୍ଷ

ଭୁବନେଶ୍ୱର: ବିଶିଷ୍ଟ ହୃଦ୍‍ରୋଗ ବିଶେଷଜ୍ଞ ତଥା ଶିକ୍ଷାବିତ୍‍ ଡାକ୍ତର ଅକ୍ଷୟ କୁମାର ବିଶୋୟୀ ଏମ୍‍ସ ଭୁବନେଶ୍ୱରର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ…

ଶନିବାର ଦିନ ଏହି ୫ ଟି ଜିନିଷ ଦାନ କରନ୍ତୁ: ମିଳିବ ଚମତ୍କାର ଲାଭ, ଘରେ ହେବ ଟଙ୍କା ବର୍ଷା, ସୁଖ ଏବଂ ସମୃଦ୍ଧତା ରହିବ

ଓଡ଼ିଶା ଭାସ୍କର: ହିନ୍ଦୁ ପରମ୍ପରା ଅନୁସାରେ ଶନିବାର ନ୍ୟାୟର ଦେବତା ଶନି ଦେବଙ୍କୁ ଉତ୍ସର୍ଗୀକୃତ ବୋଲି ବିବେଚନା କରାଯାଏ। ଏହି ଦିନ ଶନି ଦେବଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ। ହିନ୍ଦୁ ଧର୍ମର ଶାସ୍ତ୍ରରେ…

ରୋମାଞ୍ଚକର ବିଜୟ ସହିତ ୧୪ ପଏଣ୍ଟରେ ପହଞ୍ଚିଲା ରାଜସ୍ଥାନ: ବଞ୍ଚାଇ ରଖିଲା ପ୍ଲେ ଅଫ୍ ଆଶା, ପଞ୍ଜାବ ଆଉଟ୍

ଧର୍ମଶାଳା: ସ୍ଥାନୀୟ ହିମାଚଳପ୍ରଦେଶ କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ଚଳିତ ଆଇପିଏଲରେ ଗୁରୁତ୍ୱପୂର୍ଣ୍ଣ ଶେଷ ପର୍ଯ୍ୟାୟ ଲିଗ୍‌ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୪ ୱିକେଟରେ ପରାସ୍ତ କରିଛି ରାଜସ୍ଥାନ…

କେନ୍ଦ୍ର ସରକାରଙ୍କୁ ୮୭,୪୧୬ କୋଟି ଦେବ ଆର୍‌ବିଆଇ

ମୁମ୍ବାଇ: ମାଲାମାଲ୍ ହେବେ କେନ୍ଦ୍ରର ମୋଦୀ ସରକାର। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) କେନ୍ଦ୍ର ସରକାରଙ୍କୁ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଡିଭିଡେଣ୍ଡ ଫଣ୍ଡ ଭାବେ ୮୭,୪୧୬ କୋଟି ଟଙ୍କା ଦେବା ପ୍ରସ୍ତାବକୁ ଶୁକ୍ରବାର…

ରାଜୀବ ଯୁବା ମିତାନ କ୍ଲବ୍‌କୁ ୭.୭୧କୋଟିର ସହାୟତା

ରାୟପୁର : ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ୧୩ଜିଲ୍ଲାର ୩୦୮୫ ରାଜୀବ ଯୁବା ମିତାନ କ୍ଲବ୍‌କୁ ୭କୋଟି ୭୧ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦେଇଛନ୍ତି । ଏ ନେଇ ଗତ ୨୧ତାରିଖରେ ସ୍ୱର୍ଗୀୟ ପ୍ରଧାନମନ୍ତ୍ରୀ ରାଜୀବ…

PUBG ପ୍ରେମୀଙ୍କ ପାଇଁ ଖୁସି ଖବର, ଭାରତ ଫେରୁଛି BGMI, ଉଠିଲା ପ୍ରତିବନ୍ଧକ!

ନୂଆଦିଲ୍ଲୀ: ଆପଣ ଯଦି PUBG ଖେଳିବାକୁ ପସନ୍ଦ କରନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର। ଭାରତରେ ପୁଣିଥରେ ବ୍ୟାଟେଲଗ୍ରାଉଣ୍ଡସ୍ ମୋବାଇଲ ଇଣ୍ଡିଆ(Battlegrounds Mobile India)ର ପ୍ରତ୍ୟାବର୍ତ୍ତନ ହେଉଛି। ସରକାର…

ସରକାର ୧୦୦୦ ଟଙ୍କିଆ ନୋଟ୍ ପୁଣି ଫେରାଇ ଆଣିଲେ ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ: ପି. ଚିଦାମ୍ବରମ

ନୂଆଦିଲ୍ଲୀ: ପୁଣି ଭାରତୀୟ ବଜାରକୁ ଫେରିପାରେ ଏକ ହଜାର ଟଙ୍କିଆ ନୋଟ୍। ଏପରି ପୁର୍ବାନୁମାନ କରିଛନ୍ତି ଭାରତର ପୁର୍ବତ୍ତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ। ଶୁକ୍ରବାର ଲୋକମାନେ ପୁଣି ଥରେ ନଭେମ୍ବର ୮, ୨୦୧୬ ର ସେହି…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷାବର୍ଷରୁ ଆରମ୍ଭ ହେବ ୩ଟି ନୂତନ ସ୍ନାତକ ଓ ଗୋଟିଏ ସ୍ନାତକୋତ୍ତର ପାଠ୍ୟକ୍ରମ

ଭୁବନେଶ୍ୱର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ୨୦୨୩-୨୪ ଶିକ୍ଷାବର୍ଷରୁ ୩ଟି ନୂତନ ସ୍ନାତକ ପାଠ୍ୟକ୍ରମ ଓ ଗୋଟିଏ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ଏଥିରେ କୃଷି ବିଜ୍ଞାନ, ଦୁଗ୍ଧ ବିଜ୍ଞାନ ଓ…

ପୁଣି ହେଲା ବିମୁଦ୍ରାକାରଣ! ଜାଣନ୍ତୁ କିପରି ବଦଳାଇବେ ଆପଣଙ୍କ ୨୦୦୦ ଟଙ୍କିଆ ନୋଟ୍ ?

ନୂଆଦିଲ୍ଲୀ: ପୁଣି ହେଲା ବିମୁଦ୍ରାକାରଣ, ବଜାରରୁ ୨୦୦୦ ଟଙ୍କିଆ ନୋଟ୍ ଫେରାଇ ନେବାକୁ ନିଷ୍ପତି ନେଲେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଅରବିଆଇ)। ଆଗକୁ ଆଉ ୨୦୦୦ ଟଙ୍କିଆ ନୋଟ୍ ଜାରି ନକରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ…

ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି: ବିଦାୟ ନେବ ୨୦୦୦ ଟଙ୍କିଆ ନୋଟ୍‌, ଜାଣନ୍ତୁ ଆପଣଙ୍କ ପାଖରେ ଥିବା ନୋଟ୍‌ର କ’ଣ ହେବ

ନୂଆଦିଲ୍ଲୀ: ବଜାରରୁ ବିଦାୟ ନେବ ୨୦୦୦ ଟଙ୍କିଆ ନୋଟ୍ । ଆଗକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଉ ୨୦୦୦ ଟଙ୍କିଆ ନୋଟ୍ ଜାରି କରିବ ନାହିଁ । ତେବେ ଲୋକମାନଙ୍କ ପାଖରେ ଥିବା ଏହି ଦୁଇ ହଜାର ଟଙ୍କିଆ ନୋଟ୍ ୨୩ ମେ ରୁ ୩୦…