ଏହି ଗୋଟିଏ ଫଟୋ କ୍ୟାପସନ୍ ପାଇଁ ‘ଟ୍ରକ୍’ ଗିଫ୍ଟ କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ : ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ତଥା ବିଲିୟନେୟାର ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥାଆନ୍ତି। ସେମାନେ ପ୍ରତିଦିନ କିଛି ନା କିଛି ପୋଷ୍ଟ କରିଥା’ନ୍ତି,…

ହାଇକୋର୍ଟରୁ ଅପହରଣ କରାଯାଇଥିଲା, ଲାଠିରେ ପିଟା ଯାଇଥିଲା – ମୁକୁଳିବା ପରେ ଇମ୍ରାନ୍ ଙ୍କ ବୟାନ୍

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ନିର୍ଦ୍ଦେଶ ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୁକ୍ତ କରାଯାଇଛି। ଏହି ମାମଲାରେ ଶୁକ୍ରବାର ଦିନ ତାଙ୍କୁ ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ହୋଇଛି । ମୁକ୍ତ ହେଉ…

ଟ୍ରେନ ରେ ଖରାପ ଖାଦ୍ୟ ବିକ୍ରି କରୁଥିଲେ ସାବଧାନ୍ ! ଦେଇପାରନ୍ତି ୮୦ ହଜାର ଟଙ୍କା ଫାଇନ୍

ନୂଆଦିଲ୍ଲୀ : ଭାରତୀୟ ରେଳ ବିଭାଗ ଦେଶରେ ଲାଇଫ ଲାଇନ୍ ବୋଲି କୁହାଯାଏ । ପ୍ରତିଦିନ କୋଟି କୋଟି ଲୋକ ଯାତ୍ରା କରନ୍ତି । ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ରେଳ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଉଛି ।…

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ; ମେଡିକାଲ କଲେଜରେ ୫% ସଂରକ୍ଷଣ !

ନୂଆଦିଲ୍ଲୀ : ସରକାରୀ ସ୍କୁଲରୁ ମୁହଁ ଫେରାଉଛନ୍ତି ଅଭିଭାବକ । ସେମାନଙ୍କ ପିଲାମାନଙ୍କୁ ବଡ ବଡ ବେସରକାରୀ ସ୍କୁଲରେ ପାଠ ପଢାଇବାକୁ ଉଚିତ୍ ମନେ କରୁଛନ୍ତି । ଏସବୁ ମଧ୍ୟରେ ପୁଣି ଛାତ୍ରଛାତୀଙ୍କୁ ସରକାରୀ ମୁହାଁ କରିବା…

ମୋଦୀଙ୍କ ନାଁରେ ଯୌନ ଅଭିଯୋଗ ! ୧୫ ବର୍ଷ ଧରି ସହିଛି… ‘ତାରକ ମେହେତା କା ଉଲଟା ଚଷମା’ ନିର୍ମାତାଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ : ଲୋକପ୍ରିୟ ଟେଲିଭିଜନ୍ ଶୋ 'ତାରକ ମେହେତା କା ଉଲଟା ଚଷମା' କିଏ ବା ନ ଦେଖନ୍ତି । ଏହି ଟିଭି ଶୋ ବହୁ ବର୍ଷ ଧରି ଛାଲିଆସୁଛି । ୨୦୦୮ରୁ ଆରମ୍ଭ ହୋଇଥିବା ଏହି ଶୋ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୫ ବର୍ଷ ଧରି…

ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ: ଜଟଣୀରେ ହେବ କ୍ୟାନସର ହସ୍ପିଟାଲ , ଭର୍ଚୁଆଲ୍ ମୋଡରେ କଲେ ଶିଳାନ୍ୟାସ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଖୋର୍ଦ୍ଧାସ୍ଥିତ ଜଟଣୀରେ କର୍କଟ ରୋଗ ପାଇଁ ହସ୍ପିଟାଲର ଭିତ୍ତିପ୍ରସ୍ଥର ସ୍ଥାପନା କରିଛନ୍ତି । ହୋମି ଭବା କର୍କଟ ଡାକ୍ତରଖାନା ଏବଂ ଅନୁସନ୍ଧାନ କେନ୍ଦ୍ରର…

ଆଜି ବର୍ଷିବ ! ଏହି ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଆଜ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ ଘଡ ସହ ବର୍ଷା ହେବାର ସମ୍ଭାବାନା ରହିଛି । ମୋଟ ୮ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେଗୁଡିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଜିଲାକୁ…

ଇଟାଲୀର ମିଲାନ ସହରରେ ବଡ ଧମାକା ; ପାର୍କିଂରେ ଥିବା କାରରେ ବିସ୍ଫୋରଣ, ଧୂଆମୟ ସାରା ସହର

ନୂଆଦିଲ୍ଲୀ : ଇଟାଲୀର ମିଲାନ ସହରରେ ଏକ ବଡ଼ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ଅନେକ ଗାଡିରେ ନିଆଁ ଲାଗିଯାଇଥିଲା। ପ୍ରାରମ୍ଭିକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେଠାରେ ପାର୍କିଂ ହୋଇଥିବା ଏକ ଭ୍ୟାନରେ ହଠାତ୍…

ରାଶିଫଳ(ଗୁରୁବାର,୧୧ ମେ ୨୦୨୩)

ମେଷ - ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ଏବଂ ଆଶାଜନକ ସୁଫଳ ନିଶ୍ଚିତ ପାଇବେ। ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ଅତି ଭଲ ସମ୍ପର୍କ ରହିଥିବା ନିଜ ଲୋକଙ୍କ…

World Boxing Championship: ଇତିହାସ ରଚିଲେ ଭାରତୀୟ ବକ୍ସର, ପଦକ ନିଶ୍ଚିତ କଲେ ଦୀପକ ଭୋରିଆ, ମହମ୍ମଦ ହୁସାମୁଦ୍ଦିନ ଏବଂ ନିଶାନ୍ତ ଦେବ

ନୂଆଦିଲ୍ଲୀ: ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତୀୟ ମୁଷ୍ଟି ଯୋଦ୍ଧାମାନେ ତିନି ପଦକ ନିଶ୍ଚିତ କରିଛନ୍ତି। ବକ୍ସର ଦୀପକ ଭୋରିଆ (୫୧ କିଲୋଗ୍ରାମ), ମହମ୍ମଦ ହାସାମୁଦ୍ଦିନ (୫୭ କିଲୋଗ୍ରାମ) ଏବଂ ନିଶାନ୍ତ ଦେବ (୭୧…