କଞ୍ଚା ଆମ୍ବକୁ ଘରେ ପଚାଇବାକୁ ଚାହୁଁଛନ୍ତି ! ୪ ଟି ସହଜ ଟିପ୍ସ ଫଲୋ କରନ୍ତୁ..
ନୂଆଦିଲ୍ଲୀ : ଅନେକ ଲୋକ ଆମ୍ବ ଖାଇବା ପାଇଁ ପାଗଳଥାନ୍ତି । କିନ୍ତୁ ଆଗ ଭଳି ଆମ୍ବରେ ସେ ସ୍ୱାଦ ନାହିଁ ବୋଲି କିଛି ଲୋକ କୁହନ୍ତୁି ଓ ଏହାର କାରଣ ମଧ୍ୟ କୁହନ୍ତି ଯେ ରସାୟନିକ ପଦାର୍ଥ । ରସାୟନିକ ପଦାର୍ଥ ବା କେମିକାଲ…