ଏଥର ସୁଧୁରିବ କି ଚୀନ ! ସାଂଘାଇରେ ଜୟ ଶଙ୍କରଙ୍କ ସହ ୱାଙ୍ଗ ୟିଙ୍କ ଦ୍ୱିପାକ୍ଷିକ ଆଲୋଚନା
ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦକୁ ନେଇ ଆଲୋଚନା ହୋଇଛି । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ସାଂଘାଇର ଏକ ସମ୍ମିଳନୀରେ ଦୁଇ ଦେଶର ମନ୍ତ୍ରୀ ସୀମା ବିବାଦକୁ ନେଇ…