ଗୋଟିଏ, ଦୁଇ କିମ୍ବା ତିନି ସନ୍ତାନ ପାଇବା ପାଇଁ ପ୍ଲାନ କରୁଥିଲେ ଜାଣନ୍ତୁ ସଠିକ୍ ବୟସ କେତେ ? ମହିଳାମାନେ ଏହି ଭୁଲ୍ କରନ୍ତୁ ନାହିଁ..
ନୂଆଦିଲ୍ଲୀ : କମ୍ ବୟସରେ ବିବାହ କିମ୍ବା ପରିବାର ଯୋଜନା ବିଷୟରେ ବହୁତ କମ୍ ଲୋକ ଚିନ୍ତା କରନ୍ତି । ସେମାନେ ଭାବନ୍ତି ଯେ, ଏସବୁ ପାଇଁ ବହୁତ ସମୟ ଅଛି । କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ଠିକ୍ ନୁହେଁ । ପୂର୍ବରୁ…