ଜୁନିଅର ଏସିଆ କପ୍ ୨୦୨୩: ୧୮ ଦଳ ଘୋଷଣା କଲା ହକି ଇଣ୍ଡିଆ, ଓଡିଶାରୁ ୨ ଖେଳାଳି ପାଇଲେ ସ୍ଥାନ

ନୂଆଦିଲ୍ଲୀ: ହକି ଇଣ୍ଡିଆ ଜୁନିଅର ବିଶ୍ୱକପ୍ ୨୦୨୩ ପାଇଁ ଗୁରୁବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଓମାନର ସାଲହା ଠାରେ ଏହି ଟୁର୍ଣ୍ଣାମେଣ୍ଟ ମେ ୨୩ରୁ ଜୁନ୍ ୧ ପର୍ଯ୍ୟନ୍ତ ଆୟୋଜିତ ହେବ। ଉତ୍ତମ ସିଂ ଭାରତୀୟ ଦଳର…

ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଲେ ସରକାର ; ମଣିପୁର ହିଂସା ପରେ କଠୋର ପଦକ୍ଷେପ

ନୂଆଦିଲ୍ଲୀ : ମଣିପୁର ହିଂସା ପରେ ଏବେ ରାଜ୍ୟ ସରକାରଙ୍କ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ହିଂସା ପ୍ରଭାବିତ ଅଞ୍ଚଳରେ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ହୋଇଛି । ରାଜ୍ୟ ସରକାରଙ୍କ ଏହି…

SCO meeting: ଭାରତରେ ପହଞ୍ଚିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜାରଦାରୀ, କହିଲେ-ଗଠନମୂଳକ ଆଲୋଚନା ପାଇଁ ପ୍ରସ୍ତୁତ

ଗୋଆ: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ ଗୁରୁବାର ଆସି ଭାରତରେ ପହଞ୍ଚିଛନ୍ତି । ଗୋଆରେ ୪ ଏବଂ ୫ ମେରେ ହେବାକୁ ଥିବା ସାଂଘାଇ କର୍ପୋରେସନ୍ ସଂଗଠନ (ଏସସିଓ) ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଭାଗ…

ଅଶାନ୍ତ ସମୁଦ୍ର ନେଲା ଦୁଇ ଜୀବନ ; ପୁରୀ ସମୁଦ୍ରରେ ବୁଡି ୨ ପର୍ଯ୍ୟଟକଙ୍କ ମୃତ୍ୟୁ

ଭୁବନେଶ୍ୱର : ସମୁଦ୍ର ଏବେ ଅଶାନ୍ତ ରହିଛି । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଓ ବାତ୍ୟା ଯୋଗୁଁ ସମୁଦ୍ରର ଲହଡି ଖୁବ୍ ଜୋର ରହିଛି । ଏହି ସମୟରେ ପୁରୀରୁ ଏକ ଦୁଖଃଦ ଖବର ଆସିଛି । ସମୁଦ୍ରରେ ବୁଡି ଦୁଇ…

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧୀପୀଠର ବିକାଶ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର

ଭୁବନେଶ୍ୱର: ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧୀ ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଫାଇବ୍‍ ଟି ସଚିବ ଭି.କେ. ପାଣ୍ଡିଆନ୍‍ ଗତ ମାର୍ଚ୍ଚ ମାସରେ ମୟୂରଭଞ୍ଜ…

ପୁଣି ଏନକାଉଣ୍ଟର ; ଗ୍ୟାଙ୍ଗଷ୍ଟର ଅନିଲ ସଫା

ନୂଆଦିଲ୍ଲୀ : ଆକ୍ସନ ମୋଡରେ ୟୁପି ପୋଲିସ । ଗୋଟି ଗୋଟି ଗ୍ୟାଙ୍ଗଷ୍ଟରକୁ ଏନକାଉଣ୍ଟର କରୁଛି ୟୁପି ପୋଲିସ । ୟୁପି ଏସଟିଏଫ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅନିଲ ଦୁଜାନାଙ୍କୁ ଏନକାଉଣ୍ଟର କରିଛନ୍ତିି । ଆଜି ଅପରାହ୍ନରେ ମେରଠରେ…

ବିହାରରେ ଜାତିଗତ ଜନଗଣନା ଉପରେ ରୋକ ଲଗାଇଲେ ପାଟଣା ହାଇକୋର୍ଟ, ୩ ଜୁଲାଇରେ ପରବର୍ତ୍ତି ଶୁଣାଣି

ନୁଆଦିଲ୍ଲୀ: ବିହାରରେ ଜାତିଗତ ଜଣ ଗଣନା ଉପରେ ମଧ୍ୟବର୍ତ୍ତୀ କାଳୀନ ରୋକ ଲଗାଇଛନ୍ତି ପାଟଣା ହାଇକୋର୍ଟ । ଏହି ମାମଲାର ପରବର୍ତ୍ତି ଆଗାମୀ ଶୁଣାଣି ୩ ଜୁଲାଇରେ ହେବ। ଏହା ନୀତିଶ ସରକାରଙ୍କ ପାଇଁ ଏକ ବଡ଼ ଝଟକା ବୋଲି…

ଘରେ କିମ୍ବା ଅଫିସରେ ଏପରି ଚିତ୍ର କେବେ ବି ରଖନ୍ତୁ ନାହିଁ, ନହେଲେ ଭାଗ୍ୟରେ ଲାଗିଯିବ ଗ୍ରହଣ

ନୂଆଦିଲ୍ଲୀ : ଘରେ ହେଉ କିମ୍ବା ଅଫିସ, ସୁନ୍ଦର ପେଣ୍ଟିଂ ଲାଗାଇବାକୁ ଲୋକମାନେ ପସନ୍ଦ କରନ୍ତି । କିନ୍ତୁ କିଛି ପେଣ୍ଟିଂ ଥାଏ ଯାହା ନକାରାତ୍ମକ ଉର୍ଜା ସୃଷ୍ଟି କରେ ଏବଂ ଅନ୍ୟ କିଛି ଫଟୋ ଥାଏ ଯାହା ସକରାତ୍ମକ ଉର୍ଜା…

ଅତି ଭୀଷଣ ହୋଇପାରେ ବାତ୍ୟା:ଆସନ୍ତା ଶନିବାର ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା

ଭୁବନେଶ୍ୱର: ପୁଣିଥରେ ଓଡ଼ିଶାବାସୀଙ୍କୁ ଘାରିଛି ଅଣମୌସୁମୀ ବାତ୍ୟା ଭୟ। ଏହାରି ମଧ୍ୟରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆସିଛି ବଡ ଖବର। ବଙ୍ଗୋପସାଗରରେ ବାତ୍ୟାକୁ ନେଇ ସମ୍ଭାବନା ବଢି ଚାଲିଥିବା ବେଳେ ଏହା ଅତି ଭୀଷଣ ରୂପ…

ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆହ୍ୱାନ: ଶୁଭାରମ୍ଭ କଲେ ନିଶାମୁକ୍ତ ଅଭିଯାନ

ମୟୂରଭଞ୍ଜ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ରାଷ୍ଟ୍ରପତି ସାତପଉଟିଆ ସ୍ଥିତ…