ବିସିସିଆଇ ଜାରି କଲା ମହିଳା କ୍ରିକେଟର୍ସଙ୍କ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ, ଏହି ଖେଳାଳିଙ୍କୁ ମିଳିଲା ଟପ୍ ଗ୍ରେଡ୍
ନୂଆଦିଲ୍ଲୀ: ବିସିସିଆଇ ଗୁରୁବାର ମହିଳା କ୍ରିକେଟର ମାନଙ୍କ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଜାରି କରିଛି। ଯେଉଁଥିରେ ଏ,ବି ଏବଂ ସି ଗ୍ରେଡ୍ର ସାମିଲ ଖେଳାଳିଙ୍କ ନାମ ପ୍ରକାଶ ପାଇଛି । ଏ ଗ୍ରେଡ୍ରେ ୩ ଖେଳାଳି…