ବ୍ରିଟେନରେ ଓଡିଆଙ୍କ ଗର୍ବ ; ତିଆରି ହେବ କାଳିଆ ସାଆନ୍ତ ମନ୍ଦିର, ୨୫ କୋଟି ପାଉଣ୍ଡ ଦେବେ ଓଡିଆ ବ୍ୟବସାୟୀ

ଲଣ୍ଡନ: ଓଡିଆମାନଙ୍କ ପାଇଁ ଗର୍ବର ବିଷୟ । ବ୍ରିଟେନରେ ତିଆରି ହେବ ପ୍ରଥମ ଜଗନ୍ନାଥ ମନ୍ଦିର। ଜଣେ ଓଡିଆ ଏହି ମନ୍ଦିରକୁ ନିର୍ମାଣ କରିବେ ବୋଲି ଜଣାପଡିଛି । ୨୦୨୪ ଶେଷ ସୁଦ୍ଧା ମନ୍ଦିର ନିର୍ମାଣର ପ୍ରଥମ ପର‌୍ୟ୍ୟାୟ…

ଦେବଦୂତ ସାଜିଲା କୁକୁର ; ନିଜ ଜୀବନକୁ ବିପଦରେ ପକାଇ ଛୁଆ ଜୀବନ ବଞ୍ଚାଇଲା , ସାପ ସହ ଲଢେଇ କରି ବାହାରକୁ ଫିଙ୍ଗିଲା

ନୂଆଦିଲ୍ଲୀ : କୁକୁର ମାନେ ଛୋଟ ଶିଶୁକୁ ଆକ୍ରମଣ କରିବା ବା କାମୁଡି ମାରି ଦେବା ଭଳି ଘଟଣା ପ୍ରାୟ ସମୟରେ ସାମ୍ନାକୁ ଆସେ । ଏସବୁ କଥାକୁ ନେଇ ଲୋକମାନେ କୁକୁରମାନଙ୍କୁ ଘୃଣା କରିବା ସହ ସାମ୍ଭବ୍ୟ ବିପଦକୁ ଦୃଷ୍ଟିରେ…

ପାଣିପାଗ : ୨୦୬୦ ଯାଏଁ ରହିବ ହିଟ୍ ୱେଭ୍ , ଭୟଭୀତ କରୁଛି ଆଇଏମଡି ର ଏହି ରିପୋର୍ଟ

ନୂଆଦିଲ୍ଲୀ: ଆସନ୍ତା ୪୦ ବର୍ଷ ଯାଏଁ ହିଟ୍ ୱେଭ୍ ଜାରି ରହିବ । ହିଟ୍ ୱେଭ୍ ର ସମୟ ବା ଦିନ ଆହୁରି ବୃଦ୍ଧି ହେବ । ଆହୁରି ୧୨ ରୁ ୧୮ ଦିନ ବୃଦ୍ଧି ପାଇବ ବୋଲି ଆଇଏମଡି ପକ୍ଷରୁ ବୂର୍ବାନୁମାନ କରାଯାଇଛି । ମଙ୍ଗଳବାର ଦିନ…

ବୋମା ବିସ୍ଫୋରଣ ଧମକ ; ୧୦୦ ନମ୍ବରକୁ କଲ କରି ଧମକ, ସ୍କୁଲରେ ପହଞ୍ଚିଲା ପୋଲିସ ଓ ଅଗ୍ନିଶମ

ନୂଆଦିଲ୍ଲୀ : ନେତା, ଅଭିନେତା ଓ ରାଜନେତା ପରେ ଏବେ ସ୍କୁଲକୁ ଧମକ ମିଳିଛି । ବୋମା ପକାଇ ସ୍କୁଲକୁ ଉଡାଇ ଦେବୁ ବୋଲି ରାଜଧାନୀ ଦିଲ୍ଲୀର ଏକ ସ୍କୁଲକୁ ଏହି ଧମକ ମିଳିଛି । ମଥୁରା ରୋଡରେ ଥିବା ଦିଲ୍ଲୀ ପବ୍ଲିକ୍ ସ୍କୁଲ୍…

Tulip Wind Turbine : କେବଳ ଏହି ଉପକରଣକୁ ଘରର ଛାତ ଉପରେ ଲଗାନ୍ତୁ , ୧୫ ବର୍ଷ ଯାଏଁ ଆସିବନି ୧ ଟଙ୍କା ବିଦ୍ୟୁତ୍ ବିଲ୍

ନୂଆଦିଲ୍ଲୀ : ଗ୍ରୀଷ୍ମ ଋତୁରେ ଫ୍ୟାନ୍, କୁଲର୍ ଏସି ବ୍ୟବହାର ବ୍ୟବହାର ବହୁଳ ମାତ୍ରାରେ ହୁଏ । ଯେତେ ଅଧିକ ବିଦ୍ୟୁତ୍ ବ୍ୟବହାର, ସେତେ ଅଧିକ ବିଦ୍ୟୁତ୍ ବିଲ୍ । ବିଦ୍ୟୁତ୍ ବିଲ ଆଜିକାଲି ହଜାରରେ ନୁହେଁ ଲକ୍ଷ ୁପରେ…

ରାଶିଫଳ(ବୁଧବାର,୨୬ ଏପ୍ରିଲ,୨୦୨୩)

ମେଷ - ଆଜି ସମସ୍ତ ସମସ୍ୟା ଓ ଶତ୍ରୁତାର ପରିସମାପ୍ତି ଘଟାଇପାରନ୍ତି। କିନ୍ତୁ ବାରମ୍ବାର ସ୍ଥାନ ଓ କାମର ପରିବର୍ତ୍ତନ ଚିନ୍ତା ମନରେ ଆଲୋଡନ ସୃଷ୍ଟି କରିବ। କିନ୍ତୁ ମନ ବୁଝିଲା ଭଳି କଥା କିମ୍ବା ଲୋଭନୀୟ…

ପୈତୃକ ସମ୍ପତ୍ତି ଉପରେ ଅଧିକାର ପାଇଁ ଅପେକ୍ଷା କରନ୍ତୁ ନାହିଁ, ଆପଣଙ୍କୁ ମିଳିବ କେବଳ ଏତିକି ସମୟ, ବିଳମ୍ବ କଲେ ହାତରୁ ଚାଲିଯିବ

ନୂଆଦିଲ୍ଲୀ : ଜେଜେବାପାଙ୍କଠାରୁ ଉତ୍ତରାଧିକାରୀ ସ୍ୱରୂପ ପାଉଥିବା ସମ୍ପତ୍ତିକୁ ପୈତୃକ ସମ୍ପତ୍ତି କୁହାଯାଏ । ଏହି ସମ୍ପତ୍ତି ଉପରେ ପରବର୍ତ୍ତୀ ୪ ପୀଢିର ଅଧିକାର ଥାଏ । ଜେଜେଙ୍କ ବାପା, ଜେଜେ, ବାପା ଏବଂ ଶେଷରେ…

ସାବଧାନ୍ ! ରାତିସାରା ମଦ ପିଇବା କାରଣରୁ ସକାଳେ ବାରମ୍ବାର ବାନ୍ତି, ହୃଦଘାତ ଯୋଗୁଁ ହଠାତ୍ ମୃତ୍ୟୁ

ନୂଆଦିଲ୍ଲୀ : ସାରାରାତି ସାଙ୍ଗସାଥୀ ସହ ପାର୍ଟି କରିବା, ମଦ ପିଇବା ଓ ସକାଳୁ ସକାଳୁ ହ୍ୟଙ୍ଗଓଭର ଯୋଗୁଁ ବାନ୍ତି ହେବା ଅତି ସାଧାରଣ ହୋଇଗଲାଣି । ଅନେକଙ୍କ କ୍ଷେତ୍ରରେ ଏପରି ଦେଖିବାକୁ ମିଳେ । କିନ୍ତୁ ମଦ ପିଇ ବାନ୍ତି…

ସରକାରୀ ବଙ୍ଗଳା ସୌନ୍ଦର୍ଯ୍ୟକରଣ ପାଇଁ ୪୪ କୋଟି ଖର୍ଚ୍ଚ କରିଛନ୍ତି ଅରବିନ୍ଦ କେଜ୍ରିୱାଲ, ୮ ଲକ୍ଷ ଟଙ୍କା ମୂଲ୍ୟର ଲାଗିଛି ପରଦା: ରିପୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଲାଗିଛି ବଡ ଅଭିଯୋଗ। ସରକାରୀ ବଙ୍ଗଳା ସୌନ୍ଦର୍ଯ୍ୟକରଣ ପାଇଁ କେଜ୍ରିୱାଲ ୪୪ କୋଟି ୭୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା କୁହାଯାଉଛି। ଟାଇମ୍ସ ନାଓ…

ବାଙ୍ଗାଲୋର ଏଫସିକୁ ୨-୧ରେ ହରାଇ ପ୍ରଥମ ସୁପର କପ୍ ଟାଇଟଲ୍ ଜିତିଲା ଓଡିଶା ଏଫସି

କେରଳ: ସୁପର କପ୍ ଫାଇନାଲରେ ଶକ୍ତିଶାଳୀ ବାଙ୍ଗଲୋର ଏଫ୍‌ସିକୁ ୨-୧ରେ ପରାସ୍ତ କରି ପ୍ରଥମ ଟ୍ରଫି ଜିତିଛି ଓଡ଼ିଶା ଏଫ୍‌ସି। ମଙ୍ଗଳବାର କେରଳର ଇଏମ୍ଏସ୍ ଷ୍ଟାଡିୟମ କୋଝିକୋଡରେ ଖେଳାଯାଇଥିବା ମ୍ୟାଚ୍‌ରେ ଦୁଇ ଦଳ…