ମୋଦୀ ସରନେମ୍ ମାମଲା: ସୁରତ କୋର୍ଟ ରାୟ ବିରୋଧରେ ଗୁଜରାଟ ହାଇକୋର୍ଟ ଗଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ ସରନେମ୍ ମାମଲାରେ ମିଳିଥିବା ଦଣ୍ଡକୁ ରୋକିବା ପାଇଁ ଗୁଜରାଟ ହାଇକୋର୍ଟ ଯାଇଛନ୍ତି। ମଙ୍ଗଳବାର ରାହୁଲ ଗୁଜରାଟ ହାଇକୋର୍ଟରେ ତଳ କୋର୍ଟର ନିଷ୍ପତିକୁ ଚ୍ୟାଲେଞ୍ଜ…