୪ ବର୍ଷର ଶିଶୁ ଖେଳିବା ସମୟରେ ଗିଳି ଦେଲା ହ୍ୱିସିଲ୍ ସିଟି.. ଜାଣିପାରିଲେନି ବାପା-ମା, ଏଭଳି ସ୍ଥିତିକୁ ଏଡାଇବେ କିପରି

ନୂଆଦିଲ୍ଲୀ: ବେଳେବେଳେ ପିଲାମାନେ ଏପରି କିଛି କାର୍ଯ୍ୟ କରି ବସନ୍ତି, ଯାହା ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ଏହି ଘଟଣା ମଧ୍ୟ ସେହିପରି । ଏକ ଚାରି ବର୍ଷର ଶିଶୁ ଖେଳୁ ଖେଳୁ ହ୍ୱିସିଲ ସିଟି ଗିଳି ଦେଲା…

ଫୋନ୍ ସ୍ଲୋ ଚାଲୁଛି କି ? ତୁରନ୍ତ କରନ୍ତୁ ଏହି ସେଟିଙ୍ଗ , ବଢିଯିବ ଇଣ୍ଟରନେଟ୍ ସ୍ପିଡ୍‌

ନୂଆଦିିଲ୍ଲୀ : ଆପଣଙ୍କ ଫୋନ୍ ରେ ଇଣ୍ଟରନେଟ୍ ସ୍ଲୋ ହେଉଛି କି? କୌଣସି ଆପ୍ ସଠିକ୍ ଭାବରେ କାମ କରୁନାହିଁ । ଜରୁରୀ ବେଳେ ଆପଣଙ୍କ ସମୟ ନଷ୍ଟ କରୁଛି ? ତେବେ ଆମ ପାଖରେ ଅଛି ଏସବୁ ସମାଧାନର ସୂତ୍ର । ଏସବୁ ଅସୁବିଧା…

ହୋଟେଲରୁ ମିଳିଲା ଡେପୁଟି ସିଏମଓ ଙ୍କ ଝୁଲନ୍ତା ଶରୀର ! ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ …

ନୂଆଦିଲ୍ଲୀ : ଡେପୁଟି ସିଏମଓ ଡକ୍ଟର ସୁନୀଲ କୁମାର ସିଂଙ୍କ ମୃତଦେହ ୟୁପିର ପ୍ରୟାଗରାଜସ୍ଥିତ ଏକ ହୋଟେଲରୁ ମିଳିଛି। ସୁନୀଲ କୁମାରଙ୍କ ମୃତଦେହ କୋଠରୀରେ ଫାସୀରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ପୋଲିସ…

ସର୍ଜିକାଲ୍ ଷ୍ଟ୍ରାଇକ୍ ନୁହେଁ … ଏବେ ଶତ୍ରୁ ଘରେ ପଶି ଆକ୍ରମଣ କରିବ ଭାରତୀୟ ଏହି ଲଢୁଆ ଡ୍ରୋନ୍

ନୂଆଦିଲ୍ଳୀ : ପୁଲୱାମା ଆକ୍ରମଣ ପରେ ଭାରତୀୟ ସୈନ୍ୟ ଐତିିହାସିକ ପ୍ରତିଶୋଧ ନେଇଥିଲେ । ଶତ୍ରୁ ଇଲାକାରେ ଶତ୍ରୁ ଦମନ କରିଥିଲେ । ଏହାକୁ ସର୍ଜିକାଲ୍ ଷ୍ଟ୍ରାଇକ୍ କୁହାଗଲା । ପାଖାପାଖୀ ସମାନ ଢଙ୍ଗରେ ଏଥର ପୁଞ୍ଚରେ…

ଚନ୍ଦ୍ର ଗ୍ରହଣ ୨୦୨୩ : ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମେ ମାସରେ ହେବାକୁ ଯାଉଛି, ଜାଣନ୍ତୁ ଏହା ଭାରତକୁ ଦେଖାଯିବ କି ନାହିଁ !

ନୂଆଦିଲ୍ଲୀ : ଚଳିତ ବର୍ଷ ସମୁଦାୟ ୪ ଟି ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ହେବ । ସେଥିମଧ୍ୟରୁ ଦୁଇଟି ସୂର୍ଯ୍ୟପରାଗ ଏବଂ ଦୁଇଟି ଚନ୍ଦ୍ରଗ୍ରହଣ । ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ୍ ୨୦ରେ ଅମାବାସ୍ୟା ଦିନ ହାଇଥିଲା…

ଦିଲ୍ଲୀରେ #MeToo ; ଯୋଦ୍ଧାଙ୍କୁ ଛାଡିଲେନି ! ଯୌନ ଶୋଷଣ ଅଭିଯୋଗରେ ସାରା ରାତି ଧାରଣାରେ ବସିଲେ ମହିଳା କୁସ୍ତି ଯୋଦ୍ଧା

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (WFI) ମୁଖ୍ୟ ଏବଂ ଅନ୍ୟ କୋଚ୍ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିଛି । ଏହି ଅଭିଯୋଗରେ ମହିଳା କୁସ୍ତିଯୋଦ୍ଧାମାନେ ଗତକାଲି ରାତିରୁ ଯନ୍ତରମନ୍ତର ନିକଟରେ ଧାରଣାରେ…

ସ୍କୁଲରୁ ଦୂର ହେବ ପୁଷ୍ଟିହୀନତା ; ସରକାର ଲଗାଇବେ ଯାଞ୍ଚ ମେସିନ୍‌, ଏପରି କରିବ କାମ…

ନୂଆଦିଲ୍ଲୀ : ଏଣିକି ସ୍କୁଲ ପିଲାମାନେ ଆଉ ପୁଷ୍ଟିହୀନତାର ଶିକାର ହେବେ ନାହିଁ । ଏଥିପାଇଁ କୃତ୍ରିମ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ଲଞ୍ଚ କରାଯାଇଛି। ଯେଉଁ ମେସିନ୍ ଯାଞ୍ଚ କରିବ ଛାତ୍ରଛାତ୍ରୀମାନେ ପୃଷ୍ଟିହୀନତା ଶିକାର…

ଦ ବର୍ଣ୍ଣିଂ ପ୍ଲେନ୍ ! ମଝି ଆକାଶରେ ଲାଗିଲା ନିଆଁ …ଦେଖନ୍ତୁ ଭିଡିଓ

ୱାଶିଂଟନ : ମଝି ଆକାଶରେ ନିଆଁ ବାହାରୁଛି । ରବିବାର ଦିନ ଆମେରିକୀୟ ଏୟାରଲାଇନ୍ସର ଉଡନ୍ତା ବିମାନରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏକ ପକ୍ଷୀ ମାଡ ହେବା ପରେ ଏକ ଇଞ୍ଜିନରୁ ନିଆଁ ବାହାରିବା ଆରମ୍ଭ…

ଗସ୍ତ ପୂର୍ବରୁ ବୈଠକ ; ୪ ମାସ ପରେ ଭାରତ-ଚୀନ୍ ସାମରିକ ଅଧିକାରୀ ଏକାଠି ବସିଲେ

ନୂଆଦିଲ୍ଲୀ : ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁଙ୍କ ଭାରତ ଗସ୍ତ ପୂର୍ବରୁ ଉଭୟ ଦେଶ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ପୂର୍ବ ଲଦାଖର ବିବାଦୀୟ ସମସ୍ୟାର ସମାଧାନ ପାଇଁ ରବିବାର ଦିନ ଭାରତ ଓ ଚୀନ ଦୁଇ ଦେଶ…

ରାଶିଫଳ(ସୋମବାର,୨୪ ଏପ୍ରିଲ,୨୦୨୩)

ମେଷ - ଜାଗାବାଡି ଏବଂ ଗୃହନିର୍ମାଣ ବ୍ୟବସାୟରେ ଲାଭ ହେବ, ଦୁରଯାତ୍ରା ସଫଳ ରହିବ, ଅର୍ଥଚିନ୍ତା ଦୁର ହେବ ଏବଂ ମାନସିକ ଶାନ୍ତି ବଢିବ, ଯାନ୍ତ୍ରିକ ବିଭାଗ ଜନିତ ଚାକିରି ବା ଆୟର ବାଟ ମିଳିବ, ମନ ଉଗ୍ରସ୍ବଭାବ…