ଭଗବାନ ଶ୍ରୀ ରାମଙ୍କୁ ଅୟକର ବିଭାଗର ନୋଟିସ୍ ; କେଉଁଠୁ ଆସିଲା ଦେଢ କୋଟିର ଏଫ୍‌ଡି , ଜବାବ ରଖିବେ ରାମଚନ୍ଦ୍ର

ନୂଆଦିଲ୍ଲୀ : ଆୟକର ବିଭାଗ ପକ୍ଷରୁ ଭଗବାନ ଶ୍ରୀ ରାମଙ୍କୁ ନୋଟିସ ମିଳିଛି । ଆପଣଙ୍କ ଆକାଉଣ୍ଟରରେ ଦେଢ କୋଟି ଟଙ୍କା କେଉଁଠୁ ଆସିଲା । ଜବାବ ରଖନ୍ତୁ । ଏଭଳି କିଛି ନୋଟିସ୍ ମିଳିଛି ଭଗବାନ ରାମଚନ୍ଦ୍ରଙ୍କୁ । ବିଶ୍ୱ…

ଆନ୍ଧ୍ର ସିଏମ୍ ଜଗନ୍ ରେଡ୍ଡିଙ୍କ ଦାଦାଙ୍କୁ ଗିରଫ କଲା ସିବିଆଇ, ପୂର୍ବତନ ସାଂସଦଙ୍କ ହତ୍ୟା ମାମଲା

ନୂଆଦିଲ୍ଲୀ: ରବିବାର ଦିନ ପୂର୍ବ ସାଂସଦ ଅବିନାଶ ରେଡ୍ଡୀଙ୍କ ବାପା ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୟେସ ଜଗନ ମୋହନ ରେଡ୍ଡୀଙ୍କ ଦାଦା ୟେ ଭାସ୍କର ରେଡ୍ଡୀ ଗିରଫ ହୋଇଛନ୍ତି। ପୂର୍ବତନ ସାଂସଦ ବିବେକାନନ୍ଦ ରେଡ୍ଡୀଙ୍କ…

“ପିଏମ ମୋଦୀ ଦୁନିଆର ସବୁଠାରୁ ଲୋକପ୍ରିୟ ତଥା ଦୂରଦୃଷ୍ଟି ସମ୍ପନ୍ନ ନେତା” : ପ୍ରଶଂସା କଲେ ଆମେରିକାର ବାଣିଜ୍ୟ ସଚିବ

ନୂଆଦିଲ୍ଲୀ: ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ତାରଞ୍ଜିତ ସିଂ ସାନ୍ଧୁ ଏକ ଟୁଇଟ୍ କରିଛନ୍ତି। ସାନ୍ଧୁ ତାଙ୍କ ଟ୍ୱିଟରେ ଆମେରିକାର ବାଣିଜ୍ୟ ସଚିବ ଜିନା ରାଇମୋଣ୍ଡୋଙ୍କ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ…

“ଗିରଫ କରିବାକୁ ବିଜେପି ସିବିଆଇକୁ ନିର୍ଦ୍ଦେଶ ଦେଇଛି’ -ସିବିଆଇରେ ହାଜର ହେବା ପୂର୍ବରୁ କେଜ୍ରିୱାଲଙ୍କ ବୟାନ

ନୂଆଦିଲ୍ଲୀ : ଆଜି ଦିନ ୧୧ ଟା ସମୟରେ ମଦ ଦୁର୍ନୀତିରେ ସିବିଆଇ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା କରିବ। ଏହି ପ୍ରସଙ୍ଗରେ ତାଙ୍କୁ ପ୍ରଥମ ଥର ପାଇଁ ପଚରାଯିବ। ଏଥି ସହିତ ସିବିଆଇ ହେଡ କ୍ୱାର୍ଟର ଏବଂ…

same-sex marriage : ପଞ୍ଚ ଜଣିଆ ଖଣ୍ଡପୀଠରେ ମଙ୍ଗଳବାର ହେବ ଶୁଣାଣି

ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହର ଆଇନଗତ ସ୍ୱୀକୃତି ପାଇଁ କରାଯାଥିବା ଆବେଦନରେ ମଙ୍ଗଳବାର ଶୁଣାଣି ହେବ । ଏପ୍ରିଲ ୧୮ ତାରିଖ ମଙ୍ଗଳବାର ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠରେ ଶୁଣାଣି ହେବ । ଏହି ବେଞ୍ଚରେ ପ୍ରଧାନ…

Miss India 2023 : ତିନୋଟି ସୁନ୍ଦରୀଙ୍କ ମୁଣ୍ଡରେ ମୁକୁଟ, ପ୍ରଥମ ଓ ଦ୍ୱିତୀୟ ରନର୍ ଅପ୍ କିଏ

ମୁମ୍ବାଇ: ୨୦୨୩ ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଛନ୍ତି ରାଜସ୍ଥାନର ନନ୍ଦିନୀ ଗୁପ୍ତା । ନନ୍ଦିନୀ ଫେମିନା ମିସ୍ ଇଣ୍ଡିଆ ୨୦୨୩ ଟାଇଟଲ୍ ଜିତି ଦେଶର ୫୯ ତମ ମିସ୍ ଇଣ୍ଡିଆ ହୋଇଛନ୍ତି । ଶ୍ରେୟା ପୁଞ୍ଜା ପ୍ରଥମ ରନର୍ ଅପ୍…

ରାଶିଫଳ(ରବିବାର,୧୬ ଏପ୍ରିଲ,୨୦୨୩)

ମେଷ : ଆପଣଙ୍କ ଦିନ ମିଶ୍ର ଫଳଦାୟୀ ରହିବ । ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ । ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛା ହେବ । ଅଫିସ୍ କିମ୍ବା…

ସୁଡାନରେ ଗୃହଯୁଦ୍ଧ ଆରମ୍ଭ ; ଜାତିସଂଘର ୩ କର୍ମଚାରୀଙ୍କ ସମେତ ୪୭ ମୃତ ଓ ୩୮୦ ଆହତ

ଖାର୍ତୁମ୍ : ସୁଡାନରେ ଆରମ୍ଭ ହୋଇଯାଇଛି ଗୃହଯୁଦ୍ଧ । ଏହି ଯୁଦ୍ଧରେ ଅତି କମରେ ୪୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୮୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୃତ୍ୟୁବରଣ କରିଥିବା ଲୋକଙ୍କ…

ଅତିକ୍-ଆଶରଫଙ୍କ ହତ୍ୟା: ୧୭ ଜଣ ପୋଲିସ ନିଲମ୍ବିତ, ସମଗ୍ର ଉତ୍ତରପ୍ରଦେଶରେ ହାଇ ଆଲର୍ଟ 

ନୂଆଦିଲ୍ଲୀ: ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଆଶ୍ରଫଙ୍କୁ ହତ୍ୟା କରାଯାଇଛି। ଏହି ଆକ୍ରମଣକାରୀମାନେ ସାମ୍ବାଦିକଙ୍କ ମଧ୍ଯରେ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ସହ ଯାଉଥିଲେ। ତା’ପରେ ସେ ମାଫିଆ ଏବଂ ତାଙ୍କ ଭାଇଙ୍କୁ ଆକ୍ରମଣ…

ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଏବଂ ଆଶ୍ରାଫଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ପ୍ରୟାଗରାଜରେ ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଆଶରଫ ଅହମ୍ମଦଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୂଚନା ଅନୁଯାୟୀ, ଉଭୟଙ୍କୁ ୧୦ ରୁ ଅଧିକ ଗୁଳି ଲାଗିଛି।…