ଏପ୍ରିଲ ୧୭ ତାରିଖରୁ ଖୋଲିବ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ: ଜାଣନ୍ତୁ ପାଠପଢା ସମୟ

ଭୁବନେଶ୍ୱର: ଏପ୍ରିଲ ୧୭ ତାରିଖରୁ ଖୋଲିବ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା…

Video: ମ୍ୟାଚ ପରେ ଗାଙ୍ଗୁଲିଙ୍କ ସହିତ ହାତ ମିଳାଇଲେନି ବିରାଟ କୋହଲି: ମ୍ୟାଚ୍ ମଝିରେ ଗାଙ୍ଗୁଲିଙ୍କୁ କାହିଁକି ଏପରି ଚାହିଁଲେ ବିରାଟ

ନୂଆଦିଲ୍ଲୀ : ଆଇପିଏଲର ୧୬ ତମ ସିଜନରେ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ତୃତୀୟ ମ୍ୟାଚରେ ଏକପାଖିଆ ବିଜୟ ହାସଲ କରିଛି ବେଙ୍ଗାଲୁରୁ। ଏହି ମ୍ୟାଚରେ ଆରସିବି ଚମତ୍କାର ପ୍ରଦର୍ଶନ କରିଥିଲା ​​ଏବଂ ଏହି…

ଜିଓ ସିନେମାରେ ଆଇପିଏଲ୍ ଦେଖିବା ପାଇଁ ଦେବାକୁ ପଡ଼ିବ ଟଙ୍କା: ଜାଣନ୍ତୁ ମୁକେଶ ଅମ୍ବାନୀଙ୍କ ଯୋଜନା

ନୂଆଦିଲ୍ଲୀ: ଚଳିତ ସିଜନ୍‌ରେ ଲୋକମାନେ ଜିଓ ସିନେମାରେ ବିନା ଦେୟରେ ଆଇପିଏଲ୍ ମ୍ୟାଚ୍‌ର ମଜା ନେଉଛନ୍ତି । ଏହା ପୁର୍ବରୁ ମ୍ୟାଚ୍ ଦେଖିବା ପାଇଁ ମାସିକ ଦେୟ କିମ୍ବା ରିଚାର୍ଜ ପ୍ଲାନ୍ ନେବାକୁ ପଡୁଥିଲା । କିନ୍ତୁ ଚଳିତ…

ନିଜ ମୋବାଇଲ୍‌ରେ କ’ଣ କରିଥାନ୍ତି ଭାରତୀୟ ପୁରୁଷ ? ତାଜା ରିପୋର୍ଟରେ ଖୋଲିଲା ପୋଲ୍‌, ମହିଳାଙ୍କୁ ନେଇ ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ: ଆଜିର ସମୟରେ, ପ୍ରତ୍ୟେକ ଲୋକେ ନିଜର ସହିତ ୨୪ ଘଣ୍ଟା ସ୍ମାର୍ଟଫୋନ୍ ଧରି ବୁଲୁଛନ୍ତି । ଯେପରି ଏହା ସେମାନଙ୍କ ଜୀବନର ଏକ ଅମୂଲ୍ୟ ସମ୍ପଦ । ପ୍ରତିଦିନ ମୋବାଇଲରୁ କଲ୍ କରିବା ବ୍ୟତୀତ, ଆମେ ଏହାକୁ ସୋସିଆଲ…

ଓଡ଼ିଶା ପରିବହନ ବିଭାଗ ଉପରେ ଚଢିଲା IPL କ୍ରେଜ୍: ଉଦାହରଣ ଦେଇ ସଚେତନ କରିବାକୁ ଦେଉଛି ବାର୍ତ୍ତା

ଭୁବନେଶ୍ୱର: ଏବେ ଆଇପିଏଲ୍ ସିଜନ୍ ଚାଲିଥିବା ବେଳେ ସବୁଠି ଏହାର କ୍ରେଜ୍ ଦେଖିବାକୁ ମିଳିଛି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟ ଯେତେ ଆଗେଇ ଚାଲିଛି, ସେତେ ଉତ୍କଣ୍ଠା ବଢିବାରେ ଲାଗିଛି। ଚଳିତ ମାସ ରାଜ୍ୟ ପରିବହନ ପକ୍ଷରୁ…

ସୁଦାନରେ ମୁହାଁମୁହିଁ ହେଲେ ସେନା ଏବଂ ଅର୍ଦ୍ଧସୈନିକ ବଳ: ଘରୁ ନବାହାରିବାକୁ ଭାରତୀୟଙ୍କୁ ପରାମର୍ଶ

ନୂଆଦିଲ୍ଲୀ: ସୁଦାନରେ ଅର୍ଦ୍ଧସୈନିକ ବଳ ଏବଂ ସେନା ମଧ୍ୟରେ ଜାରି ବିବାଦ ମଧ୍ୟରେ ସେଠାରେ ଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରିଛନ୍ତି ଭାରତ ସରକାର। ସୁଦାନରେ ଭାରତୀୟ ଦୂତାବାସ ପକ୍ଷରୁ ନିଜର ନାଗରିକ ମାନଙ୍କୁ…

ସମ୍ବଲପୁରରେ ପୋଲିସ ଡିଜିପି: ୨ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ

ଭୁବନେଶ୍ୱର: ସାମ୍ପ୍ରଦାୟିକ ହିଂସାକୁ ପ୍ରଶମିତ କରିବା ପାଇଁ ସମ୍ବଲପୁରରେ ଇଣ୍ଟରନେଟ୍ ସେବା ବନ୍ଦ ସହ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଯାଇଛି। ତେବେ ସମ୍ବଲପୁରରେ ଉପୁଜିଥିବା ଅପ୍ରୀତିକର ସ୍ଥିତିର…

ଅନ୍ଲାଇନ୍ ଗେମିଂ କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ ବାଜି ଲଗାଇବା ବେଆଇନ: ନିର୍ଦ୍ଦିଷ୍ଟ ନିୟମାବଳୀ ପ୍ରସ୍ତୁତ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସଂଶୋଧିତ ସୂଚନା ଓ ପ୍ରଯୁକ୍ତି ଆଇନ ଅନୁସାରେ ଇଣ୍ଟରନେଟ୍‍ ଯୋଗେ କ୍ରୀଡ଼ା ବା ଅନ୍ୟ କୌଣସି ଆନୁଷ୍ଠାନିକ ବିଜୟ କ୍ଷେତ୍ରରେ ବାଜି ଲଗାଇବାକୁ ବେଆଇନ ଘୋଷଣା କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର…

CAPF କନଷ୍ଟେବଳ ନିଯୁକ୍ତି ପାଇଁ ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ହେବ ଲିଖିତ ପରୀକ୍ଷା

ଭୁବନେଶ୍ୱର: କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‍ ବାହିନୀ ବା ଉଇଚୠରେ ନିଯୁକ୍ତି ପାଇଁ ଆସନ୍ତା ୨୦୨୪ ଜାନୁଆରୀ ୧ରୁ ହେବାକୁ ଥିବା କନଷ୍ଟେବଳ ଲିଖିତ ପରୀକ୍ଷା ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷା ଏବଂ ହିନ୍ଦୀ ଓ ଇଂରାଜୀ…

କିଛି ମିଳିଲା ନାହିଁ, ଶେଷରେ ମୋବାଇଲ୍ ଟାୱାର ଉଠାଇ ନେଲେ !

ନୂଆଦିଲ୍ଲୀ : ସୁନା, ରୂପା, ଟଙ୍କା ପଇସା କିଛି ମିଳିଲାନି ଶେଷରେ ମୋବାଇଲ ଟାୱାରକୁ ଉଠାଇ ନେଲେ ଚୋର । ସେ ପୁଣି ଦିନ ଦ୍ୱପ୍ରହରରେ ଏବଂ ସର୍ବସମୁଖରେ । କେହି ସେମାନଙ୍କୁ ଅଟକାଇ ପାରିଲେ ନାହିଁ । ବିହାରର ମୁଜାଫରପୁର…