ଆଜି ହିଁ ବଦଳାନ୍ତୁ କମ୍ ପାଣି ପିଇବାର ଅଭ୍ୟାସ, ନଚେତ୍ ଦେଖାଦେବ ଏହିସବୁ ସ୍ୱାସ୍ଥ୍ୟ ସମସ୍ୟା

ଶରୀରକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଜରୁରୀ। କିନ୍ତୁ କମ୍ ପାଣି ପିଇବା କାରଣରୁ ଲୋକମାନେ ଡିହାଇଡ୍ରେସନ୍ ସମସ୍ୟାର ଶିକାର ହୁଅନ୍ତି। ବିଶେଷଜ୍ଞଙ୍କ କହିବା ମୁତାବକ ପାଣି ପିଇବା ଦ୍ୱାରା ଶରୀରକୁ ଅନେକ ସମସ୍ୟାର…

ଓଡ଼ିଶାରେ ଯାଞ୍ଚ ହେବ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ: ସୂଚନା ଦେଲେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଆବଂଟନର ଯାଂଚ ହେବ ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି । ଓଡିଶା ଗସ୍ତରେ ଆସି ଭୁବନେଶ୍ୱର ପହଂଚିବା ପରେ ସେ ସାମ୍ବାଦିକ ମାନଙ୍କ ସହ ଆଲୋଚନା…

Video: କ୍ରିସ୍ ଗେଲ୍ ପଚାରିଲେ- ଆପଣମାନେ ଖୁସି ତ ? ଜଣାଇଲେ ଓଡ଼ିଆ ନବ ବର୍ଷର ଶୁଭେଚ୍ଛା

ଭୁବନେଶ୍ୱର: ଆଜି ମହାବିଶୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଆଜିର ଦିନକୁ ସମସ୍ତ ଓଡ଼ିଶାବାସୀମାନେ ଓଡ଼ିଆ ନବବର୍ଷ ଭାବେ ପାଳନ କରନ୍ତି । ଆଜି ପୁରା ଓଡ଼ିଶାରେ ପଣାର ମହକ ଦେଖିବାକୁ ମିଳିଥିଲା । ଏହି ଅବସରରେ…

ସିଜନ୍‌ର ପ୍ରଥମ ଶତକ ମାରିଲେ ହାରୀ ବ୍ରୁକ୍: କଲିକତା ଆଗରେ ୨୨୯ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ହାଇଦ୍ରାବାଦ୍‌

ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ଆଜିର ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି କଲିକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ । ଏହି ମୁକାବିଲାରେ ସନରାଇଜର୍ସ ପ୍ରଥମେ ବ୍ୟାଟିଂ କରି କଲିକତା ଆଗରେ ୨୨୯ ରନ୍‌ର…

ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ପାଇଁ ଓଡ଼ିଶା ସରକାରଙ୍କ ମାଷ୍ଟରପ୍ଳାନ୍, ୨୦୨୩-୨୪ ହେବ ମେଗା ନିଯୁକ୍ତି ବର୍ଷ

ଭୁବନେଶ୍ୱର: ଆଗକୁ ନିର୍ବାଚନୀ ବର୍ଷ ଥିବା ବେଳେ ୨୦୨୩-୨୪ ହେବାକୁ ଯାଉଛି ମେଗା ନିଯୁକ୍ତି ବର୍ଷ। ବିଭିନ୍ନ ବିଭାଗରେ ଖାଲି ଥିବା ପଦବୀ ପୁରଣ କରିବା ପାଇଁ ମାଷ୍ଟରପ୍ଲାନ୍ କରିଛନ୍ତି ରାଜ୍ୟ ସରକାର। ଚଳିତ ବର୍ଷ…

‘୨୦୨୪ ରେ ବିଜେପି ଜିତିବା ପରେ ରାମ ନବମୀ ରାଲି ଉପରେ ଆକ୍ରମଣ କରିବାକୁ କେହି ସାହସ କରିବେ ନାହିଁ’: ଅମିତ ଶାହା

ନୂଆଦିଲ୍ଲୀ: ରାମନବମୀ ରାଲିରେ ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ହିଂସା ପରେ ବିଜେପି ଏବଂ ମମତା ବାନାର୍ଜୀଙ୍କ ଟିଏମ୍‌ସି ମୁହାଁମୁହିଁ ହୋଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନ ପଶ୍ଚିମବଙ୍ଗର ସୁରିରେ ଏକ…

ନୂଆ ମଦ ନୀତି ମାମଲା: ଅରବିନ୍ଦ କେଜ୍ରିୱାଲଙ୍କ ନିକଟରେ ପହଁଚିଲା CBI, ପଚରାଉଚରା ପାଇଁ କଲା ନୋଟିସ

ନୂଆଦିଲ୍ଲୀ: ମଦ ଘୋଟାଲା ସ୍କାମରେ ପଚରାଉଚରା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ନୋଟିସ ଜାରି କରିଛି। କେନ୍ଦ୍ରୀୟ ଏଜେନ୍ସି ତାଙ୍କୁ ରବିବାର ଏହି ସମନ କରିଛି। ସିବିଆଇ ତାଙ୍କୁ ନୂଆ ମଦ…

Video: ‘ଆମକୁ ଅପରିଷ୍କାର ଜାଗାରେ ବସିବାକୁ ପଡୁଛି…’, ଦେଖନ୍ତୁ କିପରି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କଲେ…

ନୂଆଦିଲ୍ଲୀ: ଆଜିର ଦିନରେ ସମସ୍ତ ଲୋକେ ପ୍ରାୟତଃ ସୋସିଆଲ ମିଡିଆ ବିଷୟରେ ଅଳ୍ପ ବହୁତ ଜାଣିଥିବେ । ଏହାର ସଦୁପେଯାଗ ଦ୍ୱାରା ବହୁତ ବଡ଼ କାମ ଖୁବ୍ ସହଜରେ ହୋଇପାରୁଛି। ସୋସିଆଲ ମିଡିଆ ମାଧ୍ୟମରେ ଆଜିକାଲି ନିଜର ବିଭିନ୍ନ…

ରାଶିଫଳ(ଶୁକ୍ରବାର,୧୪ ଏପ୍ରିଲ,୨୦୨୩)

ମେଷ : ପରିବାରରେ ସୁଖ-ଶାନ୍ତି ରହିବ। ପରିଜନ ଏବଂ ମିତ୍ରମାନଙ୍କ ଆଗମନ ହେବ। ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଖର୍ଚ୍ଚ ହୋଇପାରେ। ବାଣୀର ପ୍ରଭାବରୁ ଅନ୍ୟ ଲୋକମାନଙ୍କୁ ମୋହିତ କରି ପାରିବେ। ଧନ ଲାଭ ହେବ।…

୧୨୦୦୦ ଭାରତୀୟ ସରକାରୀ ୱେବସାଇଟ ହ୍ୟାକ୍ କରିବାକୁ ଷଡ଼ଯନ୍ତ୍ର: ଖବର ପାଇ ସତର୍କ ହେଲେ ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ: ଇଣ୍ଡୋନେସିଆର ସାଇବର ହ୍ୟାକରଙ୍କ ଦ୍ୱାର ୧୨୦୦୦ ଭାରତୀୟ ସରକାରୀ ୱେବସାଇଟ୍ ହ୍ୟାକ୍ କରିବା ପାଇଁ ଷଡଯନ୍ତ୍ର ଚାଲିଛି।ନ ଏହି ବିପଦକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ଭାରତୀୟ ସାଇବର କ୍ରାଇମ ସମନ୍ୱୟ…