ବେଆଇନ ଭାବେ ଆମେରିକାରେ ପ୍ରବେଶ କରିବାକୁ ଉଦ୍ୟମ, କାନାଡା ସୀମାରେ ଭାରତୀୟଙ୍କ ସମେତ ୮ ଜଣ ପ୍ରବାସୀ ମୃତ

ନୂଆଦିଲ୍ଲୀ: କାନାଡାରୁ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ କାନାଡ଼ା- ଆମେରିକା ସୀମାରେ ଜୀବନ ହରାଇଲେ ୪ ଭାରତୀୟ। ସେଣ୍ଟ ଲରେନ୍ସ ନଦୀରେ ବୁଡ଼ିଯିବା ପରେ ଗୋଟିଏ ଭାରତୀୟ ପରିବାରର…

ଭୁବନେଶ୍ୱରରେ ଗଡ଼ିବ ମେଟ୍ରୋ ଟ୍ରେନ୍! ଉତ୍କଳ ଦିବସରେ ହେଲା ଉଚ୍ଚ ସ୍ତରୀୟ ସମୀକ୍ଷା

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଗଡ଼ିବ ମେଟ୍ରୋ ଟ୍ରେନ୍। ଓଡ଼ିଶା ଦିବସରେ ରାଜ୍ୟବାସୀଙ୍କ ପାଇଁ ଏହା ଏକ ଭେଟି ହୋଇପାରେ। ମେଟ୍ରୋ ଟ୍ରେନ୍ ଆରମ୍ଭ ହେଲେ କେଉଁ କେଉଁ ରୁଟ ଦେଇ ଯିବ ସେ ନେଇ ସମସ୍ତ ରୁଟର…

OSSSC ASO ନିଯୁକ୍ତି ୨୦୨୩: ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ସୁଯୋଗ, ଯାଞ୍ଚ କରନ୍ତୁ ପୁରା ଖବର

ଭୁବନେଶ୍ୱର: ଓଡିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକସନ କମିଶନ (OSSSC) ସେକ୍ସନ ଅଫିସର (SO), ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ଏବଂ ଜୁନିଅର ଆସିଷ୍ଟାଣ୍ଟ (JA) ପଦବୀରେ ନିଯୁକ୍ତି ପାଇଁ ଏକ ବିଜ୍ଞାପନ ପ୍ରକାଶ…

୭୩ ବର୍ଷର ରେକର୍ଡ ଭାଙ୍ଗିଛି ଖରା ଦିନିଆ ବର୍ଷା, ଏହି କାରଣରୁ ଖରା ଦିନେ ଲାଗୁଛି ଥଣ୍ଡା, କାହିଁକି ଓଲଟା ହେଲା IMD ର ପୂର୍ବାନୁମାନ

ନୂଆଦିଲ୍ଲୀ : ପାଣିପାଗର ଆକଳନ ବଦଳିଛି । ଖରା ଦିନରେ ଥଣ୍ଡା ଅନୁଭବ ହୋଇଛି । ତେବେ ଏହି ଖରା ଦିନିଆ ବର୍ଷା ୭୩ ବର୍ଷର ରେକର୍ଡ ଭାଙ୍ଗିଛି । ମାର୍ଚ୍ଚରେ ଏଭଳି ଥଣ୍ଡା ପାଗ ଦିଲ୍ଲୀରେ ୩୪ ତମ ଥର ପାଇଁ ହୋଇଛି ବୋଲି…

୧୦ ମାସ ପରେ ଆଜି ଜେଲରୁ ମୁକୁଳି ପାରନ୍ତି ନବଜୋତ ସିଂ ସିଦ୍ଧୁ , ପଟିଆଲା ଜେଲ ବାହାରେ ସାମ୍ବାଦିକ ସମ୍ମିଳନୀ କରିବେ

ନୂଆଦିଲ୍ଲୀ : କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ୧୦ ମାସ ପରେ ଆଜି ଜେଲରୁ ବାହାରିବେ । ଗତ ବର୍ଷ ମେ ୧୯ ରେ ସୁପ୍ରିମକୋର୍ଟ ତାଙ୍କୁ ରାସ୍ତାରୋକ ମାମଲାରେ ଏକ ବର୍ଷ ଦଣ୍ଡିତ କରିଥିଲେ। ସିଦ୍ଧୁଙ୍କ ପରିବାର ସଦସ୍ୟ ଏବଂ…

Rule Change : ସୁନା, ଟୋଲ ଟ୍ୟାକ୍ସ ଓ ଏଲପିଜି.. ଆଜି ଠାରୁ ୨୦ ଟି ବଡ଼ ପରିବର୍ତ୍ତନ, ମଧ୍ୟବିତ୍ତଙ୍କ ପକେଟକୁ ଚୋଟ

ନୂଆବର୍ଷ : ଦେଶରେ ୨୦୨୩-୨୪ ଆର୍ଥିକ ବର୍ଷ ଆରମ୍ଭ ହୋଇଛି । ଏହା ସହିତ କିଛି ନିୟମରେ ମଧ୍ୟ ବଡ ପରିବର୍ତ୍ତନ ହୋଇଛି । ୧ ଏପ୍ରିଲ ୨୦୨୩ ଅର୍ଥାତ୍ ଆଜି ଠାରୁ ଦେଶରେ ଅନେକ ନିୟମ ବଦଳି ଯାଇଛି । ଏହି ନିୟମଗୁଡିକ ମଧ୍ୟରୁ…

ସଡ଼କ ସୁରକ୍ଷା ସପ୍ତାହରେ କଡ଼ାକଡ଼ି ହେବ ନିୟମ, ବିନା ହେଲମେଟରେ ମିଳିବନି ପେଟ୍ରୋଲ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆସନ୍ତା ଏପ୍ରିଲ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯିବ । ଏହି ଅବସରରେ ସପ୍ତାହବ୍ୟାପୀ ବିନା ହେଲ୍‌ମେଟ୍‌ରେ ବାଇକ୍ ଚାଳକଙ୍କୁ ପେଟ୍ରୋଲ ଦିଆନଯିବା ପାଇଁ…

ଆଇପିଏଲ୍ ଉଦ୍‌ଘାଟନୀ ମ୍ୟାଚ୍‌: ଚେନ୍ନାଇକୁ ହରାଇଲା ଗୁଜରାଟ

ଅହମଦାବାଦ : ଚଳିତ ଆଇପିଏଲ୍‌ର ଉଦଘାଟନୀ ମ୍ୟାଚ୍‌ରେ ଚେନାଇ ସୁପରକିଙ୍ଗ୍‌ସକୁ ୫ୱିକେଟରେ ପରାସ୍ତ କରି ଗତବର୍ଷର ଚାମ୍ପିୟନ ଗୁଜରାଟ ଟାଇଟନସ ବିଜୟରୁ ଆରମ୍ଭ କରିଛି ଅଭିଯାନ । ଚେନାଇ ସୁପରକିଙ୍ଗ୍‌ସ ଧାର୍ଯ୍ୟ କରିଥିବା…

ଆଜି ଓଡ଼ିଶା ଦିବସ, ଜାଣନ୍ତୁ ଏହାର ମହତ୍ୱ

ଭୁବନେଶ୍ୱର: ଉତ୍କଳ ଦିବସ ଓଡ଼ିଶା ରାଜ୍ୟର ପ୍ରତିଷ୍ଠା ଦିବସ । ପୁରା ରାଜ୍ୟରେ ୧ ଅପ୍ରେଲକୁ ଉତ୍କଳ ଦିବସ ରୂପେ ପାଳନ କରାଯାଇଥାଏ । ଉତ୍କଳ ଦିବସ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଲା ଓଡ଼ିଆ ଭାଷା ଏବଂ ସଂସ୍କୃତିର…

ChatGPT ଉପରେ ନିଷେଧ ଲଗାଇଲେ ସରକାର, ଜାଣନ୍ତୁ କାହିଁକି AI ଚାଟବଟ୍ କୁ ବିରୋଧ କରାଯାଉଛି?

ନୂଆଦିଲ୍ଲୀ: ଆଜିକାଲି OpenAI ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଟୁଲ୍ ଚାଟ ଜିପିଟି ବହୁତ ଲୋକପ୍ରିୟ ହେବାରେ ଲାଗିଛି। କିନ୍ତୁ ନିକଟରେ ଅନେକ ବିଶେଷଜ୍ଞମାନେ ଏହାକୁ ବନ୍ଦ କରିବାକୁ ଏକ ଖୋଲା ଚିଠି ଲେଖିଥିଲେ।…