ଭିକ ମାଗୁଥିଲେ ମଧ୍ୟ ପତ୍ନୀଙ୍କୁ ଭରଣପୋଷଣ ଦେବା ସ୍ୱାମୀଙ୍କ ଦାୟିତ୍ୱ, ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ନୂଆଦିଲ୍ଲୀ: ଛାଡପତ୍ର କିମ୍ବା ଅନ୍ୟ କୌଣସି କାରଣରୁ ସ୍ୱାମୀ-ସ୍ତ୍ରୀ ଅଲଗା ହେବା ପରେ ମହିଳାମାନଙ୍କୁ ପ୍ରାୟତଃ ଅଧିକ ସମସ୍ୟା ଭୋଗିବାକୁ ପଡ଼େ। ଏହାର କାରଣ ହେଉଛି ଅଧିକାଂଶ ମହିଳା ଆତ୍ମନିର୍ଭରଶୀଳ ନୁହନ୍ତି। ସେମାନେ…