ଆଉ ମାତ୍ର ୧୫ ବର୍ଷ….. ତା’ ପରେ ସବୁ କିଛି ଶେଷ; ଟାଇମ୍ ଟ୍ରାଭେଲର୍ ଙ୍କ ଦାବି – ପୃଥିବୀରେ ଲୁଚିଛନ୍ତି ଗୁପ୍ତଚର ଏଲିଏନ୍ସ
ନୂଆଦିଲ୍ଲୀ : ଆପଣ ନିଶ୍ଚୟ ନିଶ୍ଚିତ ଭାବରେ ଅନେକ ଥର ଶୁଣିଥିବେ ଯେ ପୃଥିବୀ ଧ୍ୱଂସ ହେବାକୁ ଯାଉଛି । କେତେବେଳେ ମାୟା କ୍ୟାଲେଣ୍ଡର ଆଧାରରେ ତ ଅନ୍ୟ କେଳେବେଳେ ଅନ୍ୟ କିଛି ଆଧାରରେ, ଜଗତର ଶେଷ ଖବର ଶୁଣିବାକୁ ମିଳେ ।…