CHARIDHAM

Video: ୪ ବର୍ଷର ଶିଶୁ ଉପରେ ମାରଣାତ୍ମକ ଆକ୍ରମଣ କଲା ବୁଲା ଶଣ୍ଢ, କ୍ୟାମେରାରେ କଏଦ ହେଲା ଭିଡିଓ

ନୂଆଦିଲ୍ଲୀ: ହାଇଦ୍ରାବାଦ୍‌ରେ କିଛି କୁକୁର ଏକ ଶିଶୁକୁ ଝୁଣି ମାରିଦେବା ଘଟଣା ପୂରା ଦେଶକୁ ସ୍ତବ୍ଧ କରି ଦେଇଥିଲା। ଏବେ ଉତ୍ତର ପ୍ରଦେଶର ଆଲିଗଡ଼ରେ ଏକ ଶଣ୍ଢ ଗୋଟିଏ ୪ ବର୍ଷର ଶିଶୁ ଉପରେ ଆକ୍ରମଣ କରିବାର ଦୃଶ୍ୟ…

‘Good bye Kaushikan’ ; ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ସେୟାର କରି ବିଦାୟ ଜଣାଇଲେ ନୀନା ଗୁପ୍ତ

ମୁମ୍ବାଇ : ବଲିଉଡର ପ୍ରସିଦ୍ଧ ଅଭିନେତା, ନିର୍ଦ୍ଦେଶକ ସତୀଶ କୌଶିକ ହଠାତ୍ ଦୁନିଆ ଛାଡିବାର ଖବର ସମସ୍ତଙ୍କୁ ଭାଙ୍ଗି ଦେଇଛି। ପରିବାର ହେଉ କିମ୍ବା ବଲିଉଡ ଜଗତର ଲୋକ ହୁଅନ୍ତୁ, ତାଙ୍କ ବିୟୋଗରେ ସମସ୍ତେ ଭାବପ୍ରବଣ…

Mazar-e-Sharif Bomb Blast: : ଆଫଗାନିସ୍ତାନରେ ତାଲିବାନ୍ ଉପରକୁ ବୋମା ମାଡ, ରାଜ୍ୟପାଳଙ୍କ ସମେତ ୩ ଜଣଙ୍କର ମୃତ୍ୟୁ

କାବୁଲ : ଆଫଗାନିସ୍ତାନର ମଜାର-ଏ-ସରିଫ ସହର ପୁଣି ଥରେ ବୋମା ବିସ୍ଫୋରଣରେ କମ୍ପିଛି । ଏହି ବୋମା ବିସ୍ଫୋରଣରେ ତାଲିବାନ ଗଭର୍ଣ୍ଣରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହି ବୋମା ବିସ୍ଫୋରଣରେ ୩…

‘ଆକ୍ରମଣ କରିବାକୁ ପଛାଇବ ନାହିଁ ଭାରତ’, ପାକିସ୍ତାନ-ଚୀନ୍ ଉସକାଇଲେ ଭୋଗିବାକୁ ପଡ଼ିବ ପରିଣାମ: ଆମେରିକା ଗୁଇନ୍ଦା

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ପଡୋଶୀ ପାକିସ୍ତାନ ଏବଂ ଚୀନ୍‌କୁ ମୁହଁତୋଡ଼ ଜବାବ ଦେବାର ସମ୍ଭାବନା ଅଧିକ ରହିଛି। ଆମେରିକାର ଇଣ୍ଟେଲିଜେନ୍ସ ବ୍ୟୁରୋର ବାର୍ଷିକ ମୂଲ୍ୟାଙ୍କନ…

ଗର୍ଭବତୀ ନୀନାଙ୍କୁ ବିବାହ ପାଇଁ ରାଜି ଥିଲେ ସତୀଶ କୌଶିକ୍ – ଏକ ସାକ୍ଷାତକାରରେ ନିଜେ କହିଥିଲେ

ନୂଆଦିଲ୍ଲୀ : ହୋଲିର ପରଦିନ ଦୁଃଖଦ ଖବରରୁ ଦିନ ଆରମ୍ଭ ହୋଇଥିଲା । ଜଣେ କିମ୍ବଦନ୍ତୀ ଅଭିନେତାଙ୍କୁ ଦେଶ ହରାଇଥିଲା । ସତୀଶ କୌଶିକ ଯିଏ ଅନ୍ୟକୁ ହସାଉଥିଲେ ଏବଂ ନିଜ ମଧ୍ୟ ହସଖୁସିରେ ଜୀବନଯାପନ କରୁଥିଲେ, ସେ ଯିବା…

‘ମୁଁ ସନାତନ ହିନ୍ଦୁ …’ ମନ୍ଦିରରେ ମଟନ୍ ପହଞ୍ଚାଇବାକୁ ମନା କଲା ଡେଲିଭରି ବଏ

ନୂଆଦିଲ୍ଲୀ : 'ମୁଁ ସନାତନ ହିନ୍ଦୁ ...' । ମନ୍ଦିରରେ ପରିସରରେ ମଟନ୍ ପହଞ୍ଚାଇବି ନାହିଁ । ତେଣୁ ଡେଲିଭରି କାମ ଛାଡିଛନ୍ତି ସ୍ୱିଗିର ଜଣେ ଡେଲିଭରି ବଏ । ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି ।…

ଆସନ୍ତାକାଲିଠାରୁ ଏଫ୍‍ଆଇଏଚ୍‍ ହକି ପ୍ରୋ-ଲିଗ୍‍: ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ଜର୍ମାନୀ

ଭୁବନେଶ୍ୱର: ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଆସନ୍ତାକାଲିଠାରୁ ଏଫ୍‍ଆଇଏଚ୍‍ ହକି ପ୍ରୋ-ଲିଗ୍‍ ଆରମ୍ଭ ହେବ। ଏଠାରେ ଭାରତ ସମେତ ବିଶ୍ୱବିଜୟୀ ଜର୍ମାନୀ ଏବଂ ବିଶ୍ୱ ର‌୍ୟାଙ୍କିଙ୍ଗର ଚତୁର୍ଥସ୍ଥାନରେ ଥିବା…

ମାର୍କେଟ କମ୍ପେ୍ଲକ୍ସରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ, ୩ ଜଣ ପର୍ଯ୍ୟଟକ ଆହତ

ପୁରୀ : ପୁରୀ ସହର ଲକ୍ଷ୍ମୀ ମାର୍କେଟ କମ୍ପେ୍ଲକ୍ସରେ ଅଗ୍ନିକାଣ୍ଡ ହୋଇଛି । ମରିଚିକୋଟ ଛକ ନିକଟରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପେ୍ଲକ୍ସର ଏକ ଡ୍ରେସ୍ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର…

ହୋଲିର ରଙ୍ଗ ନୁହେଁ, ମଦ ନିଶା ଛଡାଇବାର ସହଜ-ସରଳ ଓ ଦେଶୀ ଉପାୟ

ନୂଆଦିଲ୍ଲୀ : ହୋଲି ପାଳନ ବେଳେ ଅନେକ ଲୋକ ଦୁଇଟି ପେଗ୍ ବାହାନାରେ ଅଧିକ ମାତ୍ରାରେ ମଦ୍ୟପାନ କରିଥାନ୍ତି । ପରେ ସେମାନଙ୍କ ନିଶା ଛାଡିବା କଷ୍ଟକର ହୋଇଯାଏ । ପରେ ସେମାନେ କିଛି ଅଘଟଣ କରିବସନ୍ତି । ତେଣୁ ବତାଇବୁ…

SBI ର ନୂଆ ସ୍କିମ୍ ; ୪୦୦ ଦିନିଆ FD କରି ପାଆନ୍ତୁ ଅଧିକ ଲାଭ, ଏହି ତାରିଖ ଯାଏଁ ଅଛି ଅଫର୍‌

ନୂଆଦିଲ୍ଲୀ : ଦେଶର ସର୍ବବୃହତ ପବ୍ଲିକ ସେକ୍ଟର ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ନୂତନ ଫିକ୍ସଡ ଡିପୋଜିଟ ସ୍କିମ (ଏଫଡି ସ୍କିମ) ଅତ୍ୟନ୍ତ ଆକର୍ଷଣୀୟ ରହିଛି । ଏଥିରେ ୭ ପ୍ରତିଶତରୁ ଅଧିକ ହାରରେ ବ୍ୟାଙ୍କ ସୁଧ…