ମୁଁ ତତେ ବାହା ହେବିନି… ଯୁବକର ରକ୍ତ ହେଲା ଗରମ, ଝିଅର ନାକ କାଟି କଲା ସୁପନେଖା
ମଧ୍ୟପ୍ରଦେଶ: ନା ଶୁଣିବା ହେବାକୁ ଥିବା ଯୁୁବକକୁ ନଥିଲା ପସନ୍ଦ। ନା ଶୁଣି ଗରମ ହୋଇଗଲା ରକ୍ତ। ଯୁବକ କଲା ଏଭଳି କାଣ୍ଡ। ସମସ୍ତେ ଦେଖି ମୁଣ୍ଡରେ ଦେଲେ ହାତ। ବାହା ହେବାକୁ ରାଜି ହେଲାନି ଝିଅ। ରାଗରେ ପୁଅ କାଟିଦେଲା…