Breaking News ଅକ୍ଟୋବର ୮ରୁ RI ପରୀକ୍ଷା, OSSSCର ବିଜ୍ଞପ୍ତି ପ୍ରକାଶ Rojalin Mishra Sep 1, 2025 ଭୁବନେଶ୍ୱର: ଅକ୍ଟୋବର ୮ରୁ RI, ଅମିନ ପରୀକ୍ଷା। ICDS ସୁପରଭାଇଜର, ARI ପରୀକ୍ଷା ଅକ୍ଟୋବର ୮ରୁ ଆରମ୍ଭ ହେବ। ନଭେମ୍ବର ତୃତୀୟ ସପ୍ତାହ ପର୍ଯ୍ୟନ୍ତ ପରୀକ୍ଷା ଚାଲିବା ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି।…
Breaking News ବଚସା ନେଲା ଉଗ୍ରରୂପ, ରକ୍ତର ସମ୍ପର୍କରେ ପଡ଼ିଲା ରକ୍ତ ଛିଟା, ଭାଇକୁ ଗୁଳି କଲା ଭାଇ Rojalin Mishra Sep 1, 2025 ଅନୁଗୁଳ: ଆଠମଲ୍ଲିକରେ ଭାଇକୁ ଗୁଳିମାଡ଼ କଲା ଭାଇ। ଦାଦା ପୁଅ ଭାଇକୁ ଗୁଳି କଲା ବଡ଼ ବାପା ପୁଅ ଭାଇ। ଗୁରୁତର ଅବସ୍ଥାରେ ଦାଦା ପୁଅ ଭାଇକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁହିଁଙ୍କ ଭିତରେ…
Breaking News OTET ଦିଅ ନଚେତ ହରାଇବେ ଚାକିରି, ଶିକ୍ଷକଙ୍କ ପାଇଁ ବାଧ୍ୟତାମୂଳକ ଏଲିଜିବିଲିଟି ଟେଷ୍ଟ Rojalin Mishra Sep 1, 2025 ଭୁବନେଶ୍ୱର: ଶିକ୍ଷକଙ୍କ ପାଇଁ ଏଲିଜିବିଲିଟି ଟେଷ୍ଟ ବାଧ୍ୟତାମୂଳକ। ସମସ୍ତ ଶିକ୍ଷକମାନଙ୍କ ପାଇଁ ଏଲୁଜିବିଲିଟି ଟେଷ୍ଟ ବାଧ୍ୟତାମୂଳକ। ଦୁଇ ବର୍ଷ ଭିତରେ ଓଟିଇଟି ପାସ୍ ନକଲେ ଚାକିରି ହରାଇବେ ଶିକ୍ଷକ। ୨୦୧୨…
Breaking News ଶ୍ରୀମନ୍ଦିରରେ ଖୋଲିଲା ଶିଶୁ ସ୍ତନ୍ୟପାନ କେନ୍ଦ୍ର, ଶ୍ରୀମନ୍ଦିର ପ୍ରଶାସନ ପ୍ରୟାସରେ ଆରମ୍ଭ Rojalin Mishra Sep 1, 2025 ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ଖୋଲିଲା ମାତୃ ଶିଶୁ ସ୍ତନ୍ୟପାନ କକ୍ଷ। ଶ୍ରୀମନ୍ଦିର ପ୍ରଶାସନ ପ୍ରୟାସରେ ଶ୍ରଦ୍ଧାଳୁ ମା’ ଓ ଶିଶୁଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି। ନିକଟରେ ଏନେଇ ନିର୍ଦ୍ଦେଶ ଦେଇଥିଲେ ଶ୍ରୀମନ୍ଦିର…
Top Stories PM Modi In China: ଚୀନରେ ମୋଦୀ କ୍ରେଜ୍, ନମ୍ବର ୱାନରେ କରୁଛନ୍ତି ଟ୍ରେଣ୍ଡ, ସୋସିଆଲ ମିଡିଆ ମୋଦୀମୟ Rojalin Mishra Sep 1, 2025 ନୂଆଦିଲ୍ଲୀ: ବଢ଼ୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରୀୟତା। କେବଳ ଭାରତ କିମ୍ବା ଆମେରିକା-ବ୍ର୍ରିଟେନ ପର୍ଯ୍ୟନ୍ତ ଏହା ସୀମିତ ରହିନାହିଁ। ଏବେ ଏହି ଲିଷ୍ଟରେ ଚୀନର ନାଁ ମଧ୍ୟ ସାମିଲ ହୋଇଛି।…
Top Stories ମୋତେ ଛାଡ଼ିବୁ ତୁ… ତୋର ବଞ୍ଚିବାର ଅଧିକାର ନାହିଁ, ଲିଭ-ଇନ୍ ପାର୍ଟନରକୁ ଜୀଅନ୍ତା ଜାଳି ମାରିଦେଲା ଚଣ୍ଡାଳ ପ୍ରେମିକ Rojalin Mishra Sep 1, 2025 ବେଙ୍ଗାଲୁରୁ: ଆଇଟି ସିଟିରେ ଘଟିଛି ଲୋମଟାଙ୍କୁରା ଭଳି ଘଟଣା। ଜୀଅନ୍ତା ଜଳାଇଦେଲା ପ୍ରେମିକାକୁ ପ୍ରେମିକ। ଏହି ଘଟଣା ସମୟରେ ଲିଭ ଇନ୍ ପାର୍ଟନର ତାଙ୍କ ସମ୍ପର୍କୀୟଙ୍କ ସହିତ କାରରେ ବସି ମନ୍ଦିରରୁ ଫେରୁଥିଲେ।…
Cricket ଆଇସିସିର ଐତିହାସିକ ନିଷ୍ପତି, ମହିଳା ବିଶ୍ୱକପ୍ରେ ହେବ ଡଲାର ବର୍ଷା, ବଢ଼ିଲା ପୁରସ୍କାର ରାଶି… Rojalin Mishra Sep 1, 2025 ନୂଆଦିଲ୍ଲୀ: ୩୦ ସେପ୍ଟେମ୍ବରରୁ ଭାରତରେ ମହିଳା ୱାନ୍ଡେ ବିଶ୍ୱକପର ଆରମ୍ଭ ହେଉଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆଇସିସି ପୁରସ୍କାର ରାଶିର ଘୋଷଣା ମଧ୍ୟ କରିଛି। ୱାଲ୍ଡ କପ୍ ଜିତିବା ଟିମ ଉପରେ ଏଥର ଟଙ୍କାର ବର୍ଷା ହେବ।…
Top Stories ଦୁଃଖ ମନରେ ଫୁଟିଲା ଖୁସି, ପ୍ରେମାନନ୍ଦ ମହାରାଜ ବାଦଶାହଙ୍କ ପରିବାରକୁ ଦେଲେ ଗୁରୁମନ୍ତ୍ର Rojalin Mishra Sep 1, 2025 ବୃନ୍ଦାବନ: ପ୍ରେମାନନ୍ଦ ମହାରାଜଙ୍କ ପାଖକୁ ଖେଳାଳିଙ୍କ ଠାରୁ ଆରମ୍ଭ କରି ଅଭିନେତା ଅଭିନେତ୍ରୀ ଯାଉଛନ୍ତି। ଜୀବନରେ କିଛି ଖରାପ ପରିସ୍ଥିତିକୁ କେମିତି ପାର କରିବେ ସେ ବିଷୟରେ ପ୍ରେମାନନ୍ଦ ମହାରାଜଙ୍କ ଠାରୁ ଉପଦେଶ…
Top Stories ଗେଟ୍ ମାଧ୍ୟମରେ ଏଇଇ ପରୀକ୍ଷାକୁ ବିରୋଧ, ଉଦ୍ଦେଶ୍ୟମୂଳକ ଭାବେ ଜଳ ସମ୍ପଦ ବିଭାଗ ଏପରି କରୁଥିବା ଅଭିଯୋଗ Rojalin Mishra Aug 30, 2025 ଭୁବନେଶ୍ୱର: ରାଜ୍ୟରେ ଲକ୍ଷଲକ୍ଷ ଇଞ୍ଜିନିୟରିଂ ଡିଗ୍ରୀ ଧାରୀ ଥିଲେ ମଧ୍ୟ ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ପାଇଁ ଆବେଦନ କରିପାରୁ ନାହାଁନ୍ତି। ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ଠାରୁ ପରୀକ୍ଷା ପରିଚାଳନା…
Top Stories ଏହି ବ୍ୟାଙ୍କରେ FD କରନ୍ତୁ ୧,୦୦,୦୦୦ଟଙ୍କା, ଗୋଟେ ବର୍ଷରେ ସୁଧ ୧୪,୩୨୫ ଟଙ୍କା Rojalin Mishra Aug 30, 2025 ନୂଆଦିଲ୍ଲୀ: ଏହି ବର୍ଷ, ରେପୋ ହାରରେ 1.00 ପ୍ରତିଶତ ହ୍ରାସ ଯୋଗୁଁ, ଗୋଟିଏ ପଟେ ଋଣ ଶସ୍ତା ହୋଇଥିଲା। ଅନ୍ୟପଟେ FD ର ସୁଧ ହାର ମଧ୍ୟ ହ୍ରାସ ପାଇଥିଲା। ତଥାପି, ସାର୍ବଜନୀନ କ୍ଷେତ୍ରର କାନାରା ବ୍ୟାଙ୍କ ଏବେ ବି ତାର…