BREAKING: ଶ୍ରୀମନ୍ଦିର ରତ୍ନଭଣ୍ଡାର କାମ ମାସେ ଭିତରେ ସରିବ କହିଲେ ତଦାରଖ କମିଟି ଅଧ୍ୟକ୍ଷ
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ କରିବା ପ୍ରସଙ୍ଗ। ଏନେଇ ପ୍ରତିକ୍ରିୟା ରଖିଲେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ। କହିଛନ୍ତି ମରାମତି କାମର ପର୍ଯ୍ୟାୟ ବ୍ୟାପକ ରହିଛି। ଭିତର…