ତୁ ମରେ କହି ଚିପି ଦେଲା ତଣ୍ଟି, କଟୁରୀରେ ହାଣିଲା, ଘରେ ସ୍ୱାମୀ ଶବ ପକାଇ ଭିଣୋଇ ସହ ଫେରାର
ରାଜସ୍ଥାନ: ରାଜସ୍ଥାନର ଅଲୱରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାକାର ଭିୱାଡି ଥାନା ଅଞ୍ଚଳର ଫେଜ୍-୩ ଅଞ୍ଚଳରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।
ପୋଲିସ ଏହି ହତ୍ୟା ରହସ୍ୟର…