ବାଘ ବଜାଉଛି ବାଜା, କୁମ୍ଭୀର ସହ ଅନ୍ୟ ଜୀବଜନ୍ତୁ କରୁଛନ୍ତି ପ୍ୟାରେଡ୍‌, ୭୬ତମ ଗଣତନ୍ତ୍ର ଦିବସ ଅବସରରେ ଗୁଗୁଲର ନିଅରା ଡୁଡଲ

ନୂଆଦିଲ୍ଲୀ: ଆଜି ଗୁୁଗୁଲ ପାଳୁଛି ୭୬ ତମ ସାଧାରଣତନ୍ତ୍ର ଦିବସା ଏହି ଅବସରରେ ଗୁଗୁଲ ଏକ ସୁନ୍ଦର ଡୁଡଲ ପ୍ରସ୍ତୁତ କରିଛିା ଏଥିରେ ଲାଦାଖ ପୋଷାକରେ ଏକ ତୁଷାର ଚିତାବାଘକୁ ଦର୍ଶାଯାଇଛିା ଏହା ପଛରେ ଏକ ବାଘ…

୨ ମାସ ପରେ କାହିଁକି କାର୍ଯ୍ୟକାରୀ ହେଲା ଭାରତୀୟ ସମ୍ବିଧାନ, ଜାଣନ୍ତୁ ଇତିହାସ

ନୂଆଦିଲ୍ଲୀ: ପ୍ରତ୍ୟେକ ବର୍ଷ ଭାରତ ବହୁତ ଗର୍ବର ସହ ୨୬ ଜାନୁଆରୀକୁ ଗଣତନ୍ତ୍ର ଦିବସ ଭାବେ ପାଳନ କରିଥାଏା ୧୯୫୦ ମସିହା ଆଜିର ଦିନରେ ଭାରତର ସମ୍ବିଧାନ ଲାଗୁ ହୋଇଥିଲ।। କହିରଖୁଛୁ ୨୬ ନଭେମ୍ବର ୧୯୪୯ ମସିହାରେ ଦେଶର…

ପ୍ରଥମ ଥର ଆଦିବାସୀ ରାଜା ଗଣତନ୍ତ୍ର ଦିବସ ସମାରୋହରେ ହେବେ ସାମିଲ, ସମୁଦାୟର ପ୍ରତିନିଧିତ୍ୱ କରିବା ପାଇଁ ଏହା ବିଶେଷ ଅବସର

ନୂଆଦିଲ୍ଲୀ: ଆଜି ଦେଶ ୭୬ତମ ଗଣତନ୍ତ୍ର ଦିବସ ପାଳନ କରୁଛିା ଏହି ଅବସରରେ କେରଳର ଏକମାତ୍ର ଆଦିବାସୀ ରାଜା ରମଣ ରାଜମନ୍ନନ ଏବଂ ତାଙ୍କ ପତ୍ନୀଙ୍କୁ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗଦେବା ପାଇଁ ନିମନ୍ତ୍ରଣ…

ଧାନରେ ତିଆରି ମୂର୍ତ୍ତି, ଜିଣୁଛି ଲୋକଙ୍କ ମନ, ରାଜ୍ୟ ବାହାରେ ମିଳୁଛି ଉଚିତ ପାରିଶ୍ରମିକ

କୋଟପାଡ଼: ସାଧାରଣତଃ ଧାନକୁ ସମସ୍ତେ ଖାଦ୍ୟ ଭାବେ ବ୍ୟବହାର କରିଥାନ୍ତି । କିନ୍ତୁ ଏହି ଶସ୍ୟରୁ ସୁନ୍ଦର କଳାକୃତି ମଧ୍ୟ ସମ୍ଭବ । ଧାନରୁ ସୁନ୍ଦର ସୁନ୍ଦର ଜୀବନ୍ତ ମୂର୍ତ୍ତି ତିଆରି କରି ଜୀବିକା ନିର୍ବାହ କରୁଛନ୍ତିା…

ପ୍ରାଇଭେଟ୍ ଜେଟରେ ଯାଉଥିଲେ ଅଫିସ, ଜାଣନ୍ତୁ ୪ ମାସରେ ୭୦୦ କୋଟିରୁ ଅଧିକ ଦରମା ପାଇଥିବା ଏହି ବ୍ୟକ୍ତି କିଏ?

ନୂଆଦିଲ୍ଲୀ: ଷ୍ଟାରବକ୍ସ କର୍ପସ ସିଇଓ ବ୍ରାଏନ୍ ନିକୋଲ୍(Brian Niccol)୨୦୨୪ ମସିହାରେ ମାତ୍ର ଚାରି ମାସ କାମ କରିବା ପାଇଁ $୯୬ ମିଲିୟନ (ପ୍ରାୟ ୭୯୬.୮ କୋଟି ଟଙ୍କା) କ୍ଷତିପୂରଣ ପାଇଛନ୍ତି। ଏହା ଆମେରିକାର…

Video: ମ୍ୟାଚ୍ ମଝିରେ ବିଧା- ଗୋଇଠା, ଉଡ଼ିଲା ଚଉକି… ‘ଫାଉଲ୍ ଆଟାକ୍‌’କୁ ନେଇ ରେଫରିଙ୍କ ଉପରେ ଖେଳାଳି ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ପଞ୍ଜାବ ବଥିଣ୍ଡାରେ ଏକ ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ସମୟରେ ତାମିଲନାଡୁ ମହିଳା ଖେଳାଳିଙ୍କ ସହ ମାରପିଟ୍ ହୋଇଥିବା ଖବର ସାମ୍ନାକୁ ଆସିଛିା ‘ଫାଉଲ୍ ଆଟାକ୍‌’ ଯୋଗୁଁ ବିବାଦ ଦେଖାଦେଇଥିଲ।।…

ମାହାଙ୍ଗା ଡବଲ ମର୍ଡ଼ର ମାମଲା: ବଢ଼ିଲା ପ୍ରତାପଙ୍କ ଅଡ଼ୁଆ, ୪ ସପ୍ତାହ ଭିତରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡ଼ର ମାମଲାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛିା ମାମଲାକୁ ବିଚାର ପାଇଁ ଗ୍ରହଣ କଲେ ସୁପ୍ରିମକୋର୍ଟା ଆସନ୍ତା ୪ ସପ୍ତାହ ଭିତରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ…

ସଫଳତାର ପଥରେ ଅସଫଳତା ସାଜିଛି କି କଣ୍ଟା? ନିଜକୁ Positive ରହିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ସଂଘର୍ଷ ହେଉଛି ଜୀବନର ଏକ ଅଂଶବିଶେଷ। ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ କୌଣସି ପରୀକ୍ଷାରେ ଅସଫଳ ହେବା ଜୀବନର ଅନ୍ତ ନୁହେଁ। କିନ୍ତୁ ଅଧିକାଂଶ ବ୍ୟକ୍ତି ଅସଫଳତାକୁ ସହଜରେ ଗ୍ରହଣ କରିପାରନ୍ତି…

ଆଜି ବିଜେପିର ତୃତୀୟ ସଂକଳ୍ପ ପତ୍ର ଜାରି କରିବେ ଅମିତ ଶାହ, ଜାଣନ୍ତୁ କ’ଣ ବିଶେଷ ରହିବ?

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ୩ୟ ସଂକଳ୍ପ ପତ୍ର ଜାରି କରିବୋ ବିଜେପି ଏହାର ତୃତୀୟ ସଂକଳ୍ପ ପତ୍ରରେ ଅନେକ ବଡ଼ ବଡ଼ ଯୋଜନା ପାଇଁ ପ୍ରତିଶ୍ରୁତି ଦେଇପାରୋ…

ମୁଣ୍ଡ ଉପରେ ୫୦ ହଜାର ଟଙ୍କାର ପୁରସ୍କାର, ସାବତ ଭାଇ ସହ ପୁରା ପରିବାରକୁ ହତ୍ୟା କରିଥିବା ନଇମ ବାବାଙ୍କ ଏନକାଉଣ୍ଟର

ମେରଠ: ଉତ୍ତରପ୍ରଦେଶ ମେରଠରେ ସାବତ ଭାଇ ଏବଂ ତାଙ୍କ ପରିବାରକୁ ନିର୍ମମ ଭାବରେ ହତ୍ୟା କରିଥିବା ତାନ୍ତ୍ରିକ ନଇମ ବାବାଙ୍କୁ ପୋଲିସ ଏନକାଉଣ୍ଟରରେ ହତ୍ୟା କରିଛି। ଶନିବାର ଭୋର ୩.୪୫ ମିନିଟରେ ଲିସାଡି ଗେଟ୍ ଥାନା ଅଞ୍ଚଳ…