ପୋଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗ୍‌, ମାଷ୍ଟରମାଇଣ୍ଡ ସହ ୪ ଗିରଫ

ବାରିପଦା: ଦିନକୁ ଦିନ ଲୁଟମାର୍ ଘଟଣା ସାମ୍ନାକୁ ଆସୁଥିବା ବେଳେ ପୋଲିସକୁ ମିିଳିଛି ବଡ଼ ସଫଳତ।। ସୁନା ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ପୋଲିସା ମାଷ୍ଟରମାଇଣ୍ଡ ସହ ୪ ଅଭିଯୁକ୍ତକୁ ପୋଲିସ ଗିରଫ କରିଛିା ଏହି…

ଦୁଇ ଦିନିଆ ଚୀନ୍ ଗସ୍ତରେ ଯିବେ ଭାରତୀୟ ବୈଦେଶିକ ସଚିବ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କରିପାରନ୍ତି ଆଲୋଚନା

ନୂଆଦିଲ୍ଲୀ: ଦୁଇ ଦିବସୀୟ ଚୀନ୍ ଗସ୍ତରେ ଯିବେ ଭାରତୀୟ ବୈଦେଶିକ ସଚିବ ସଚିନ୍ ମିସ୍ତ୍ରୀ । ଏହି ଗସ୍ତ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । ଗସ୍ତ କେବେ? ଭାରତୀୟ…

ପରମ୍ପରା ରକ୍ଷା ପାଇଁ ନୀରଜ ବି ନେଲେ ଯୌତୁକ, ହେଲେ ହୋଇଗଲେ ୧ ଟଙ୍କାରେ ସନ୍ତୁଷ୍ଟ

ନୂଆଦିଲ୍ଲୀ: ପରିଚୟ ସାଉଁଟିଥିବା ହରିୟାଣାର ଶାନ୍ ନୀରଜ ଚୋପ୍ରାଙ୍କୁ କିଏ ବା ନ ଜାଣେ । ଅଲମ୍ପିକ୍ସରେ ତାଙ୍କ ପ୍ରଦର୍ଶନକୁ ଦର୍ଶକ ଏଯାଏଁ ଭୁଲିପାରୁନାହାଁନ୍ତି । ସବୁବେଳେ ନିଜ କ୍ୟାରିୟର୍‌, ଖେଳକୁ ନେଇ…

ଅଧିକ କ୍ରୋଧ ସାଜିପାରେ ବିପଜ୍ଜନକ, ଥରିଥାଏ ହାତ ଗୋଡ଼, ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ

ଓଡ଼ିଶା ଭାସ୍କର: ପରିସ୍ଥିତି ଅନୁଯାୟୀ ମନୁଷ୍ୟ ବିଭିନ୍ନ ଭାବନା ପ୍ରଦର୍ଶନ କରିଥାଏ । ଯେପରି ହସିବା, କାନ୍ଦିବା, ରାଗିବା ଇତ୍ୟାଦି । ସାଧାରଣତଃ ମନୁଷ୍ୟ କ୍ରୋଧିତ ହେଲେ ଶରୀରରେ ଅନେକ ହର୍ମୋନାଲ ପରିବର୍ତ୍ତନ…

ସିଡ଼ି ତଳେ Bathroom କରିଛନ୍ତି କି? ଦେଖାଦେଇପାରେ ସ୍ୱାସ୍ଥ୍ୟ ସମସ୍ୟା, ଜାଣନ୍ତୁ ଏହା କ’ଣ କୁହନ୍ତି ବାସ୍ତୁ ଏକ୍ସପର୍ଟ

ଓଡ଼ିଶା ଭାସ୍କର: ବାସ୍ତୁ ଶାସ୍ତ୍ରରେ ଦିଗର ଅନେକ ମହତ୍ୱ ରହିଛି । ପ୍ରତ୍ୟେକ ଛୋଟ ବଡ଼ ଜିନିଷ ପାଇଁ ବାସ୍ତୁ ନିୟମ ରହିଛି । ଏହି ନିୟମର ପାଳନ କରିଲେ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ହୋଇଥାଏ ଏବଂ ନିୟମ…

ମୋ ବସ୍ କଲା ସିରିଜ୍ ଦୁର୍ଘଟଣା, ରାଜମହଲ- ମାଷ୍ଟରକ୍ୟାଣ୍ଟିନ୍ ଛକରେ ଅଘଟଣ, ୪ ଆହତ

ଭୁବନେଶ୍ୱର: ରାଜଧାନୀରେ ମୋ ବସ୍ ଘଟାଇଲା ସିରିଜ୍ ଦୁର୍ଘଟଣା। ରାଜମହଲ- ମାଷ୍ଟରକ୍ୟାଣ୍ଟିନ୍ ଛକ ମଝିରେ ସିରିଜ୍ ଦୁର୍ଘଟଣା ଦେଖିବାକୁ ମିଳିଛି  । ମାମଲା କ’ଣ: ମୋ ବସକୁ ପଛ ପଟୁ ଆଉ ଏକ ବସ୍ ପିଟିଥିଲ।। ଫଳରେ ପଛରେ…

ଝୁକେଗା ନହିଁ… ୱିକେଟ୍ ନେବା ପରେ ପୁଷ୍ପା ଷ୍ଟାଇଲରେ କଲେ ସେଲିବ୍ରେଟ୍‌, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଜାରି ରହିଛି ଅନ୍ତର୍ଜାତୀୟ ଲିଗ୍ ଟି-୨୦ । ବୁଧବାର ଖେଳାଯାଇଥିବା ମ୍ୟାଚରେ ଜଣେ ପାକିସ୍ତାନର ପୂର୍ବତନ ଦୃତ ବୋଲର ୱିକେଟ୍ ନେବା ପରେ ପୁଷ୍ପା ଷ୍ଟାଇଲରେ…

ନାକେଦମ୍ କରିଦେଇଛନ୍ତି କି ମୂଷା…ଚିନ୍ତା କରନ୍ତୁ ନାହିଁ, ଘରୁ ଘଉଡ଼ାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ଓଡ଼ିଶା ଭାସ୍କର: ଅଧିକାଂଶ ଘରେ ମୂଷାମାନେ ଉତ୍ପାତ କରିଥାନ୍ତିା ଘରେ ଥିବା ଲୁଗାପଟା ଠାରୁ ଆରମ୍ଭ କରି ଜରୁରୀ କାଗଜପତ୍ରଗୁଡ଼ିକୁ ଟୁକୁର ଟୁକୁର କରି ନଷ୍ଟ କରିଦିଅନ୍ତିା ମୂଷାଙ୍କ ଚଳପ୍ରଚଳ ଦ୍ୱାରା ଘରେ ଏକ ଅଜବ…

ସହପାଠୀଙ୍କୁ ଆଖିବୁଜା ଗୁଳିମାଡ଼ କଲେ ନାବାଳକ, ଜଣେ ମୃତ ଅନ୍ୟ ଜଣେ ଗୁରୁତର

ୱାଶିଂଟନ୍‌: ଆମେରିକାର ଏକ ସ୍କୁଲରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି । ଜଣେ ନାବାଳକ ସ୍କୁଲରେ ପଶି ଗୁଳିମାଡ଼ କରିଥିବା ସୂଚନା । ଆଖିବୁଜା ଗୁଳିମାଡ଼ ପରେ ନିଜକୁ ଗୁଳି କରି ହତ୍ୟା କଲା ନାବାଳକ । ଘଟଣା କ’ଣ:…

ଦୂଷିତ ହେଉଛି ଚିଲିକା, ସଂକଟରେ ଜୈବ ବିବିଧତା… ବିଜେଡିର ସାଙ୍ଘାତିକ ଅଭିଯୋଗ

ଓଡ଼ିଶା ଭାସ୍କର: ଦିନକୁ ଦିନ ବିଭିନ୍ନ ନଦୀ ନାଳ ଦୂଷିତ ହେବ ଖବର ସାମ୍ନାକୁ ଆସୁଛି। ଏଥିମଧ୍ୟରେ କଣାସରେ ଝାଡାବାନ୍ତିକୁ ନେଇ ପୁଣି ସାମ୍ବାଦିକ ସମ୍ମିଳନୀ କରିଛି ବିଜେଡି। ଲୋକଙ୍କ ସଂଘର୍ଷ: ଦୀର୍ଘ ୧୫ ଦିନ ହେବ…