୧୦ ବର୍ଷର ପୁଅ ଉପରେ ବସିଗଲା ଦେଢ଼ କ୍ୱିଣ୍ଟାଲର ମାଆ, ଶେଷରେ ଅଣନିଃଶ୍ୱାସୀ ହୋଇ…
ୱାଶିଂଟନ୍: ଜଣେ ମାଆ ପାଇଁ ଚାଲିଗଲା ପୁଅର ଜୀବନ । ଏହା ଠାରୁ ଦୁଃଖଦାୟକ ଆଉ କ'ଣ ହୋଇପାରେ ।
ଜଣେ ମହିଳା ଯାହାଙ୍କ ଓଜନ ପ୍ରାୟ ୧୫୪ କିଲୋଗ୍ରାମ ତାଙ୍କ ପୁଅ ଉପରେ ବସି ହତ୍ୟା କରିବା ଅଭିଯୋଗରେ ତାଙ୍କୁ ୬ ବର୍ଷ ଜେଣ…