ହାୱାର୍ଡ଼ ବିଶ୍ୱବିଦ୍ୟାଳୟ ଡ୍ରପ୍ ଆଉଟ୍‌…ମାତ୍ର ୧୩ ବର୍ଷ ବୟସରେ ପ୍ରସ୍ତୁତ କରିଥିଲେ ପ୍ରଥମ ସଫ୍ଟୱେୟାର ପ୍ରୋଗ୍ରାମ

ଓଡ଼ିଶା ଭାସ୍କର: ଦୁନିଆର ଜଣେ ଧନୀ ବ୍ୟକ୍ତି ଭାବରେ ସେ ବେଶ ଜଣାଶୁଣା । ଜଣେ ସଫଳ ବ୍ୟବସାୟୀ ସହ ଉଦାର ହୃଦୟର ବ୍ୟକ୍ତିତ୍ୱର ଅଧିକାରୀ । ଯୁବା ବୟସରେ ବୈଷୟିକ କ୍ଷେତ୍ରରେ ବିପ୍ଳବ ଆଣିଥିବା ହେଉଛନ୍ତି ହାୱାର୍ଡ଼…

ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣ ମୁକାବିଲା ପାଇଁ ମଇଦାନକୁ ଓହ୍ଲାଇବେ ୧୦ ହଜାର ସିଭିଲ ଡିଫେନ୍ସ ଭଲିଣ୍ଟିୟର, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଦିନକୁ ଦିନ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ବଢ଼ିବାରେ ଲାଗିଛି । ଫଳରେ ଦିଲ୍ଲୀବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦିଲ୍ଲୀରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆତିଶୀ ବଡ଼…

ପିଲାଦିନେ ଲଣ୍ଡା ହୋଇଥିଲେ ମାଧୁରୀ, ଦୀପାବଳି ଦିନ ଘଟଣାକୁ ଆଜି ବି ମନେପକାଇ ଡରନ୍ତି ଅଭିନେତ୍ରୀ

ମୁମ୍ବାଇ: ଆଲୋକର ପର୍ବ ଦୀପାବଳି । ସମସ୍ତେ ନିଜ ପରିବାର, ସାଙ୍ଗସାଥି ଓ ପ୍ରିୟଜନଙ୍କ ସହ ଉତ୍ସାହର ସହ ଦୀପାବଳି ପର୍ବ ପାଳନ କରିଥାନ୍ତି । ଏହି ଦିନ ପ୍ରଭୁ ଶ୍ରୀ ରାମ ୧୪ ବର୍ଷର ବନବାସ ଶେଷ କରି ରାବଣର ବଧ କରିବା ପରେ…

(Video): ଟ୍ରେନର ବିପରିତ ଦିଗରେ ଓହ୍ଲାଉଥିଲେ ଯୁବକ, ଧାଇଁ ଆସିଲେ ପ୍ଲାଟଫର୍ମ ଯାତ୍ରୀ, ଆଉ ତା’ ପରେ…

ମୁମ୍ବାଇ: ଭାରତରେ ଅଧିକାଂଶ ବ୍ୟକ୍ତ ଟ୍ରେନରେ ଯାତ୍ରା କରିଥାନ୍ତି । ବିଶେଷ କରି ଦିଲ୍ଲୀ, ମୁମ୍ବାଇ, କୋଲକାତା ଭଳି ସହରରେ ଲୋକମାନେ ଅଧିକାଂଶ ଲୋକାଲ ଟେନର ସାହାରା ନେଇଥାନ୍ତି । ଏହା ସମୟ ସଞ୍ଚୟ କରିବା ସହ ଟ୍ରାଫିକ୍…

‘ସତ୍ୟ ସପକ୍ଷରେ ଭୋଟ୍ ଦିଅନ୍ତୁ, ମୁଁ ଆପଣଙ୍କୁ…’, ୱାୟନାଡ୍ ଉପ ନିର୍ବାଚନ ପ୍ରଚାର ସମୟରେ କହିଥିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କେରଳ ୱାୟନାଡ୍ ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରଚାର କରିଥିଲେ । ସେହି ସମୟରେ ସେ ଏକ ରୋଡ୍ ଶୋ ବି କରିଥିଲେ । ସେଠାରେ ଜନସଭାକୁ ସମ୍ବୋଧିତ କରି…

ରିଲିଜ୍ ପୂର୍ବରୁ Singham Againର ଆଡଭାନ୍ସ ବୁକିଂ, ବିଦେଶରେ ଫିଲ୍ମକୁ ନେଇ ଦେଖାଦେଇଛି କ୍ରେଜ୍

ମୁମ୍ବାଇ: ଅଜୟ ଦେବଗନଙ୍କ ବହୁ ପ୍ରତିକ୍ଷିତ ସିଙ୍ଘମ ଅଗେନ୍ ରିଲିଜକୁ ନେଇ ବର୍ତ୍ତମାନ ୪ ଦିନ ବାକି ରହିଛି । ଏହି ଫିଲ୍ମକୁ ନେଇ ଭାରତରେ କ୍ରେଜ୍ ସାଙ୍ଗକୁ ବିଦେଶରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । ଅମିତାଭ ବଚ୍ଚନ,…

‘ମୁଁ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେଲେ ପାଣି ବିଲ୍ ଛାଡ଼ କରିବି’, ଦିଲ୍ଲୀ ଜନତାଙ୍କୁ ପ୍ରତିଶ୍ରୁତି ଦେଲେ କେଜରିୱାଲ

ନୂଆଦିଲ୍ଲୀ: ‘ଆମ୍ ଆଦମୀ ପାର୍ଟି(ଆପ୍) ସରକାର ଦୀର୍ଘ ୧୦ ବର୍ଷ ଧରି ଦିଲ୍ଲୀବାସୀଙ୍କ ସଚ୍ଚୋଟତାର ସହ ସେବା କରିଆସିଛନ୍ତି । ଏଭଳି ଅନେକ କାର୍ଯ୍ୟ ବି କରିଛି ଯାହା ଦେଶର ଅନ୍ୟ କୌଣସି ରାଜ୍ୟର ସରକାର କରିନଥିଲେ ।’…

ଜଙ୍ଗଲ ଭିତରୁ ବସ୍ତା ବସ୍ତା ଗଞ୍ଜେଇ ଜବତ, ବାହାରକୁ ଚୋରାଚାଲାଣ ହେଉଥିବା ସନ୍ଦେହ

ବୈପାରିଗୁଡ଼ା: ଦିନକୁ ଦିନ ଗଞ୍ଜେଇ ଚୋରାଚାଲାଣକାରୀଙ୍କ ରାଜୁତି ବୃଦ୍ଧି ପାଉଥିବାବେଳେ ବୈପାରିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ଘଞ୍ଚ ଜଙ୍ଗଲ ଭିତରୁ ବସ୍ତା ବସ୍ତା ଗଞ୍ଜେଇ ଜବତ କରିଛି ପୋଲିସ । ତେବେ ଉକ୍ତ…

ଘର ଭଡ଼ା ଦେଉଥିଲେ ସାବଧାନ ! ମାଲିକାନା ଦାବି କରିପାରନ୍ତି ଭଡ଼ାଟିଆ, ଜାଣନ୍ତୁ ଘର ମାଲିକ କିପରି ରଖିବେ ନିଜକୁ ସୁରକ୍ଷିତ

ଓଡ଼ିଶା ଭାସ୍କର: ଆଜିକାଲି ଘର ଭଡ଼ା ରୋଜଗାରର ଏକ ବିକଳ୍ପ ପନ୍ଥା ପାଲଟିଯାଇଛି । ଏହା ଅଧିକାଂଶ ଲୋକଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରିଥାଏ । ବିଶେଷ କରି ବଡ଼ ବଡ଼ ସହର କିମ୍ବା ଦିଲ୍ଲୀ, ମୁମ୍ବାଇ ଭଳି ମେଟ୍ରୋ ସହର…

ICUରେ ଭର୍ତ୍ତି ହେଲେ ବିଶିଷ୍ଟ ଲୋକ ଗାୟିକା, ତାଙ୍କ ସ୍ୱାସ୍ଥ୍ୟବସ୍ଥା ଚିନ୍ତାଜନକ ବୋଲି କହିଲେ ଡାକ୍ତର

ନୂଆଦିଲ୍ଲୀ: ବିହାରର ବିଶିଷ୍ଟ ଲୋକ ଗାୟିକା ଶାରଦା ସିହ୍ନାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ପଦ୍ମ ଭୂଷଣରେ ସମ୍ମାନିତ ୭୨ ବର୍ଷୀୟା ଗାୟିକା ବର୍ତ୍ତମାନ…