ଆୟକର ସଞ୍ଚୟ ପାଇଁ କାହିଁକି ELSS ଏକ ଉତ୍ତମ ବିକଳ୍ପ? ଜାଣନ୍ତୁ କଣ କୁହନ୍ତି ଏକ୍ସପର୍ଟ

ନୂଆଦିଲ୍ଲୀ: ମାର୍ଚ୍ଚ ମାସ ପାଖେଇ ଆସିଲେ ଅଧିକାଂଶ ବ୍ୟକ୍ତି ଆୟକରକୁ ନେଇ ଚିନ୍ତିତ ଥାନ୍ତି । ଆୟକରରୁ ବର୍ତ୍ତିବା ପାଇଁ ସେମାନେ ବିଭିନ୍ନ ବିକଳ୍ପ ଖୋଜିଥାନ୍ତି । କିନ୍ତୁ ଏହି ବିକଳ୍ପ ସହ କେଉଁ ଟିକସ ଯୋଜନା…

କେବେ ବାହା ହେବେ ଆଦାନୀଙ୍କ ପୁଅ? ମହାକୁୁମ୍ଭରେ ବଡ଼ ଖୁଲାସା

ନୂଆଦିଲ୍ଲୀ: ଆଦାନୀ ଗ୍ରୁପର ଚେୟାରମ୍ୟାନ୍ ଗୌତମ ଆଦାନୀ ତାଙ୍କ ପୁଅ ଜିତ୍ ଆଦାନୀଙ୍କ ବିବାହକୁ ନେଇ ବଡ଼ ଘୋଷଣା କରିଛନ୍ତି। ପ୍ରୟାଗରାଜ ମହାକୁମ୍ଭରେ ନିଜ ପରିବାର ସହ ପହଞ୍ଚି ସାନ ପୁଅ ଜିତ୍ ଆଦାନୀଙ୍କ ବିବାହ…

କିପରି ଜାଣିବେ ଆପଣ ଦୁର୍ବଳ ବ୍ୟକ୍ତିତ୍ୱର ଶିକାର ଅଟନ୍ତି ? ଏହି ସଂକେତ ଦେଖାଗଲେ ହୋଇଯାଆନ୍ତୁ ସାବଧାନ

ଓଡ଼ିଶା ଭାସ୍କର: ବ୍ୟକ୍ତିର ବ୍ୟକ୍ତିତ୍ୱ ସେମାନଙ୍କ ବିଷୟରେ ଅନେକ କିଛି କହିଥାଏ। ସେମାନଙ୍କ ସକାରାତ୍ମକ ଏବଂ ନକାରାତ୍ମକ ପର୍ସନାଲିଟି ଅନେକ ଉପାୟରେ ଆମକୁ ପ୍ରଭାବିତ କରିଥାନ୍ତି । ବ୍ୟକ୍ତି ଜଣଙ୍କ କଥାବାର୍ତ୍ତା,…

ଏବେ ହ୍ୱାଟ୍ସଆପରେ ପାଇପାରିବେ ଜନ୍ମ-ମୃତ୍ୟୁ ପ୍ରମାଣପତ୍ର, ସରକାରୀ ଅଫିସର ଚକ୍କର ଲଗାଇବା ଝିନ୍‌ଝଟରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ: ଏଣିକି ସହଜରେ ପାଇପାରିବେ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର । ଏହି ପ୍ରମାଣପତ୍ର ପାଇଁ ବ୍ୟକ୍ତିକୁ ବାରମ୍ବାର ସରକାରୀ ଅଫିସ ଯିବାକୁ ପଡ଼ିବ ନାହିଁ । ଜନସାଧାରଣଙ୍କ ଏହି ସମସ୍ୟାକୁ ଲାଘବ କରିବା ପାଇଁ…

ସାମ୍ବାଦିକଙ୍କ ପାଇଁ ଅଫିସ ମନା, ବିଭିନ୍ନ ବିଭାଗ ଗେଟ୍ ସାମ୍ନାରେ ଲାଗିଲା ପୋଷ୍ଟର

ଦିଗପହଣ୍ଡି: ସାମ୍ବାଦିକଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଏବେ ବିଭିନ୍ନ ଅଫିସରେ ପ୍ରବେଶ କରିପାରିବେ ନାହିଁ ସାମ୍ବାଦିକ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପରିସରରେ ବିଭିନ୍ନ ବିଭାଗର ଗେଟ୍ ସାମ୍ନାରେ…

ଦିଲ୍ଲୀ ବିଧାନସଭା ନିର୍ବାଚନ: କେତେ ଜଣ ଭରିଲେ ନାମାଙ୍କନ, ଖୋଲି କହିଲା ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୈତିକ ମାହୋଲ । ଏଥିମଧ୍ୟରେ ଜାନୁଆରୀ ୧୭ରେ ଶେଷ ହୋଇଛି ନାମାଙ୍କନ ପ୍ରକ୍ରିୟା । ସେହିପରି ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ ହେଉଛି…

ଚମ୍ପିଆନ୍ସ ଟ୍ରଫିରୁ ବାଦ୍ ପଡ଼ିଲେ ସଞ୍ଜୁ ସାମସନ୍‌, KCA ସ୍ପଷ୍ଟ କଲା କାରଣ

ନୂଆଦିଲ୍ଲୀ: ଆଇସିସି ଚମ୍ପିଆନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳର ଘୋଷଣା ଶେଷ ହୋଇଛି । କିନ୍ତୁ ଷ୍ଟାର ୱିକେଟ୍‌ରକ୍ଷକ ତଥା ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନଙ୍କ ନାଁ ଏଥିରୁ ବାଦ୍ ପଡ଼ିଛି । ସେ ଫର୍ମରେ ଥାଇ ମଧ୍ୟ…

ଆଜିଠାରୁ ଭିତରକନିକାରେ କୁମ୍ଭୀର ଗଣନା, ୨୨ ତାରିଖ ଯାଏଁ ପର୍ଯ୍ୟଟକଙ୍କୁ ମନା

ରାଜନଗର: ବନ୍ଦ ରହିବ ଭିତରକନିକା । ଆଜିଠାରୁ ଆସନ୍ତା ୨୨ ତାରିଖ ଯାଏଁ ବଉଳା କୁମ୍ଭୀର ଗଣନା ହେବ। ରାଜନଗର ବନଖଣ୍ଡର ୫ଟି ରେଞ୍ଜର ନଦୀନାଳରେ ହେବ ଗଣନା। ଗଣନା ପାଇଁ ଟିମ୍: କୁମ୍ଭୀର ଗଣନାରେ ବନ ବିଭାଗର ୨୨ଟିମ୍…

ମହାକୁମ୍ଭରେ ବାବାଙ୍କ ସୁନା ବେଶ; ଲୋକେ ଦେଖି ଚକିତ, ବାବା କହିଲେ ଏହା ତାଙ୍କ ଗୁରୁଙ୍କ ପ୍ରତି ଶ୍ରଦ୍ଧାର ପ୍ରତୀକ

ପ୍ରୟାଗରାଜ: ମହାକୁମ୍ଭରେ ‘ଗୋଲ୍ଡେନ୍ ବାବା’ଙ୍କୁ ନେଇ ଏବେ ଚର୍ଚ୍ଚା । ଜଣେ ବୈରାଗୀ ହୋଇଥିଲେ ମଧ୍ୟ ସୁନାରେ ଛାଉଣୀ ହୋଇଥିବା ଏହି ବାବା ବର୍ତ୍ତମାନ ଅକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତାଙ୍କ ନିଆରା ବେଶ…

ମହାକୁମ୍ଭ ସ୍ନାନ କରିବେ ମୋଦୀ! ନିଜ କ୍ୟାବିନେଟ୍ ସହ ସାମିଲ ହେବେ ଯୋଗୀ

ନୂଆଦିଲ୍ଲୀ: ପ୍ରୟାଗରାଜରେ ବତ୍ତର୍ମାନ ମହାକୁମ୍ଭର ଆଧ୍ୟାତ୍ମିକ ପରିବେଶ । ଦେଶ ତଥା ବିଦେଶର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ସାଧୁସନ୍ଥ ତଥା ଶ୍ରଦ୍ଧାଳୁ ପବିତ୍ର ସଙ୍ଗମରେ ବୁଡ଼ ପକାଇବା ପାଇଁ ସୁଅ ଛୁଟୁଛି । ଏଥିମଧ୍ୟରେ…