ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି, ମାମଲା ତୁଟାଇବା ପାଇଁ ନେଉଥିଲେ ଲାଞ୍ଚ

କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ ଚକବନ୍ଦୀ ଅଫିସର ବରିଷ୍ଠ କିରାଣି । ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି । ଜମିଜମା ମାମଲା ସମାଧାନ ଲାଗି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା…

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ, ମୋତେ ବଦନାମ କିରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ସ୍ପଷ୍ଟିକରଣ ଦେଲେ ରାଜ୍ୟପାଳ

କୋଲକାତା: ବର୍ତ୍ତମାନ ନିର୍ବାଚନ ସମୟ । ନାମଙ୍କନ ଦାଖଲ ଏବଂ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ । ଏଥିମଧ୍ୟରେ ପଶ୍ଚିମବଙ୍ଗର ରାଜ୍ୟପାଳ ସି ଭି ଆନନ୍ଦ ବୋଷଙ୍କୁ ନେଇ ଏକ…

Vastu Tips: ଅଫିସ୍ ଟେବୁଲରେ ଭୁଲରେ ବି ରଖନ୍ତୁ ନାହିଁ ଏହି ଜିନିଷ, ଅଟକି ଯିବ ପ୍ରଗତି, ବିଳମ୍ବରେ ମିଳିବ ସଫଳତା

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବାସ୍ତୁ ଶାସ୍ତ୍ର ଆମ ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ । ବାସ୍ତୁ ଶାସ୍ତ୍ରର ସକାରାତ୍ମକ ଉର୍ଜ୍ଜା ଜୀବନରେ ସୁଖ, ସମୃଦ୍ଧି, ଶାନ୍ତି ବୃଦ୍ଧି କରିଥାଏ । ସେହିପରି…

CPI ଜାତୀୟ ସଚିବ ଅତୁଲ କୁମାର ଅଞ୍ଜାନଙ୍କ ପରଲୋକ, ଦୀର୍ଘ ଦିନ ଆଇସିୟୁରେ ଚିକିତ୍ସିତ ହେଉଥିଲେ

ଲକ୍ଷ୍ନୌ: ଭାରତୀୟ କମ୍ୟୁନିଷ୍ଟ ପାର୍ଟି(CPI)ର ଜାତୀୟ ସଚିବ ଅତୁଲ କୁମାର ଅଞ୍ଜାନଙ୍କ ଶୁକ୍ରବାର ନିଧନ ହୋଇଛି । ସେ ଦୀର୍ଘ ଦିିନରୁ କ୍ୟାନସରରେ ପୀଡ଼ିତ ଥିଲେ । ଗତ ଏକ ମାସ ଧରି ଲକ୍ଷ୍ନୌର ଏକ ଘରୋଇ ହସ୍ପିଟାଲରେ…

ନାମାଙ୍କନ ଦାଖଲ କଲେ ଅପରାଜିତା ଏବଂ ମନ୍ମଥ, ଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ମୁହାଁମୁହିଁ ହେଲେ ବିଜେଡି- ବିଜେପି କର୍ମୀ

ଭୁବନେଶ୍ୱର: ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଅନ୍ୟ ହେୱିୱେଟ୍ ନାମାଙ୍କନ ଦାଖଲ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବିଜେଡି ଭୁବନେଶ୍ୱର ସାଂସଦ…

କଣ୍ଟାବାଞ୍ଜି ବିଧାନସଭା ଆସନରୁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଣ୍ଟାବାଞ୍ଜି: ଆଜି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଆସନ ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିଟିଲାଗଡ଼ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି…

(Video): ବର ଦେଲେ ଏପରି ବିବାହ ଉପହାର ଯାହାକୁ ଦେଖି ହସ ସମ୍ଭାଳି ପାରିଲେ ନାହିଁ କନିଆ, ସମସ୍ତେ ହେଲେ ଆଶ୍ଚର୍ଯ୍ୟ

ଓଡ଼ିଶା ଭାସ୍କର: ଅନ୍ୟ ଠାରୁ ଉପହାରଟିଏ ପାଇଲେ ଆମେ ଖୁସି ହୋଇଥାଉ । କିନ୍ତୁ ବେଳେ ବେଳେ ଅନ୍ୟ ବ୍ୟକ୍ତି ଯେ ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା କହିବା ପାଇଁ ମଧ୍ୟ ଉପହାରର ସାହାରା ନେବାକୁ ପଡ଼ିଥାଏ । ଆମ ମନର କଥା…

ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ମତଦାନ ସମୟରେ ୧ ଘଣ୍ଟା ବୃଦ୍ଧି, ଜାଣନ୍ତୁ କେଉଁ ରାଜ୍ୟରେ ଲାଗୁ ହେଲା ଏହି ନିୟମ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏଥିମଧ୍ୟରେ ଦେଶରେ ଜାରି ରହିଥିବା ଗ୍ରୀଷ୍ମ ଲହରୀ ଯୋଗୁଁ ସାଧାରଣଜନତା ନିାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି…

ଢେଙ୍କାନାଳରେ ହଠାତ ଅବତରଣ କଲା ହେଲିକପ୍ଟର, ସନ୍ଦିଗ୍ଧ ହେଲିକପ୍ଟରକୁ ନେଇ ଜାରି ରହିଛି ତଦନ୍ତ

ଢେଙ୍କାନାଳ: ପଡ଼ିଆରେ ହଠାତ ଅବତରଣ କଲା ହେଲିକପ୍ଟର । ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ ନେଇ ପ୍ରଶାସନ ପାଖରେ କୌଣସି ସୂଚନା ନାହିଁ । ତେବେ ଘଟଣାସ୍ଥଳରେ ପୋଲିସ ଓ ନିର୍ବାଚନ ଫ୍ଲାଇଂ ସ୍କ୍ୱାଡ୍‌ ପହଂଚି ତଦନ୍ତ…

ଭୁଲରେ ବି Fridgeରେ ରଖନ୍ତୁ ନାହିଁ ଚକଟା ଅଟା, ଦେଖାଦେଇପାରେ ଏହି ସ୍ୱାସ୍ଥ୍ୟ ସମସ୍ୟା

ଓଡ଼ିଶା ଭାସ୍କର: ଆଜିକାଲି ଉଭୟ ଦମ୍ପତ୍ତି କର୍ମଜୀବୀ । ତେଣୁ ସବୁଦିନ ରୋଷେଇ କରିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇନଥାଏ । ଏହି ସମସ୍ୟାର ସମାଧାନ ପାଇଁ ଅଧିକାଂଶ ଫ୍ରିଜ୍ ଉପରେ ନିର୍ଭରଶୀଳ ହୋଇଥାନ୍ତି । ରାତିରେ ରୋଷେଇ…