ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କଲା ସ୍ୱାମୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବାଲେଶ୍ୱର: ପୁରୁଷୋତ୍ତମପୁର ଅଞ୍ଚଳରେ ଜଣେ ମହିଳାଙ୍କୁ ଛୁରାମାଡ଼ । ପୁରୁଷୋତ୍ତମପୁର ଅଞ୍ଚଳରେ ରୀତାଞ୍ଜଳି ନାମକ ଏକ ମହିଳାଙ୍କୁ ତାଙ୍କ ସ୍ୱାମୀ ମରଣାନ୍ତକ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି । ଏନେଇ ଉକ୍ତ…

EKYC ନକଲେ କଟିଯିବ ରାସନ୍ କାର୍ଡ଼, ଗାଇଡଲାଇନ୍ ଜାରି କଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ରାସନ୍ କାର୍ଡ଼କୁ ନେଇ ଆସିଲା ବଡ଼ ଖବର । EKYC ନକଲେ କଟିଯିବ ରାସନ୍ କାର୍ଡ଼ । ରାସନ୍ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଗାଇଡଲାଇନ୍ ଜାରି କରିଛନ୍ତି । ତୁରନ୍ତ କରନ୍ତୁ E-KYC: ରାସନ…

ମାତ୍ର ୫୦୦ ଟଙ୍କା ପାଇଁ ବଡ଼ ଭାଇ ସାଜିଲା ହତ୍ୟାକାରୀ, ସାନ ଭାଇ ଉପରେ ସୁଝିଲା ରାଗ

ଥାନେ: ମଦ ନିଶାରେ ଭୁଲିଗଲେ ରକ୍ତ ସମ୍ପର୍କ । ସାମାନ୍ୟ କେଇଟା ଟଙ୍କା ପାଇଁ ଭାଇ ସାଜିଲା ହତ୍ୟାକରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ଥାନେ ଜିଲ୍ଲାରେ । ମାମଲା କ’ଣ: ମଙ୍ଗଳବାର ଥାନେ…

ଟ୍ରକକୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍‌, ୨ ଆହତ

ବୌଦ୍ଧ: ଅଭିଯୁକ୍ତକୁ ନେଇ ଯାଉଥିବା ଏକ କୋର୍ଟ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି । ମନମୁଣ୍ଡା ଗାନ୍ଧୀ ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ଭାରସାମ୍ୟ ହରାଇ ଟ୍ରକକୁ ପଛପଟୁ ପିଟିଥିଲା କୋର୍ଟ…

ହେଡଫୋନ୍ କରିଦେବ କାଲା, କିପରି ରହିବେ ସାବଧାନ

ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ହେଡଫୋନ୍ କ୍ରେଜ୍ ଦେଖିବାକୁ ମିଳୁଛି । ସଙ୍ଗୀତର ମଜାକୁ ଦ୍ୱିଗୁଣିତ କରିବା ପାଇଁ ଅଧିକାଂଶ ହେଡଫୋନର ସାହାରା ନେଇଥାନ୍ତି । ବଜାରରେ ୱାୟାରଲେସ୍…

ଦାଦନ ପାଇଁ ଯାଇ ଶବ ହୋଇ ଫେରିଲା ଘରର ଏକମାତ୍ର ଭେଣ୍ଡିଆ ପୁଅ, ଶୁଖୁନି ପରିବାର ଆଖିର ଲୁହ

ଯାଜପୁର: ସରୁନି ଦାଦନ ଦୁଃଖ । ପରିବାର ପ୍ରତିପୋଷଣ ଦୁଇ ପଇସା ରୋଜଗାର କରିବାକୁ ଯାଇଥିଲେ କିନ୍ତୁ ଏବେ ଶବ ହୋଇ ଫେରିଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଓଲ୍ଲଳ…

ଆରପାରିରେ ଅଖିଲେଶ ଯାଦବଙ୍କ କାକା ରାଜପାଳ ସିଂହ, ଚିକିତ୍ସାଧୀନ ଅବସ୍ଥାରେ କଲେ ଶେଷ ନିଃଶ୍ୱାସ ତ୍ୟାଗ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ କାକା ରାଜପାଲ ସିଂହ ଯାଦବଙ୍କ ଦେହାନ୍ତ ହୋଇଛି । ଅଖିଳେଶ ଯାଦବଙ୍କ କାକା ରାଜପାଲ ସିଂହ ଯାଦବଙ୍କ ଗୁରୁଗ୍ରାମର ମେଦାନ୍ତ…

ତିରୁପତି ବାଲାଜୀ ମନ୍ଦିରର ଟୋକନ୍ ସିଷ୍ଟମ କିପରି? ଜାଣନ୍ତୁ ଦିବ୍ୟାଙ୍ଗଙ୍କ ପାଇଁ କ’ଣ ରହିଛି ଦର୍ଶନ ବ୍ୟବସ୍ଥା

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶ ସ୍ଥିତ ତିରୁପତି ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ତିରୁମାଲା ତିରୁପତି ଦେବସ୍ଥାନମ୍(TTD) ଟୋକନ ବ୍ୟବସ୍ଥା ଲାଗୁ କରିଛି । ଆସନ୍ତା ଜାନୁଆରୀ ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ବୈକୁଣ୍ଠ…

ଅଳିଆ ପାଇଁ ତୁମୁଳ କାଣ୍ଡ, ଭାଙ୍ଗିଲା ଆଜବେଷ୍ଟେସ୍ ଘର, ୩ ଆହତ

ଖଲ୍ଲିକୋଟ: ଅଳିଆକୁ ନେଇ ଗୋଷ୍ଠୀ ସଂଘର୍ଷ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖଲ୍ଲୀକୋଟର ଏକ ଗାଁରେ । ଆଳିଆ ପାଇଁ କାଣ୍ଡ: ଅଳିଆ ପକାଇବାକୁ ନେଇ ପଥରା ଓ ଓଡ଼ିଆ…

ହୁତୁ ହୁତୁ ହୋଇ ଜଳିଗଲା ଜଙ୍ଗଲ, ୫ ମୃତ

ଲସ୍ ଏଞ୍ଜେଲ୍ସ: ଆମେରିକା ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି । ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା । ଜଙ୍ଗଲ…