ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳକୁ ବଡ଼ ଝଟକା, ଦ୍ୱିତୀୟ ଟେଷ୍ଟରୁ ବିଦା ହେଲେ ଟେମ୍ବା ବାଭୁମା
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର ଦ୍ୱିତୀୟ ଏବଂ ଶେଷ ଟେଷ୍ଟ ମ୍ୟାଚ କେପ୍ଟାଉନରେ ଜାନୁଆରୀ ୩ରୁ ଖେଲାଯିବ । ଏଥିମଧ୍ୟରେ ସେଞ୍ଚୁରିୟନ ଟେଷ୍ଟରେ ଭାରତୀୟ ଦଳକୁ ୩୨ ରନରେ ହରାଇଥିବା…