ଦୀପାବଳି ପାଲଟିଲା କାଳରାତି; ବାପା-ପୁଅ ଓ ଭଣଜାଙ୍କ ଉପରେ ଗୁଳିମାଡ଼, ୨ ମୃତ ଜଣେ ଗୁରୁତର

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ଧୁମଧାମରେ ଦୀପାବଳି ପାଳନ କରିଥିଲେ । କିନ୍ତୁ ଦୀପାବଳି ରାତି ଫାୟରିଂରେ ଥରିଉଠିଥିଲା ଦିଲ୍ଲୀ ସହର । ଗୁରୁବାର ଦିଲ୍ଲୀ ଶାହଦରା ସ୍ଥିତ ଫର୍ଶ ବଜାର ଅଞ୍ଚଳରେ ଡବଲ ମର୍ଡ଼ର…

ସକାଳେ ଉଠିବାକୁ ନଖରା କରୁଛନ୍ତି କି ଆପଣଙ୍କ ପିଲା, ଉଠାଇବା ପାଇଁ ଆପଣାନ୍ତୁ ସହଜ ଉପାୟ

ଓଡ଼ିଶା ଭାସ୍କର: ସକାଳୁ ସକାରଳୁ ଛୋଟ ପିଲାଙ୍କୁ ସ୍କୁଲ ଯିବା ପାଇଁ ଉଠାଇବା ନେଇ ମାଆମାନଙ୍କୁ ଅନେକ ସମସ୍ୟା ହୋଇଥାଏ । ପିଲାଙ୍କୁ ଜୋର ଜବରଦସ୍ତି ଉଠାଇବା ଦ୍ୱାରା ସେମାନେ ଅଧିକ ଚିଡ଼ଚିଡ଼ା ହେବା ସହ କାନ୍ଦିଥାନ୍ତି ।…

ଅଯୋଧ୍ୟାରେ ଲକ୍ଷ ଲକ୍ଷ ଦୀପ ଗଣନା କିପରି ହୋଇଥାଏ, ଜାଣନ୍ତୁ କ’ଣ କୁହନ୍ତି ବିଶ୍ୱ ରେକର୍ଡ଼ ଏକ୍ସପର୍ଟ

ଲକ୍ଷ୍ନୌ: ଆଲୋକର ପର୍ବ ଦୀପାବଳି । ଆନ୍ଧକାର ଉପରେ ଆଲୋକର ବିଜୟ ବାର୍ତ୍ତା ଦେଇଥାଏ । ଗାଁରୁ ସହର ପର୍ଯ୍ୟନ୍ତ ସବୁଆଡ଼େ ଉତ୍ସାହର ମାହୋଲ । ନିକଟରେ ଅଯୋଧ୍ୟାରେ ଦୀପୋତ୍ସବ ଅନୁଷ୍ଠିତ ହୋଇଥିଲା ଯାହା ପୁଣି ଥରେ ବିଶ୍ୱ…

ୟୁନିଟ୍ ୧ ମାର୍କେଟରୁ ପତ୍ନୀଙ୍କ ସହ ଦୀପ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨ ଦିନିଆ କେନ୍ଦୁଝର ଗସ୍ତକୁ ଯିବେ । ଏହା ପୂର୍ବରୁ ସେ ତାଙ୍କ ପତ୍ନୀଙ୍କ ସହ ୟୁନିଟ୍ ୧ ମାର୍କେଟ ଆସିଥିଲେ । ସେଠାରେ ଫୁଟପାଥରୁ ଦୀପ ସହ ଅନ୍ୟାନ୍ୟ ସାମଗ୍ରୀ…

ମୋମୋ ଟ୍ରାଜେଡି: ୧ ବର୍ଷ ପାଇଁ ମାୟୋନିଜ୍ ଉପରେ ଲାଗିଲା ବ୍ୟାନ୍‌, ମୋମୋ ଖାଇ ମହିଳାଙ୍କ ମୃତ୍ୟୁ ପରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ମୋମୋ ନାଁ ଶୁଣିଲେ ପାଟିରୁ ଲାଳ ଗଡ଼ିଥାଏ । ପିଲାଙ୍କ ଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ ଆସିଥାଏ ସୁଆଦିଆ ମୋମୋ । କହିବାକୁ ଗଲେ ଧୀରେ ଧୀରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମୋମୋର ଚାହିଦା…

ଶିମିଳିପାଳ ଅଭୟାରଣ୍ୟରେ ପ୍ରଥମ କରି ବାରହା ଶିକାର କଲା ‘ଯମୁନା’

ବାରିପଦା: କିଛି ଦିନ ପୂର୍ବେ ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟ ଆସିଥିଲା ବାଘୁଣୀ ‘ଯମୁନା’ । ଶିମିଳିପାଳ ଅଞ୍ଚଳରେ ଥିବା କୋର ଅଞ୍ଚଳରେ ଥିବା ଏନକ୍ଲୋଜରରେ ତାକୁ ଛଡ଼ାଯାଇଥିଲା । ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି…

ଗାଁରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ, ସୋହରାଇ ପୂଜାରେ ହେବେ ସାମିଲ

ଭୁବନେଶ୍ୱର: ଆଜିଠାରୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଜନ୍ମମାଟିରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗାଁରେ ପରିବାର ଏବଂ ଗାଁ ଲୋକଙ୍କ ଗହଣରେ ପାଳନ କରିବେ ଦୀପାବଳି ।…

୫ ବର୍ଷରେ ସମ୍ପତ୍ତିରେ ୫୭୫% ବୃଦ୍ଧି, ଜାଣନ୍ତୁ ମହାରାଷ୍ଟ୍ରର ସବୁଠାରୁ ଧନୀ ପ୍ରାର୍ଥୀ କେତେ ସମ୍ପତ୍ତିର ମାଲିକ

ନୂଆଦିଲ୍ଲୀ: ପାଖେଇ ଆସୁଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ଏଥିମଧ୍ୟରେ ରାଜ୍ୟର ପ୍ରାୟ ୮ ହଜାର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ତେବେ…

ଉତ୍ତରପ୍ରଦେଶ ବିଧାନସଭା ଉପ ନିର୍ବାଚନ: ୫ ଜଣ ପ୍ରାର୍ଥୀ ପ୍ରତ୍ୟାହାର କଲେ ନାମାଙ୍କନ, ବର୍ତ୍ତମାନ ମଇଦାନରେ ୯୦ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ହେବ…

ଲକ୍ଷ୍ନୌ: ଆସନ୍ତା ନଭେମ୍ବର ୧୩ରେ ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ଉପ ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ଦେଖାଦେଇଛି । ଏଥିମଧ୍ୟରେ ଗୁରୁବାର ୫ ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର…

ଦୀପାବଳିରେ ଏକାଠି ଆସିବେ ଭାରତ-ଚୀନ ସୈନ୍ୟ, LAC ସୀମାରେ ପରସ୍ପରକୁ ଖୁଆଇବେ ମିଠା

ନୂଆଦିଲ୍ଲୀ: ଦୀର୍ଘ ଦିନରୁ ଭାରତ-ଚୀନ୍ ମଧ୍ୟରେ ଚାଲିଆସିଥିବା ସୀମା ବିବାଦ ସୁଧୁରିବାରେ ଲାଗିଛି । ଆଜି ଦୀପାବଳି ଅବସରରେ LAC ସୀମାରେ ଦେଖିବାକୁ ମିଳିବ ନିଆର ଦୃଶ୍ୟ । ଭାରତୀୟ ସେନା ସୂତ୍ରରୁ ପ୍ରକାଶ ଦୁଇ ଦେଶର…