ଲଞ୍ଚ୍ ହେଲା ‘SwaRail’ ଆପ୍, ଟିକେଟ୍ ବୁକିଂ ଠାରୁ PNR ଷ୍ଟାଟସ୍… ଯାତ୍ରୀଙ୍କୁ ମିଳିବ ଏହି ସବୁ ସେବା
ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । 'SwaRail' ଆପ୍ ଲଞ୍ଚ୍ କରିଛି ଭାରତୀୟ ରେଳବାଇ ।
ରେଳଯାତ୍ରୀଙ୍କୁ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ସୁପର ଆପ୍ ଲଞ୍ଚ୍ କରାଯାଇଛି ।
ଏହି…