fbpx

ଟି-୨୦ ବିଶ୍ୱକପରେ ଭାରତର ବିଜୟ ପରେ ଖୁସିରେ ଝୁମିଲେ ଅନୁଷ୍କା, ଇନଷ୍ଟାଗ୍ରାମରେ ବିରାଟଙ୍କ ପାଇଁ ଲେଖିଲେ ସ୍ପେଶାଲ ନୋଟ୍

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଟାଇଟଲ ଜିତିଛି ଟିମ୍ ଇଣ୍ଡିଆ । ଶନିବାର ଏକ ରୋମାଞ୍ଚକର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୭ ରନରେ ପରାସ୍ତ କରିଛି ଭାରତ । ତେବେ ଭାରତର ଏହି ବିଜୟକୁ ନେଇ ଦେଶରେ ସବୁଆଡ଼େ ଉତ୍ସାହର…

‘ମୋତେ ଆସ୍ଥାରୁ ପ୍ରେରଣା ମିଳିଥାଏ…’, ସଂସଦୀୟ ନିର୍ବାଚନ ପୂର୍ବରୁ ଲଣ୍ଡନ ସ୍ଥିତ ହିନ୍ଦୁ ମନ୍ଦିର ଦର୍ଶନ କରି ଏପରି କହିଲେ ରୁଷି ସୁନକ

ଲଣ୍ଡନ: ବ୍ରିଟେନରେ ଆଗାମୀ ସଂସଦୀୟ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ତେବେ ରୁଷି ସୁନକଙ୍କ କନଜର୍ଭେଟିଭ ପାର୍ଟି ପୁଣି ଥରେ ବିଜୟ ପତାକା ଲହରାଇବା ନେଇ ଆଶାବାଦୀ ଅଛି…

ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ, ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଗତକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା ସହ ପଶ୍ଚିମବଙ୍ଗ ଉପକୂଳରେ ସକ୍ରୀୟ ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ…

ଆତ୍ମଘାତୀ ଆକ୍ରମଣରେ ଦୋହଲିଲା ନାଇଜେରିଆ, ୧୮ ମୃତ, ୪୨ ଆହତ

କାନୋ: ଶନିବାର ଉତ୍ତର ପୂର୍ବ ନାଇଜେରିଆରେ ଆତ୍ମଘାତି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ପ୍ରାୟ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୨ ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୯ ଜଣ ଗୁରୁତରଙ୍କୁ…

ପୁଅ ଅନନ୍ତଙ୍କ ବିବାହ ପୂର୍ବରୁ ଅମ୍ବାନୀ ପରିବାର କରିବେ ଏହି ଶୁଭ କାର୍ଯ୍ୟ, ନବ ଦମ୍ପତ୍ତିଙ୍କୁ ମିଳିବ ଆଶୀର୍ବାଦ

ମୁମ୍ବାଇ: ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା । ଏଥିପାଇଁ ଅମ୍ବାନୀ ପରିବାର ଜୋରଦାର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀ…

ମହାନଦୀ କୂଳରେ ଖେଳୁଥିବା ସମୟରେ ଅଘଟଣ, ୮ ବର୍ଷର ବାଳକକୁ ଟାଣିନେଲା କୁମ୍ଭୀର

ଅନୁଗୁଳ:  ଜଣେ ୮ ବର୍ଷର ନାବାଳକକୁ ଗୋଟିଏ କୁମ୍ଭୀର ମହାନଦୀକୁ ଟାଣି ନେଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଥାନୀୟ ଲୋକେ ମହାନଦୀରୁ ବାଳକର ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି । ମୃତକ…

MLC ନିର୍ବାଚନ ପାଇଁ କାହାକୁ ଟିକେଟ ଦେବ ବିଜେପି ? ଦଳିତ ଏବଂ OBC ଉପରେ ରହିଛି ଫୋକସ୍‌…

ଲକ୍ଷ୍ନୌ: ଶୁକ୍ରବାର ଲକ୍ଷ୍ନୌ ସ୍ଥିତ ମୁଖ୍ୟମନ୍ତ୍ରୀ ଆବାସ 5KD ବିଜେପିର କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ପ୍ରଦେଶ ଅଧ୍ୟକ୍ଷ ଭୁପେନ୍ଦ୍ର ଚୌଧୁରୀ ଏବଂ…

ଚୀନ ମାମଲାରେ ଏକ୍ସପର୍ଟ, PMO ଅଫିସରେ ଥିଲେ କାର୍ଯ୍ୟରତ, ଜାଣନ୍ତୁ କିଏ ବୈଦେଶିକ ସଚିବ ବିକ୍ରମ ମିସ୍ରି

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଦେଶର ନୂତନ ବୈଦେଶକ ସଚିବ ଭାବରେ ଦେଶର ଡେପୁଟି ନ୍ୟାସନାଲ ସିକ୍ୟୁରିଟି ଆଡଭାଇଜର(NSA) ଏବଂ ପୂର୍ବତନ ରାଷ୍ଟ୍ରଦୂତ ବିକ୍ରମ ମିସ୍ରିଙ୍କୁ ନିଯୁକ୍ତ କରାଯାଇଛି ।…

ବ୍ୟକ୍ତିଗତ ବିକାଶ ଚାହୁଁଛନ୍ତି କି ? ବୁଝି ପାରୁନାହାଁନ୍ତି କିପରି କରିବେ ଆରମ୍ଭ, ଆପଣାନ୍ତୁ ଏହି ସହଜ ଟିପ୍ସ

ଓଡ଼ିଶା ଭାସ୍କର: ଜୀବନରେ ସମସ୍ତେ ସଫଳ ହେବାକୁ ଚାହିଁଥାନ୍ତି । ଏଥିପାଇଁ କଠୋର ପରିଶ୍ରମ ସହ ଦୃଢ଼ ଇଚ୍ଛା ଶକ୍ତି ଲୋଡ଼ା ରହିଛି । କିନ୍ତୁ ଏହା ସତ୍ତ୍ୱେ ବ୍ୟକ୍ତିକୁ ତା’ର ପରିଶ୍ରମର ଫଳ ମିଳନଥାଏ । ସାଧାରଣତଃ ଏହା ପଛରେ…

ରାଜଘାଟରେ ମହାତ୍ମା ଗାନ୍ଧୀ ଓ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନୂଆଦିଲ୍ଲୀ: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ସ୍ଥିତ ରାଜଘାଟରେ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତାଙ୍କ ସହ ଦୁଇ ଉପ…