ମୁଣ୍ଡ ବିନ୍ଧା ପାଇଁ Painkiller ଖାଉଛନ୍ତି କି ? ଜାଣନ୍ତୁ ଏହା କେତେ କ୍ଷତିକାରକ

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ବିଶେଷ କରି ବୃତ୍ତିଗତ କ୍ଷେତ୍ରରେ ବ୍ୟକ୍ତି ଚାପଗ୍ରସ୍ତ ରହୁଛି । କାର୍ଯ୍ୟ ଚାପ ଏବଂ କ୍ୟାରିୟର ଗ୍ରୋଥକୁ ନେଇ ପ୍ରତିଦ୍ୱନ୍ଦିତାମୂଳକ ବାତାବରଣରେ ସଂଘର୍ଷ କରୁଛି ।…

ଫେଷ୍ଟିଭ୍ ସିଜିନ୍ ସେଲ; ଭାରତରେ ଲଞ୍ଚ୍ ହେଲା Dreame X40 Ultra ରୋବଟ୍ ଭେକ୍ୟୁମ୍‌, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଗ୍ଲୋବାଲ ବ୍ରାଣ୍ଡ ଡ୍ରୀମ୍‌(Dreame) ଭାରତୀୟ ବଜାରରେ ଏହାର ନୂତନ ଡିଭାଇସ୍ ଲଞ୍ଚ୍ କରିଛି । ଡ୍ରୀମ୍ ଟେକ୍ନୋଲୋଜୀ ଏହାର ଲେଟେଷ୍ଟ ପ୍ରଡକ୍ଟ Dreame X40 Ultra ଲଞ୍ଚ୍ କରିଛି । ଏହା ହେଉଛି ଏକ ରୋବଟ୍…

ଭାରତର ଅଭିବୃଦ୍ଧିକୁ ନେଇ Moody’sର ପୂର୍ବାନୁମାନ, GDP ଗ୍ରୋଥ୍ ୭.୧% ବେଗରେ ବୃଦ୍ଧି ପାଇବ

ନୂଆଦିଲ୍ଲୀ: ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇ ରହିଛି । ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି(IMF) ଏବଂ ବିଶ୍ୱ ବ୍ୟାଙ୍କ ସମେତ ଅନେକ ବିଶ୍ୱସ୍ତରୀୟ ଏଜେନ୍ସି ଏହାର ଗତି ଉପରେ ଆତ୍ମବିଶ୍ୱାସ ପ୍ରକାଶ…

ପାରାଦୀପରେ ଚାଲିଛି ୨ ଦିନିଆ ସମରାଭ୍ୟାସ, ଉପକୂଳ ସୁରକ୍ଷାକୁ ଗୁରୁତ୍ୱ

ଓଡ଼ିଶା ଭାସ୍କର: ପାରାଦୀପରେ ଚାଲିଛି ମିଳିତ ସମରାଭ୍ୟାସ । ଉପକୂଳ ସୁରକ୍ଷାକୁ ଦୃଷ୍ଟିରେ ରଖି ୨ ଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି । ‘ସାଗର କବଚ-୨’ ପକ୍ଷରୁ ଏହି ମିଳିତ ସମରାଭ୍ୟାସ କରାଯାଉଛି । ଏହି ସମରାଭ୍ୟାସ…

ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ଆଜି ୨୬ଟି ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ: ଆଜି ଜାମ୍ମୁ କାଶ୍ମୀରରେ ୨ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୬ଟି ଜିଲ୍ଲାର ୨୬ଟି ବିଧାନସଭା ଅସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ସକାଳ ୭ଟା ମତଦାନ ଆରମ୍ଭ…

Viର ନୂତନ ରିଚାର୍ଜ ପ୍ଲାନର ଲାଭ ଉଠାନ୍ତୁ, ୨୦୦ ଟଙ୍କାରୁ କମରେ ପାଆନ୍ତୁ ଏହି ସବୁ ସୁବିଧା

ନୂଆଦିଲ୍ଲୀ: ଭୋଡାଫୋନ୍ ଆଇଡିଆ(Vi) ଏହାର ୟୁଜର୍ସଙ୍କ ପାଇଁ ନୂତନ ପ୍ଲାନ୍ ଲଞ୍ଚ୍ କରିଛି । କମ୍ପାନୀ ୨୦୦ ଟଙ୍କାରୁ କମ୍ ମୂଲ୍ୟରେ ୪ଟି ଶସ୍ତା ରିଚାର୍ଜ ପ୍ଲାନ୍ ଆରମ୍ଭ କରିଛି । କହିରଖୁଛୁ ବର୍ତ୍ତମାନ Viର ପ୍ରାୟ ୨୧…

ପ୍ୟାକେଟ୍ କ୍ଷୀର ପିଇବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ଜାଣନ୍ତୁ ଏହା ପଛରେ ବୈଜ୍ଞାନିକ କାରଣ

ଓଡ଼ିଶା ଭାସ୍କର: କ୍ଷୀର ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । କ୍ୟାଲସିୟମ, ପ୍ରୋଟିନ୍‌, ମ୍ୟାଗନେସିୟମ, ଲୌହ, ଭିଟାମିନ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ୱରେ ଭରୁପୁର କ୍ଷୀର ଆମ ଅସ୍ଥି, ମାଂସପେଶୀ ଏବଂ ଦାନ୍ତକୁ ମଜବୁତ…

ଭରତପୁର ମାମଲା: ସାର୍ବଜନୀନ ହେବ ନାହିଁ ମେଜର ଓ ବାନ୍ଧବୀଙ୍କ ପରିଚୟ, ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଭରତପୁର ଥାନାରେ ଅଭାବନୀୟ ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପରିଚୟ ସାର୍ବଜନୀନ ହେବ ନାହିଁ । ଏପରିକି ମାମଲାରେ ସମ୍ପୃକ୍ତ ଥିବା ସମସ୍ତ ଲୋକଙ୍କ ପରିଚୟ ମଧ୍ୟ…

‘ଏହି ଥେରାପିରୁ ଫେରି ପାଇବେ ଯୌବନ…’, ଏମିତି କିଛି କହି ଲୋକଙ୍କ ଠାରୁ ଲୁଟିଥିଲେ ୩୫ କୋଟି ଟଙ୍କା, ଘଟଣାର ପର୍ଦ୍ଦାଫାସ୍ ହେବା ପରେ…

ଓଡ଼ିଶା ଭାସ୍କର: ଆଜିକାଲି ପ୍ରାୟ ସମସ୍ତେ ଚିର ଯୌବନ ଏବଂ ଆକର୍ଷଣୀୟ ଦେଖାଯିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ଅଧିକାଂଶ ବ୍ୟକ୍ତି ବଜାରରେ ଉପଲବ୍ଧ ହେଉଥିବା ବିଭିନ୍ନ ଔଷଧ ସେବନ କରିଥାନ୍ତି । ଏଭଳି ବ୍ୟକ୍ତିଙ୍କୁ…

ଲାପଟପ୍ ନା ୱେଡ଼ିଂ କାର୍ଡ଼ ! ନିଆରା ଢ଼ଙ୍ଗରେ ଅତିଥିଙ୍କୁ ନିମନ୍ତ୍ରଣ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ପୋଷ୍ଟ

ଓଡ଼ିଶା ଭାସ୍କର: ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ବିବାହ । ମନଲାଖି ଜୀବନସାଥିଟିଏ ପାଇବା ପାଇଁ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି । ସାଧାରଣତଃ ପରିବାରରେ ବିବାହ ପ୍ରସ୍ତାବ ଠାରୁ ଆରମ୍ଭ କରି ବିବାହ ସମାପନ…