ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ଼ ନିଷ୍ପତ୍ତି, ୫ଟି ବ୍ୟାଙ୍କରେ CGM ପଦବୀ ପାଇଁ ଦେଲେ ଅନୁମୋଦନ
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପାଞ୍ଚଟି ବ୍ୟାଙ୍କରେ ଚୀଫ ଜେନେରାଲ ମ୍ୟାନେଜର(CGM) ପଦବୀ ସୃଷ୍ଟି କରିବା ପାଇଁ ୫ଟି ବ୍ୟାଙ୍କକୁ ଅନୁମୋଦନ ଦେଇଛନ୍ତି । ବୋର୍ଡ଼ ଅଫ୍ ଡିରେକ୍ଟର୍ସ ସ୍ତର ତଳେ ଏହି ପଦବୀ…