Vastu Tips: ପୁରୁଣା କପଡ଼ାରେ ଘର ପୋଛିଲେ ଦେଖାଦେଇଥାଏ ବାସ୍ତୁ ଦୋଷ, ଘରେ ବୃଦ୍ଧି ହୋଇଥାଏ ନକାରାତ୍ମକ ଶକ୍ତି
ଓଡ଼ିଶା ଭାସ୍କର: କଥାରେ ଅଛି ସଫାସୁତୁରା ଘରେ ମାତା ଲକ୍ଷ୍ମୀଙ୍କ ବାସ ଥାଏ । ନିୟମିତ ଘରର ସ୍ୱଚ୍ଛତା ବଜାୟ ରହିଲେ ଘରେ ସକାରାତ୍ମକ ଉର୍ଜ୍ଜାର ସଞ୍ଚାର ହୋଇଥାଏ । ପରିବାର ସଦସ୍ୟଙ୍କ ମଧ୍ୟରେ ଭଲପାଇବା ବୃଦ୍ଧି ହେବା ସହ…