fbpx

ରାଜ୍ୟର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ହେଲେ ପ୍ରଭାତୀ ପରିଡ଼ା, ଜାଣନ୍ତୁ ସେ କିଏ ?

ଭୁବନେଶ୍ୱର: ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ପରେ ନୂତନ ସରକାର ଗଠନ ହୋଇଛି । ମୋହନ ମାଝି ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏଥିସହ ରାଜ୍ୟର ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଘୋଷଣା ହୋଇଛି । ନୂତନ ଉପ…

ଖରା ଦିନେ ଶିଶୁର ରଖନ୍ତୁ ବିଶେଷ ଯତ୍ନ ନଚେତ ଦେଖା ଦେଇପାରେ ଚର୍ମ ସମସ୍ୟା, ଏପରି କରନ୍ତୁ ସ୍କିନ୍ କେୟାର

ଓଡ଼ିଶା ଭାସ୍କର: ଖରା ଦିନେ ଅଧିକାଂଶ ନିଜ ତ୍ୱଚାକୁ ନେଇ ବେଶି ଚିନ୍ତିତ ରହିଥାନ୍ତି । ଖରାଦିନେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଘିମିରି, ରାସେସ୍, ଆଲର୍ଜୀ ଭଳି ଅନେକ ତ୍ୱଚା ସମସ୍ୟା ଦେଖାଦେଇଥାଏ । ଏଥିପାଇଁ ଆମକୁ ଅଧିକ…

ବିଧାୟକ ଦଳ ନେତା ନିର୍ବାଚନ ପରେ ରାଜଭବନରେ ବିଜେପିର ସ୍ୱତନ୍ତ୍ର ଟିମ୍, ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ଦାବି ଉପସ୍ଥାପନ କଲେ ନୂତନ…

ଭୁବନେଶ୍ୱର: ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ନାଁ ଘୋଷଣା କରିଥିଲେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ । ଏହା ପରେ ବିଜେପିର ସ୍ୱତନ୍ତ୍ର ଟିମ୍ ରାଜ ଭବନରେ ପହଞ୍ଚିଛନ୍ତି । କେନ୍ଦ୍ରମନ୍ତ୍ରୀ ରାଜନାଥଙ୍କ…

ଉତ୍ତର ପ୍ରଦେଶ କ୍ୟାବିନେଟରେ ୪୧ଟି ପ୍ରସ୍ତାବ ଉପରେ ଲାଗିଲା ମୋହର, ପାରିତ ହେଲା ଟ୍ରାନ୍ସଫର ପଲିସି, IIT କାନପୁରରେ ହେବ ମେଡିକାଲ ରିସର୍ଚ୍ଚ…

ଲକ୍ଷ୍ନୌ: କେନ୍ଦ୍ରରେ କ୍ରମାଗତ ୩ୟ ଥର ପାଇଁ ମୋଦୀ ସରକାର କ୍ଷମତାକୁ ଆସିଛି । ଏହା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆକ୍ସନ ମୋଡକୁ ଆସିଛନ୍ତି । ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ମାଲାୱିର ଉପରାଷ୍ଟ୍ରପତିଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ, ଅନ୍ୟ ୯ଜଣ ମଧ୍ୟ ସାମିଲ, ୨୪ ଘଣ୍ଟା ପରେ ବିମାନର ଧ୍ୱଂସାବଶେଷ ଉଦ୍ଧାର

ଲିଲଙ୍ଗୱେ: ପୂର୍ବ ଆଫ୍ରିକୀୟ ଦେଶର ମାଲାୱିର ଉପରାଷ୍ଟ୍ରପତି ସାଉଲୋସ ଚିଲିମାଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ତାଙ୍କ ସହ ବିମାନରେ ଥିବା ଅନ୍ୟ ୯ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି ।…

ନୂଆ ସରକାରଙ୍କ ଶପଥ ସମାରୋହ ପାଇଁ ନିର୍ଦ୍ଦେଶନାମା ଜାରି, ଅଧିକାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର: ନୂଆ ସରକାରଙ୍କ ଶପଥ ସମାରୋହ ପାଇଁ ଜାରି ହେଲା ନିର୍ଦ୍ଦେଶନାମା । ଆଉ କିଛି ସମୟ ପରେ ଘୋଷଣା ହୋଇପାରେ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାଁ ।  ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ…

ମଣିପୁର ହିଂସାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ (ଆରଏସଏସ)କୁ ଭାରତୀୟ ଜନତା ପାର୍ଟି(ବିଜେପି) ତାର ଆଦର୍ଶ ବୋଲି ମାନିଥାଏ । ନିକଟରେ ଜଣାପଡିଛି ଯେ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦୁଇଟି ମନ୍ତବ୍ୟକୁ ନେଇ…

ତିବ୍ବତର ୩୦ଟି ସ୍ଥାନର ନାମ ପରିବର୍ତ୍ତନ କରିବ ଭାରତ, ଅରୁଣାଚଳ ପ୍ରଦେଶର ପ୍ରତିଶୋଧ ନେବା ପାଇଁ ଭାରତର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ଦେଶର ୩ୟ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଏଥିମଧ୍ୟରେ ଖବର ଆସୁଛି କି ଅରୁଣାଚଳ ପ୍ରଦେଶରେ ଚୀନର ଗତିବିଧିକୁ ନେଇ ତାଙ୍କରି ଭାଷାରେ କଡ଼ା ଜବାବ ଦେବା ପାଇଁ ସରକାର…

ମୋଦୀ କ୍ୟାବିନେଟରେ କେଉଁ ୫ ଜଣ ମନ୍ତ୍ରୀ କରିଛନ୍ତି ହ୍ୟାଟ୍ରିକ୍, ଜାଣନ୍ତୁ କେବେ ସମ୍ଭାଳିଥିଲେ କେଉଁ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ୩ୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସମେତ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ୩୬ ରାଜ୍ୟ ମନ୍ତ୍ରୀ ଏବଂ ୫ ଜଣ ସ୍ୱାଧୀନ…

ମକ୍କା ମଦିନା ସ୍ଥିତ ‘କାବା’ରେ ବୁର୍ଖା ପିନ୍ଧି ନାଚିଲେ ମହିଳା, ଭାଇରାଲ ଭିଡିଓ ଦେଖି ରାଗିଲେ ଲୋକେ

ଓଡ଼ିଶା ଭାସ୍କର: ମୁସଲମାନ ଧର୍ମାଲମ୍ବୀଙ୍କ ପାଇଁ ସବୁଠାରୁ ପବିତ୍ର ସ୍ଥାନ ହେଉଛି ସାଉଦି ଆରବ ସ୍ଥିତ ମକ୍କା ମଦିନା । ମୁସଲମାନ ସମ୍ପ୍ରଦାୟର ଲୋକମାନେ ଏହି ସ୍ଥାନର ଅପମାନ ବରଦାସ୍ତ କରିପାରିବେ ନାହିଁ । ଏଠାରେ ଥିବା…