ମଝି ଚିଲିକାରେ ଫସିଥିବା ଡଙ୍ଗା ଉଦ୍ଧାର, ଡଙ୍ଗାରେ ଥିଲେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ

କୃଷ୍ଣପ୍ରସାଦ: ମଝି ଚିଲିକାରେ ଫସିଥିବା ଡଙ୍ଗାରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହା ସହ ୧୫ଟି ବାଇକ୍ ମଧ୍ୟ ଉଦ୍ଧାର ହୋଇଛି । ମଝି ଚିଲିକାରେ ଫସିଥିବା ଡଙ୍ଗା ବିଷୟରେ ଖବର ପାଇ ଅନ୍ୟ ଏକ ଡଙ୍ଗା…

ଶତ୍ରୁ ବି ନାଁ ଶୁଣିଲେ ଡରନ୍ତି… ଏହି ଦେଶରେ ରହିଛି ମହିଳାଙ୍କ ସ୍ପେଶାଲ ଫୋର୍ସ

ନୂଆଦିଲ୍ଲୀ: ଦୁନିଆରେ ଆନେକ ବଡ଼ ବଡ଼ ଦେଶ ଅଛି । ଏହି ସମସ୍ତ ଦେଶର ନିଜର ସ୍ୱତନ୍ତ୍ର ଫୋର୍ସ ରହିଛି । ଯେତେବେଳେ ବି ଦୁନିଆର ସବୁଠାରୁ ଶକ୍ତିଶାଳି ସୌନ୍ୟର ଚର୍ଚ୍ଚା ହୁଏ ସେତେବେଳେ ଆମେରିକାର ନାଁ ଶୀର୍ଷରେ ଆସେ ।…

ହରିୟାଣାରେ ୧୫୬୧ ପ୍ରାର୍ଥୀ ଭରିଲେ ନାମାଙ୍କନ, ଏହି ନିର୍ବାଚନ ମଣ୍ଡଳିରୁ ସର୍ବାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି

ଚଣ୍ଡିଗଡ଼: ଆସନ୍ତା ଅକ୍ଟୋବର ୫ରେ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ମୋଟ୍ ୧୫୬୧ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥିରେ…

ମଝି ଚିଲିକାରେ ଫସିଲା ଡଙ୍ଗା, ଫସିଛନ୍ତି ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ

କୃଷ୍ଣପ୍ରସାଦ: ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଏହି ଡଙ୍ଗାରେ ପ୍ରାୟ ୫୦ରୁ ଅଧିକ ଯାତ୍ରୀ ଥିବା ଜଣାପଡ଼ିଛି । ଏହା ସହ ଡଙ୍ଗାରେ ୧୫ଟି ବାଇକ୍ ମଧ୍ୟ ରହିଛି । ସୂଚନାରୁ ପ୍ରକାଶ ସାତପଡ଼ାରୁ ଜହ୍ନିକୁଦା…

ୟୁପିରେ ଆଇଏଏସ୍ ସ୍ତରରରେ ବଡ଼ ଧରଣର ଅଦଳ ବଦଳ, ସିପି ସିଂହ ଲକ୍ଷ୍ନୌର ନୂତନ DM

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାର ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ମୋଟ୍ ୧୩ ଜଣ ଆଇଏଏସ୍ ଅଧିକାରୀଙ୍କ ଟ୍ରାନ୍ସଫର ହୋଇଥିବା ବେଳେ ଲକ୍ଷ୍ନୌ ସମେତ ୫ଟି ଜିଲ୍ଲାର DMଙ୍କୁ ବଦଳି କରାଯାଇଛି । ସିପି…

ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନର ବିକାଶ ପାଇଁ ମୌସୁମୀ ବୈଠକ; ନୂତନ କ୍ଷୀର ପ୍ୟାକେଟ୍ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନର ବିକାଶ ନିମନ୍ତେ ପ୍ରଥମ ଥର ପାଇଁ  ଓଡ଼ିଶାରେ ଆୟୋଜିତ ହୋଇଛି ମୌସୁମୀ ବୈଠକ । କେନ୍ଦ୍ର ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନରେ ଥିବା…

୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୪ ଜଣଙ୍କୁ ଗିରଫ କଲା ପୋଲିସ

ବରଗଡ଼: ଗଞ୍ଜେଇ ଚୋରା ଚାଲାଣବେଳେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଟୋଲଗେଟ୍ ବାଇପାସ୍ ଦେଇ ଗଞ୍ଜେଇ ଚୋରାଚାଲାଣ ହେଉଥିବା ପୋଲିସ ସୂତ୍ରରୁ ପ୍ରକାଶ । ପ୍ରାୟ ୬ କ୍ୱିଣ୍ଟାଲ ଗଞ୍ଜେଇ ସହ ୪ ଜଣଙ୍କୁ ଗିରଫ କରିବାରେ ସଫଳ…

(Video):ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନବଦୀପଙ୍କ ଠାରୁ ପିନ୍ଧିଲେ ଟୋପି, ହସି ହସି ଅଟୋଗ୍ରାଫ୍ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସ୍ ପାରାଲିମ୍ପିକ୍ସରେ ଶାନଦାର ପ୍ରଦର୍ଶନ କରିଥିବା କ୍ରୀଡ଼ାବିତଙ୍କ ସହ ସାକ୍ଷାତ କରିଥିଲେ । ଏହି ବିଶେଷ ଅବସରରେ ସମସ୍ତ ଖେଳାଳିଙ୍କୁ ଐତିହାସିକ…

ଲୁହା କଡ଼େଇରେ ମହାପ୍ରସାଦ ରୋଷେଇ ଘଟଣା: ସାତ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀମନ୍ଦିର ଲୁହା କଡ଼େଇରେ ରୋଷେଇ ହେବା ପ୍ରସଙ୍ଗକୁ ଆଧାର କରି କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି । ସୁଆର ମହାସୁଆର ନିଯୋଗ, ବିଡ଼ୁଆ ପନ୍ତି ବଡ଼ୁ…

୪ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ସୁନା- ରୂପା ଅଳଙ୍କାର, ୧୦ଟି FD…., ଜାଣନ୍ତୁ କଂଗ୍ରେସର ବରିଷ୍ଠ ନେତା ଭୁପିନ୍ଦର ସିଂ କେତେ ସମ୍ପତ୍ତିର…

ନୂଆଦିଲ୍ଲୀ: ହରିୟାଣାର ଦୁଇ ଥର ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଭୁପିନ୍ଦର ସିଂ ହୁଡା ବୁଧବାର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ସମୟରେ ସେ ତାଙ୍କ ମୋଟ୍ ସମ୍ପତ୍ତିର…