ଭବିଷ୍ୟତରେ ମନୁଷ୍ୟ ଭାଷା ବୁଝିବାରେ ସକ୍ଷମ ହୋଇପାରିବ ମେସିନ୍ ! ଜାଣନ୍ତୁ କ’ଣ କହୁଛି ବିଜ୍ଞାନ
ଓଡ଼ିଶା ଭାସ୍କର: ଅକ୍ଟୋବର, ୨୦୧୦ରେ ଥିଏଟରରେ ଏକ ଫିଲ୍ମ ରିଲିଜ ହୋଇଥିଲା ଯାହାର ନାଁ ଥିଲା ‘ରୋବୋଟ୍’ । ଏହି ଫିଲ୍ମରେ ଦର୍ଶାଯାଇଥିଲା କି କିପରେ ଏକ ରୋବୋଟ୍ ମଧ୍ୟରେ ବିଚାର କରିବାର ଶକ୍ତି ବିକଶିତ ହେଉଛି ଏବଂ ତାହା…